ହୋଟେଲ ମାଲିକଙ୍କ ସମେତ ୫ ଜଣଙ୍କୁ ଗୁଳି କରି ହତ୍ୟା

ଗୋହ୍ୱାଟୀ: ଆସାମର ରାଜଧାନୀ ଗୋହ୍ୱାଟୀରେ ଥିବା ହୋଟେଲ ବିଲାସ ଇନ୍‌ରେ ଘଟିଛି ଭୟଙ୍କର କାଣ୍ଡ। ହୋଟେଲ ମାଲିକ, ତାଙ୍କ ପରିବାରର ଆଉ ୩ ସଦସ୍ୟ ଓ ଡ୍ରାଇଭରଙ୍କୁ ଗୁଳି କରି ହତ୍ୟା କରାଯାଇଛି | […]

ଏକ୍ସପ୍ରେସୱେରେ ରାହୁଲ ଗାନ୍ଧିଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ କାରକେଡ୍ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛି। ଏକ୍ସପ୍ରେସୱେର ୯୧ କିଲୋମିଟର ମାଇଲଷ୍ଟୋନ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ୫ଟି ଗାଡ଼ି ଏବଂ […]

ପୁଣି ପଞ୍ଜାବରେ ଗୁଳିକାଣ୍ଡ: ମୋଗାରେ ୪ ଜଣ ଆହତ

ନୂଆଦିଲ୍ଲୀ: ପୁଣି ଥରେ ପଞ୍ଜାବରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜନୈତିକ ବାତାବରଣ ଅଶାନ୍ତ ହୋଇଉଠିଛି। ରାଜ୍ୟର ମୋଗା ସହରରେ ଏକାଧିକ ରାଉଣ୍ଡ ଗୁଳିକାଣ୍ଡ ଘଟିଥିବା ବେଳେ ଏଥିରେ ୪ ଜଣ ବ୍ୟକ୍ତି ଗୁରୁତର ଭାବେ […]

ମୋଦୀଙ୍କ ପିତାଙ୍କୁ ନେଇ ଖଡ୍‌ଗେଙ୍କ ବିବାଦୀୟ ମନ୍ତବ୍ୟ ପରେ କଂଗ୍ରେସକୁ ବିଜେପିର କଡା ସମାଲୋଚନା

ନୂଆଦିଲ୍ଲୀ: ବିହାର ରାଜଧାନୀ ପାଟନାଠାରେ ରବିବାର ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଶ୍ରୀକ୍ରିଷ୍ଣ ସିଂଙ୍କ ୧୩୯ତମ ଜୟନ୍ତୀ ଉତ୍ସବରେ ଖଡଗେ ଅତିଥି ଭାବେ ଯୋଗ ଦେଇଥିଲେ । ନିଜ ଭାଷଣ ପ୍ରସଙ୍ଗରେ ଖଡଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ […]

ସାଉଦି ଆରବରେ ସୁରକ୍ଷା ସଙ୍କଟ: ଏୟାର ଇଣ୍ଡିଆର ବିମାନ ସେବା ବାତିଲ

ନୂଆଦିଲ୍ଲୀ: ସାଉଦି ଆରବରେ ବୃଦ୍ଧି ପାଉଥିବା ସୁରକ୍ଷା ସଙ୍କଟକୁ ଦୃଷ୍ଟିରେ ରଖି ବିମାନ ସେବା ବାତିଲ କରାଯାଇଛି। ରିୟାଦ ଓ ଦମ୍ମାମକୁ ଯାଉଥିବା ଏବଂ ସେଠାରୁ ଆସୁଥିବା ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ […]

ଓରମାସ୍‌କୁ ‘BIRC ଗ୍ଲୋବାଲ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୬’

ଭୁବନେଶ୍ୱର: ଓଡ଼ିଶାର ଗ୍ରାମୀଣ ଉଦ୍ୟୋଗକୁ ସୁଦୃଢ଼ କରିବା, ଉତ୍ପାଦକଙ୍କୁ ବଜାର ସହ ଯୋଡ଼ିବା ଏବଂ ରାଜ୍ୟର ପାରମ୍ପରିକ କୃଷିଜାତ ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବା ଦିଗରେ ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି […]

ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନକୁ ବାୟୁସେନା ମୁଖ୍ୟଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’କୁ ନେଇ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏ.ପି. ସିଂହ ପାକିସ୍ତାନକୁ ଏକ କଡ଼ା ଚେତାବନୀ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଦେଶର […]

ବିଜେପି ସମର୍ଥକଙ୍କୁ ଘରେ ପଶି ନୃଶଂସ ଭାବେ ହତ୍ୟା

କୋଲକାତା: ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ପୁଣି ଥରେ ରାଜନୈତିକ ହିଂସା ଭୟାନକ ରୂପ ନେଇଛି। ଇଂଲିଶ ବଜାର ଥାନା ଅନ୍ତର୍ଗତ ରାମକେଲି ଅଞ୍ଚଳରେ ୩୫ ବର୍ଷୀୟ ବିଜେପି ସମର୍ଥକ ସମୀର ଘୋଷଙ୍କୁ ଅତ୍ୟନ୍ତ ନୃଶଂସ […]

ଡାଟା ଲିକ୍‌ ଅଭିଯୋଗ ପରେ ଆକ୍ସନ୍‌ରେ SBI

ନୂଆଦିଲ୍ଲୀ:ଏକ ହ୍ୟାକର୍ ଗ୍ରୁପ୍ SBIଗ୍ରାହକଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରିଥିବା ଦାବି କରିଛି। ମିଳିଥିବା ରିପୋର୍ଟ ଅନୁସାରେ, ହ୍ୟାକର୍ ଗ୍ରୁପ୍ ଡାର୍କ ୱେବ୍‌ରେ ପ୍ରାୟ ୩,୭୫,୦୦୦ ଡାଟା ରୋ’ ଏବଂ ୨,୭୨୨ଟି ପିଡିଏଫ୍ (PDF) […]

SIR ବିରୋଧୀ ପ୍ରତିବାଦରେ ଯୋଗଦେବେ ଅର୍ଥମନ୍ତ୍ରୀ ନିର୍ମଳାଙ୍କ ସ୍ୱାମୀ

ନୂଆଦିଲ୍ଲୀ:ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍‌ଆଇଆର ବିରୋଧୀ ଆନ୍ଦୋଳନରେ ସାମିଲ ହେବେ ପ୍ରତିଷ୍ଠିତ ଅର୍ଥନୀତିଜ୍ଞ ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ ପି ପ୍ରଭାକର।ସେ ଏସ୍‌ଆଇଆର ବିରୋଧରେ ଆୟୋଜିତ ଦେଶବ୍ୟାପୀ […]