ନୂଆଦିଲ୍ଲୀ:ଅନ୍-ସ୍କ୍ରିନ୍ ମାର୍କିଂ(OSM) ପୋର୍ଟାଲର ସୁରକ୍ଷାଗତ ତ୍ରୁଟି ଥିବା ସ୍ୱୀକାର କରିଛି ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (CBSE)। ଜଣେ ୧୯ ବର୍ଷୀୟ ସାଇବର ସିକ୍ୟୁରିଟି ରିସର୍ଚ୍ଚରଙ୍କର ଯାଞ୍ଚରେ ଏହା ଧରାପଡ଼ିବା ପରେ ସିବିଏସଇ […]
Month: May 2026
ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ
କୋଲକାତା: ପଶ୍ଚିମବଙ୍ଗର ସୋନାରପୁରଠାରେ ତୃଣମୂଳ କଂଗ୍ରେସ (TMC)ର ଜାତୀୟ ସାଧାରଣ ସମ୍ପାଦକ ତଥା ଲୋକସଭା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ତୀବ୍ର ବିରୋଧ କରାଯାଇଛି। ନିର୍ବାଚନ ପରବର୍ତ୍ତୀ ହିଂସାର ପୀଡ଼ିତ ଏବଂ ସେମାନଙ୍କ ପରିବାରକୁ ଭେଟିବା […]
ମହିଳା ଓ୍ୱାସ୍ ରୁମ୍ରେ କ୍ୟାମେରା ଲଗେଇଥବା ଜୁନିୟର କ୍ଲର୍କଙ୍କୁ ସସ୍ପେଣ୍ଡ କଲେ ଜିଲ୍ଲାପାଳ
ଜଗତସିଂହପୁର :ଜଗତସିଂହପୁର ଜିଲ୍ଲା DRDA କାର୍ଯ୍ୟାଳୟରେ ଥିବା ମହିଳା ଓ୍ୱାସ୍ ରୁମ୍ରେ ହିଡେନ୍ କ୍ୟାମେରା ଲଗାଇବା ଘଟଣାରେ ରେଭିନ୍ୟୁ ଜୁନିୟର କ୍ଲର୍କ ସଞ୍ଜୟ ଅଧେଖାକୁ ନିଲମ୍ବନ କଲେ ଜିଲ୍ଲାପାଳ । ଏନେଇ ଜିଲ୍ଲାପାଳଙ୍କ ପକ୍ଷରୁ […]
ଦୁର୍ଦ୍ଦାନ୍ତ ଅପରାଧୀ ଚନ୍ଦନ ଜେନା କୁ ପୁରୀ ପୋଲିସ କଲା ଏନକାଉଣ୍ଟର
ପୁରୀ :ଗତକାଲି(ଶନିବାର) ଓମକାରେଶ୍ବର ମନ୍ଦିର ନିକଟରେ ହୋଇଛି ଏନକାଉଣ୍ଟର ।ପୁରୀ ବାସେଳୀ ସାହି ଥାନା ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ଚନ୍ଦନ ଜେନାକୁ କରିଛି ଏନକାଉଣ୍ଟର ।ଚନ୍ଦନର ଡାହାଣ ପଟ ଗୋଡ଼ରେ ବାଜିଛି ଗୁଳି । […]
ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ କୋଷ୍ଟାଗାର୍ଡ ଓ ମେରାଇନ ପୋଲିସ ସଜାଗ
ଭୁବନେଶ୍ୱର: ପଶ୍ଚିମବଙ୍ଗ ସହ ସୀମା ବାଣ୍ଟୁଥିବା ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଭଳି ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୀମାନ୍ତବର୍ତ୍ତୀ ପ୍ରାୟ ୮୧୦ଟି ଥାନା ଅଞ୍ଚଳକୁ ସମ୍ପୂର୍ଣ୍ଣ ଆଲର୍ଟ କରାଯିବା ସହ […]
ହସ୍ପିଟାଲରେ ଆଡମିଟ୍ ହେବାର ୩ ଦିନ ପୂର୍ବରୁ ହେଉଥିବା ଟେଷ୍ଟ ଆୟୁଷ୍ମାନ ପ୍ୟାକେଜରେ ଅନ୍ତର୍ଭୁକ୍ତ ହେବ :ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର:ଏଣିକି ହସ୍ପିଟାଲରେ ଆଡମିଟ୍ ହେବା ପୂର୍ବରୁ କରାଯାଉଥିବା ସମସ୍ତ ମେଡିକାଲ୍ ପରୀକ୍ଷା ଆୟୁଷ୍ମାନ ପ୍ୟାକେଜ୍ ଭିତରେ ରହିବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ […]
ରାଜଧାନୀରେ କାରକୁ ଧକ୍କା ଦେଇ ଘୋଷାଡ଼ି ନେଲା ହାଇୱା
ଭୁବନେଶ୍ୱର:ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ସତ୍ୟ ବିହାର ଛକ ନିକଟରେ ଏକ ହାଇୱା ଗାଡ଼ି ଏକ କାର (OD 02 BB 0678)କୁ ଶକ୍ତ ଦେବା ପରେ କାରକୁ ପ୍ରାୟ ୫ଶହ ମିଟର ପର୍ଯ୍ୟନ୍ତ […]
ରାଜସ୍ଥାନକୁ ହରାଇ ଫାଇନାଲ୍ରେ ଗୁଜରାଟ
ଚଣ୍ଡିଗଡ:ଶୁକ୍ରବାର ନ୍ୟୁ ଚଣ୍ଡିଗଡ଼ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାୟାରରେ ରାଜସ୍ଥାନକୁ ୭ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଛି ଗୁଜରାଟ ।ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ସାମ୍ନାରେ ୨୧୫ ରନ୍ର ଏକ ବିଶାଳ ବିଜୟ ଲକ୍ଷ୍ୟ ରହିଥିଲା। […]
ଓଡ଼ିଶା ପୋଲିସର ରାଜ୍ୟବ୍ୟାପୀ ସ୍ପେଶାଲ ଡ୍ରାଇଭ୍ : ୫୭୦୩ ଜଣଙ୍କ ବିରୋଧରେ NBW କାର୍ଯ୍ୟକାରୀ,୫୨୦ ଅଭିଯୁକ୍ତ ଗିରଫ
ଭୁବନେଶ୍ବର: ରାଜ୍ୟରେ ଅପରାଧ ଓ ଅପରାଧୀଙ୍କ ବିରୋଧରେ ଓଡ଼ିଶା ପୋଲିସର ଜୋରଦାର ଆକ୍ସନ । ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଗତ ମେ ୧୨ ତାରିଖରୁ ସାରା ରାଜ୍ୟରେ […]
Diesel ରେ ଆଇସୋବୁଟାନଲ ମିଶ୍ରଣ ହେବ ବାଧ୍ୟତାମୂଳକ
ନୂଆଦିଲ୍ଲୀ:ଭାରତ ସରକାର ଡିଜେଲରେ ଆଇସୋବୁଟାନଲ ମିଶ୍ରଣ ଅନିବାର୍ଯ୍ୟ କରିବା ପ୍ରସ୍ତାବ ଚଳିତବର୍ଷ ଶେଷ ଆଡକୁ ଆଣି ପାରନ୍ତି। କେନ୍ଦ୍ର ସରକାରଙ୍କ ଜନୈକ ବରିଷ୍ଠ ଅଧିକାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସଡ଼କ ପରିବହନ ଓ […]
