ଆୟ ବହିର୍ଭୂତ ସମ୍ପତି ଠୁଳ କରି ଫସିଲେ କଟକ CDMOର ସିନିୟର୍ ଆସିଷ୍ଟାଣ୍ଟ

କଟକ: କଟକ ଚୌଦ୍ୱାର ସିଡିଏମଓର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଭିଜିଲାନ୍ସ ସ୍କାନର୍‌ରେ ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର […]

ବିଏସଇ ଓ ସିଏଚଏସଇ ର ହବ ମିଶ୍ରଣ

ଭୁବନେଶ୍ୱର: ଓଡ଼ିଶାର ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି। ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ଓ କାଉନସିଲ ଅଫ ହାୟର ସେକେଣ୍ଡାରୀ ଏଜୁକେସନ କୁ ଏକ ବୋର୍ଡରେ […]

ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ଵର: ରାଜ୍ୟ ସରକାର ଗୁରୁବାର ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି। ୧୮ ବରିଷ୍ଠ ଆଇପିଏସ ଙ୍କୁ ବଦଳି ଏବଂ ଅବସ୍ଥାପିତ କରିଛନ୍ତି। ଏଥିରୁ ୮ ଏସପିଙ୍କୁ ବଦଳି କରାଯାଇଛି। ଏ ନେଇ ଗୁରୁବାର ଗୃହ […]

ଓଡ଼ିଶାର ପର୍ଯ୍ୟଟନ ବିକାଶରେ ନୂତନ ମାଇଲଖୁଣ୍ଟ, ଏକାକାଳୀନ ତିନୋଟି ବୁଝାମଣାପତ୍ର ସ୍ବାକ୍ଷରିତ

ଭୁବନେଶ୍ୱର:-ଲୋକସେବା ଭବନରେ ପର୍ଯ୍ୟଟନ ବିଭାଗର ତିନୋଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଓଡ଼ିଶାର ପର୍ଯ୍ୟଟନର ବିକାଶରେ ଯୋଡ଼ି ହୋଇଥିବା ଏହି ନୂତନ ଫର୍ଦ୍ଦର ଉନ୍ମୋଚନ ଅବସରରେ ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, […]

ମାସ ଶେଷ ସୁଦ୍ଧା କାର୍ଯ୍ୟରେ ଯୋଗ ନଦେଲେ ଦରମା ବନ୍ଦ, ଡ. ଅରବିନ୍ଦ କୁମାର ପାଢୀ

ଭୁବନେଶ୍ୱର: ସମସ୍ତ କୃଷି ଅଧିକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କୃଷି ବିଭାଗ ପ୍ରମୁଖ ସଚିବ ଡ.ଅରବିନ୍ଦ କୁମାର ପାଢୀ। ଚଳିତ ମାସ ଶେଷ ସୁଦ୍ଧା କାର୍ଯ୍ୟ ଯୋଗ ଦେବାକୁ ଦିଆଯାଇଛି ଅଲ୍‌ଟିମେଟମ୍‌ । ଯଦି […]

ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଯୋଜନା

ଭୁବନେଶ୍ୱର: ପ୍ରସ୍ତୁତ ହେଲା ଦୀର୍ଘ ମିଆଦୀ ଯୋଜନା । ରାଜ୍ୟରେ ୮୦୦ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ । ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । […]

ଜଳିଗଲା ଆମ ବସ, ଚଳନ୍ତା ଅବସ୍ଥାରେ ଲାଗିଥିଲା ନିଆଁ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପରିବହନ ନିଗମର ଏକ ବସ (ଓଡି-୩୩, ୟୁ-୭୩୪୯) ଜଗତପୁରରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ବେଳେ ଗଡ଼ିଖୋର୍ଦ୍ଧା ଛକ ନିକଟରେ ହଠାତ୍ ବସର ଇଞ୍ଜିନରୁ ଧୂଆଁ ବାହାରିବା ସହ ନିଆଁ ଲାଗିଯାଇଥିଲା। […]

ବ୍ଲକ୍ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ

ଧର୍ମଶାଳା: ଯାଜପୁର ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଭାତ ବଳବନ୍ତରାୟ । ଅନାସ୍ଥା ଭୋଟ ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ପ୍ରଭାତ ଇସ୍ତଫା ଦେଇଛନ୍ତି । ପ୍ରଭାତ ବଳବନ୍ତରାୟ ଓରଫ୍ ଲୁଲୁ […]

ସୋସିଆଲ ମିଡିଆରେ ସୁଲତା ଦେଓଙ୍କୁ ଧମକ ର ତଦନ୍ତ କରିବ ମହିନ୍ଦ୍ରା ଗ୍ରୁପ୍

ଭୁବନେଶ୍ୱର: ଓଡ଼ିଶା ସାଂସଦ ସୁଲତା ଦେଓଙ୍କୁ ଦୁଷ୍କର୍ମ ଧମକ ଦେବା ଅଭିଯୋଗର ପ୍ରତିକ୍ରିୟା ରଖିଛି ମହିନ୍ଦ୍ରା ଗ୍ରୁପ୍। କମ୍ପାନୀ ପକ୍ଷରୁ ଏହି ଘଟଣାକୁ “ମର୍ଯ୍ୟାଦାହୀନ ଏବଂ ଅତ୍ୟନ୍ତ ଅନୁପଯୁକ୍ତ” କହିବା ସହ ନିନ୍ଦା କରାଯାଇଛି। […]

ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ,୫୦୦୦ କିଲୋମିଟର ପର୍ଯ୍ୟନ୍ତ ବହନ କରିପାରିବ ପରମାଣୁ ଅସ୍ତ୍ର

ଭୁବନେଶ୍ୱର: ଅଗ୍ନି -୫ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି। ଏହି ପରୀକ୍ଷଣ ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସଫଳତାର ସହ କରାଯାଇଛି। ଅଗ୍ନି-୫ କ୍ଷେପଣାସ୍ତ୍ରର ପରୀକ୍ଷଣରେ ସମସ୍ତ କାର୍ଯ୍ୟକ୍ଷମ ଏବଂ ବୈଷୟିକ ପାରାମିଟର […]