ନୂଆଦିଲ୍ଲୀ:ଇରାନ ଉପରେ ବଡ଼ ଆକ୍ରମଣ ଲାଗି ଆମେରିକା ଓ ଇସ୍ରାଏଲ ଜୋରସୋର ଉଦ୍ୟମ କରୁଥିବା ସୂଚନା ମିଳିଛି। ଗତ କିଛି ସପ୍ତାହ ଧରି ଆମେରିକା ଓ ଇସ୍ରାଏଲର ପ୍ରସ୍ତୁତି ପୁଣି ଥରେ ପଶ୍ଚିମ ଏସିଆରେ […]
Category: ଅନ୍ତର୍ଜାତୀୟ
ସରିଲା ବ୍ରିକ୍ସ ସମ୍ମିଳନୀ:ଭାରତକୁ ମିଳିଲା ବଡ଼ କୂଟନୈତିକ ସଫଳତା
ନୂଆଦିଲ୍ଲୀ: ସଫଳତାର ସହିତ ଉଦଯାପନ ହେଲା ବ୍ରିକ୍ସ ସମ୍ମିଳନୀ l ବ୍ରିକ୍ସ ମଂଚରେ ଏକାଠି ହେଲେ ବିଶ୍ବ ନେତା l ବ୍ରିକ୍ସ ସମ୍ମିଳନୀର ନେତୃତ୍ବ ନେଇ ଗ୍ଲୋବାଲ ସାଉଥ୍ ବା ବିକାଶଶୀଳ ଦେଶଗୁଡ଼ିକର ପ୍ରକୃତ […]
ଅଷ୍ଟମ ଥର ଏସିଆ କପ୍ ଟାଇଟଲ ଜିତିଲା ଭାରତ
ନୂଆଦିଲ୍ଲୀ: ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ୍ ଫାଇନାଲ ମ୍ୟାଚରେ ଭାରତୀୟ ଅଧିନାୟକ ହରମନପ୍ରୀତ କୌର ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ lଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୮୩ ରନ ସ୍କୋର […]
ୟୁଏଇ ଗସ୍ତର ପ୍ରଥମ ଦିନରେ ବିଶ୍ୱସ୍ତରୀୟ ନିବେଶ ଭାଗିଦାରୀକୁ ସୁଦୃଢ କଲା ଓଡ଼ିଶା:ଆଇଏଚସି ଏବଂ ଅଦାନୀ ଗ୍ରୁପ୍ ସହିତ ୧୪ଟି ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ ସ୍ୱାକ୍ଷର
ଆବୁଧାବି/ଭୁବନେଶ୍ବର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶା ବିଦେଶୀ ନିବେଶ ଭାଗିଦାରୀକୁ ଆଗେଇ ନେଇଛି । ଏଥିରେ ଏକ ସମନ୍ୱିତ ଆଲୁମିନିୟମ ପ୍ରକଳ୍ପ, ୧୪ଟି ନୂଆ […]
SCOବୈଠକରେ ହାତ ମିଳାଇଲେ ମୋଦି ଓ ଜିନ୍ ପିଙ୍ଗ :ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ମୋଦୀ
ନୂଆଦିଲ୍ଲୀ: କିର୍ଗିଜସ୍ଥାନର ବିଶକେକରେ ଅନୁଷ୍ଠିତ ୨୬ତମ ଏସସିଓ (ସାଂଘାଇ ସହଯୋଗ ସଂଗଠନ ) ସମ୍ମିଳନୀର ଏକ ଅଧିବେଶନକୁ ଆଜି ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ସମାବେଶରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ […]
ମୃତ ମହିଳାଙ୍କ ଶରୀରରୁ ସୁନା କାନଫୁଲ ଚୋରି କରିବା ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ଗିରଫ କଲା ପୋଲିସ
କାଠମାଣ୍ଡୁ: ନେପାଳର ପ୍ରଳୟଙ୍କାରୀ ବନ୍ୟା ପରେ ନାରାୟଣୀ ନଦୀରେ ପ୍ରବଳ ସ୍ରୋତରେ ଭାସିଆସିଥିବା ଜଣେ ମୃତ ମହିଳାଙ୍କ ଶରୀରରୁ ସୁନା କାନଫୁଲ ଚୋରି କରିବା ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଛି।ନେପାଳ ପୁଲିସ୍ […]
ପିଓକେ ରେ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା: ୨୦ଜଣଙ୍କ ମୃତ୍ୟୁ ସୂଚନା
ନୂଆଦିଲ୍ଲୀ: ଗତକାଲି ପିଓକେ ରେ ପ୍ରଦର୍ଶନକାରୀଙ୍କ ଏକ ଦଳ ମୋଟରସାଇକେଲରେ ମୁଜାଫରାବାଦ ଅଭିମୁଖେ ଶୋଭାଯାତ୍ରା କରିବାକୁ ଯାତ୍ରା କରୁଥିଲେ l ପ୍ରତିବାଦକାରୀମାନେ ମିରପୁର ବଜାର ନିକଟରେ ପହଞ୍ଚିବା ମାତ୍ରେ ପାକିସ୍ତାନୀ ରେଞ୍ଜର୍ସମାନେ ଗୁଳିଚାଳନା ଆରମ୍ଭ […]
କୁୱେତ, ବାହାରିନ ଓ ଜୋର୍ଡାନ ସ୍ଥିତ ଆମେରିକା ଘାଟି ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼
ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ଇରାନର ୫ଟି ପ୍ରଦେଶ ଉପରେ ଏକକାଳୀନ ଆକ୍ରମଣ କରାଯିବା ପରେ, ଏବେ ତେହେରାନ ପକ୍ଷରୁ ଏହାର ପ୍ରତିଶୋଧ ନିଆଯାଇଛି। ଆଜି ଇରାନ ତିନୋଟି ଦେଶରେ ଥିବା ଆମେରିକୀୟ ସାମରିକ ଘାଟିକୁ […]
ଟ୍ରମ୍ପଙ୍କ ବଡ଼ ଚେତାବନୀ: ମୋତେ କିଛି ହେଲେ ଇରାନର ପରିଣାମ ଭୟଙ୍କର ହେବ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିଜ ଜୀବନ ପ୍ରତି ଥିବା ବିପଦ ସମ୍ପର୍କରେ ଆଶଙ୍କା ପ୍ରକଟ କରିବା ସହ ଇରାନକୁ ଶକ୍ତ ଚେତାବନୀ ଦେଇଛନ୍ତି। ଶୁକ୍ରବାର ଏକ ବୟାନରେ ଟ୍ରମ୍ପ […]
ଭାରତୀୟ ହକି ଦଳରେ ଓଡ଼ିଶାର ଦୁଇ ଝିଅଙ୍କୁ ସୁଯୋଗ
ଭୁବନେଶ୍ୱର: ଜାପାନରେ ଅନୁଷ୍ଠିତ ହେବାକୁ ଥିବା ୨୦ତମ ଏସିଆନ ଗେମ୍ସ-୨୦୨୬ ପାଇଁ ଭାରତୀୟ ମହିଳା ହକି ଦଳ ଘୋଷଣା ହୋଇଛି। ଏହା ଆସନ୍ତା ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ | ହକି […]
