CMC ବୈଠକରେ ଗଣ୍ଡଗୋଳ;ବୈଠକ ଅଧାରୁ ପଳେଇଲେ ମେୟର ଓ କମିଶନର

କଟକ: କଟକରେ ସିଏମସି କାଉନସିଲ ବୈଠକ ବସିଥିବା ବେଳେ ଆଜି ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପିର କର୍ପୋରେଟର। ଏପରିକି ମାଇକ ଭାଙ୍ଗିବା, ଫୁଲଦାନୀ ଫୋପାଡ଼ିବା ସହ ଠେଲପେଲା ହେବାଭଳି ପରିସ୍ଥିତି ଦେଖିବାକୁ ମିଳିଛି। […]

ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇଙ୍କ ଘରେ ଚଢାଉ…

ନୂଆପଡା: ତିନି ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରଚାର ଜାରି ରହିଛି। ଏହାରି ଭିତରେ ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇଙ୍କ ଘରେ ଚଢାଉ ହୋଇଛି। ପ୍ରୀତିରଞ୍ଜନଙ୍କ ନୂଆପଡା ଖରିଆର୍‌ ରୋଡରେ ଥିବା ବାସଭବନରେ ପୁଲିସ […]

ରାଜଧାନୀରେ ନାବାଳକକୁ ମାଡ଼ ଘଟଣାର ଭିଡିଓ ଭାଇରାଲ; ୭ ଜଣ ଅଭିଯୁକ ଗିରଫ

ଭୁବନେଶ୍ୱର: ନାବାଳକକୁ ଅପହରଣ ପରେ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଧଉଳି ଥାନା ପୁଲିସ। ଏଥିରେ ମୁଖ୍ୟ ଅଭିଯୁକ୍ତ ସମେତ […]

ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵରୁ ଉଚ୍ଛେଦ ହେବ ଉଠା ଦୋକାନ

ପୁରୀ: ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵରେ ଥିବା ସମସ୍ତ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯିବ । ଚତୁଃପାର୍ଶ୍ଵକୁ ସୌନ୍ଦର୍ଯ୍ୟକରଣ କରାଯିବା ସହ ପରିଷ୍କାର ପରିଚ୍ଛନ୍ନ ରଖାଯିବ । ଏହା ସହ କୌଣସି ଘରୋଇ କାର୍ଯ୍ୟକ୍ରମ ଆୟୋଜନ […]

ମହିଳା ବିଶ୍ୱକପ୍‌ :ଫାଇନାଲ ରେ ଭାରତ

ମୁମ୍ବାଇ: ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଭାରତୀୟ ଦଳ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତ ୫ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ […]

ଶେଷ ନିଦ୍ରାରେ ବିଜେପିର ବରିଷ୍ଠ ନେତା ଶଙ୍କର ପରିଡା

ଭୁବନେଶ୍ୱର: ପୁରୀ ଜିଲ୍ଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଶ୍ରୀ ଶଙ୍କର ପରିଡାଙ୍କ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ଗତକାଲି ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଏମ୍ସ ସ୍ଥାନାନ୍ତର […]

NESCO ଗ୍ରାଉଣ୍ଡରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁମ୍ବାଇର NESCO ଗ୍ରାଉଣ୍ଡରେ ଚାଲିଥିବା ଭାରତ ସାମୁଦ୍ରିକ ସପ୍ତାହ ୨୦୨୫ ପାଳନ ଅବସରରେ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଚମତ୍କାର […]

ଶ୍ରୀ ଶ୍ରୀ ସଙ୍କଟମୋଚନ ପୁସ୍ତିକାର ଲୋକାର୍ପଣ ଉତ୍ସବ

ଭୁବନେଶ୍ୱର: ଶ୍ରୀ ଶ୍ରୀ ସଙ୍କଟମୋଚନ ହନୁମାନ ମନ୍ଦିର ପ୍ରତିଷ୍ଠା ଦିବସର ୩୦ ବର୍ଷ ପୂର୍ତି ଉପଲକ୍ଷେ ଏକ ଆଧ୍ୟାତ୍ମିକ ପୁସ୍ତିକା ‘ଶ୍ରୀ ଶ୍ରୀ ସଙ୍କଟମୋଚନ’ ଲୋକାର୍ପଣ ହୋଇଯାଇଅଛି । ଏହି ଲୋକାର୍ପଣ ଉତ୍ସବରେ ‘ସମ୍ବାଦ’ […]

ଦେଶରେ ସବୁ ପୋଲିସ ପିନ୍ଧିବେ ଗୋଟିଏ ପ୍ରକାର ଖାକି ପୋଷାକ..

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶରେ ‘ଗୋଟିଏ ଦେଶ, ଗୋଟିଏ ପୋଲିସ ୟୁନିଫର୍ମ’ ନୀତି ଲାଗୁ ହେବାର ସମ୍ଭାବନା ରହିଛି । ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସରକାର ଓଡ଼ିଶା ସମେତ ୧୬ଟି ରାଜ୍ୟ ଓ କେନ୍ଦ୍ର […]

ଉପାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର: ଉପାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ । ପ୍ରଶାସନର ଅବହେଳା ଅଭିଯୋଗ କରି ବୁଧବାର ସମର୍ଥା ନିଯୋଗ ସେବାୟତ ନୀତିକାନ୍ତି ବନ୍ଦ କରିଛନ୍ତି । ଏପରିକି ଗୁରୁବାର ମଧ୍ୟ ନୀତି ବନ୍ଦ ରଖିବାକୁ ଦେଇଛନ୍ତି […]