ପାଟନା : ଆଜି ବିହାରର ନାଳନ୍ଦା ଜିଲ୍ଲାର ଶୀତଳା ମାତା ମନ୍ଦିରରେ ଦଳାଚକଟା ହୋଇ ବଡ ଅଘଟଣ ଘଟିଯାଇଛି। ଏଯାଏଁ ପ୍ରାୟ ୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ମଧ୍ୟ […]
Month: March 2026
ବର୍ଲିନ ରେ ଉତ୍କଳ ଦିବସ ପାଳନ କଲେ ଓଡ଼ିଆ
ଜର୍ମାନ: ଜର୍ମାନୀର ରାଜଧାନୀ ବର୍ଲିନ ର ପ୍ରବାସୀ ଓଡ଼ିଆର୍ନଙ୍କ ଦ୍ୱାରା ଉତ୍କଳ ଦ଼ିବସ ଆଡମ୍ବର, ଉତ୍ସାହ ଓ ଗୌରବର ସହ଼ିତ ପାଳନ କରାଯାଇଥିଲା । ଏହ଼ି ଅବସରରେ ବର୍ଲିନ ଏବଂ ଜର୍ମାନୀର ବ଼ିଭ଼ିନ୍ନ ସ୍ଥାନରୁ […]
କଟକ ହାଇକୋର୍ଟ ନିକଟରେ ଭୟାଭୟ ଅଗ୍ନିକାଣ୍ଡ, ଜଳିଗଲା ଗାଡ଼ି
କଟକ: ଆଜି ହାଇକୋର୍ଟ ସମ୍ମୁଖରେ ଘଟିଥିବା ଭୟାଭୟ ଅଗ୍ନିକାଣ୍ଡ କୌଣସି ଦୁର୍ଘଟଣା ନୁହେଁ, ବରଂ ଏହା ଯୋଜନାବଦ୍ଧ ଆକ୍ରୋଶର ପରିଣାମ। ଜଣେ ମହିଳା ନିଜର ଅସନ୍ତୋଷ ପ୍ରକାଶ କରିବାକୁ ଯାଇ ପେଟ୍ରୋଲ ଢାଳି ନିଆଁ […]
ଦୁଇଟି ପର୍ଯ୍ୟାୟରେ ହେବ ପଶ୍ଚିମବଙ୍ଗ ନିର୍ବାଚନ:ECI
ନୂଆଦିଲ୍ଲୀ:ସୋମବାର ପଶ୍ଚିମବଙ୍ଗରେ ୨୩ ଓ ୨୯ ଏପ୍ରିଲରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଭୋଟ ଗ୍ରହଣ ପାଇଁ ଅଧିସୂଚନା ଜାରି କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଅଧିସୂଚନାରେ କୁହାଯାଇଛି ଯେ ଉଭୟ ଦିନ ସକାଳ […]
ପଶ୍ଚିମ ଏସିଆ ପରିସ୍ଥିତି ପରିପ୍ରେକ୍ଷୀରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ୱର: ପଶ୍ଚିମ ଏସିଆ ଯୁଦ୍ଧ ସଂକଟ ପରିପ୍ରେକ୍ଷୀରେ ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସମ୍ପର୍କରେ ଜିଲ୍ଳାପାଳମାନଙ୍କ ସହିତ ଆଭାସୀ ମାଧ୍ୟମରେ ଆଲୋଚନା କରି […]
ବିଜୁ ବାବୁଙ୍କ ପ୍ରତି ବିବାଦୀୟ ବୟାନ; ନବୀନ କହିଲେ ନିଶିକାନ୍ତଙ୍କୁ ମାନସିକ ଚିକିତ୍ସା ଆବଶ୍ୟକ
ଭୁବନେଶ୍ୱର: ଓଡ଼ିଶାର ବର୍ଗ ଓ ଗୌରବ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ ନିଶିକାନ୍ତ ଦୁବେ, ଯେଉଁଥି ପାଇଁ ରାଜନୀତି ସରଗରମ ରହିଛି । ଦୁବେ ଦେଇଥିବା ବିବାଦୀୟ ବୟନାକୁ ନେଇ ବର୍ଷିଲେ ନବୀନ […]
ଆଜି ସଂଧ୍ୟାରେ ସବୁ ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ
ଭୁବନେଶ୍ୱର: ମଧ୍ୟପ୍ରାଚ୍ୟ ଯୁଦ୍ଧ ଦେଶକୁ ଚିନ୍ତାରେ ପକାଇଛି । ଯାହାକୁ ମୁକାବିଲା କରିବା ପାଇଁ ରାଜ୍ୟଗୁଡିକୁ ସତର୍କ କରିଆସୁଛି କେନ୍ଦ୍ର । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା […]
ଦିବଙ୍ଗତ ଡ଼ଃ ନାରାୟଣ ସାହୁଙ୍କ ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ହଟ୍ଟଗୋଳ
ଭୁବନେଶ୍ୱର: ଏବେବି ବିଧାନସଭା ଗୃହରେ କୁହୁଳୁଛି କଟକ ଏସସିବି ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣା । ଆଜି ପୁଣି ଥରେ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଯୋଗୁଁ ପ୍ରଶ୍ନକାଳ ଧୋଇ ଯାଇଛି । ଗୃହ ଆରମ୍ଭରୁ ପୂର୍ବତନ ଦିବଙ୍ଗତ […]
ସଂସଦର ଆଇଟି ଓ କମ୍ୟୁନିକେସନ ଷ୍ଟାଣ୍ଡି କମିଟିରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର
ଭୁବନେଶ୍ୱର:ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ମନ୍ତବ୍ୟକୁ ବିରୋଧ କରି ସଂସଦର ଆଇଟି ଓ କମ୍ୟୁନିକେସନ ଷ୍ଟାଣ୍ଡି କମିଟିରୁ ଇସ୍ତଫା ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର।ଏନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସସ୍ମିତ ପାତ୍ର ନିଜ ଇସ୍ତଫା […]
ବିଚାରଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ପୁରୀ:ରବିବାର ପୁରୀ ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କର ଝୁଲନ୍ତା ମୃତ ଦେହ ଶୌଚାଳୟରୁ ଉଦ୍ଧାର ହୋଇଛି । ସେ ଏକ ଦୁଷ୍କର୍ମ ମାମଲାରେ ଜେଲରେ ଥିଲେ । ମୃତ କଏଦୀ ହେଉଛନ୍ତି ସାକ୍ଷୀଗୋପାଳ […]
