ଭୁବନେଶ୍ୱର: ବିଶ୍ୱ ଦେଖିଲା ମହାଜାଗତିକ ଦୃଶ୍ୟ । ସଂଗଠିତ ହୋଇଛି ଦଶନ୍ଧିର ଅନ୍ୟତମ ଦୀର୍ଘପୂର୍ଣ୍ଣ ଚନ୍ଦ୍ର ଗ୍ରହଣ । ରାତି ୯ଟା ୫୭ ମିନିଟରେ ଗ୍ରହଣ ଆରମ୍ଭ ହୋଇଥିବା ବେଳେ, ରାତି ୧୧ଟା ୧ […]
Month: September 2025
ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ନୂଆପଡ଼ା ବିଧାୟକ
ନୂଆପଡ଼ା: ଚେନ୍ନାଇର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ । ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ରାଜେନ୍ଦ୍ର ଢୋଲକିଆ ଥିଲେ ପଶ୍ଚିମଓଡ଼ିଶା ରାଜନୀତିର […]
ବାଣୀବିହାରରୁ ବାହାରିବେ ଅଣଛାତ୍ର, କ୍ୟାମ୍ପସରେ ପୋଲିସ ମୁତୟନ
ଭୁବନେଶ୍ୱର: ଆଜି ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରାବାସ ଗୁଡ଼ିକ ଉପରେ ରେଡ୍ କରିଛି କମିସନରେଟ୍ ପୋଲିସ। ଦିନ ୧୦.୩୦ମିନିଟ୍ ପରଠୁ ବିଭିନ୍ନ ହଷ୍ଟେଲରେ ଛାପା ମାରିବା ଆରମ୍ଭ କରାଯାଇଛି। ବାଣୀବିହାରରୁ ଅଣଛାତ୍ରଙ୍କୁ ତଡ଼ିବା ପାଇଁ ପ୍ରକ୍ରିୟା […]
ପ୍ରଥମଥର ପାଇଁ ପୁରୁଷ କମ୍ପାଉଣ୍ଡ ଟିମ ବିଶ୍ୱ ତୀରନ୍ଦାଜୀ ଚାମ୍ପିୟନଶିପରେ ଭାରତ କୁ ମିଳିଲା ସ୍ୱର୍ଣ୍ଣ
ନୂଆଦିଲ୍ଲୀ: ଭାରତକୁ ମିଳିଛି ଐତିହାସିକ ସଫଳତା। ପ୍ରଥମଥର ପାଇଁ ଭାରତୀୟ ପୁରୁଷ କମ୍ପାଉଣ୍ଡ ଟିମ ବିଶ୍ୱ ତୀରନ୍ଦାଜୀ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛି। ଅମନ ସୈନି, ଋଷଭ ଯାଦବ ଓ ପ୍ରଥମେଶ ବାଲଚନ୍ଦ୍ର […]
ଜାପାନ ପ୍ରଧାନମନ୍ତ୍ରୀ ଇସିବା ଶିଗେରୁଙ୍କ ଇସ୍ତଫା
ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଇସିବା ଶିଗେରୁଙ୍କ ଇସ୍ତଫା। ଅପର୍ ହାଉସ୍ ନିର୍ବାଚନରେ ଶାସକ LDPର ପରାଜୟ ପାଇଁ ଦେଲେ ଇସ୍ତଫା। LPDରେ ବିଭାଜନ ଆଶଙ୍କା କରି ସଭାପତି ପଦରୁ ମଧ୍ୟ ଓହରିଲେ। ଗତବର୍ଷ ଅକ୍ଚୋବରରେ […]
ରାଜଧାନୀରେ ନାବାଳକ ନିଖୋଜ, କରାଟେ କ୍ଲାସକୁ ଯାଇ ଆଉ ଘରକୁ ଫେରିନି ପୁଅ
ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୧୬ ବର୍ଷର ନାବାଳକ ନିଖୋଜ । ପୁଅ ଆଉ ଘରକୁ ଫେରି ନ ଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ନିଖୋଜ ନାବାଳକର ମାଆ । ନିଖୋଜ ହେବାର […]
ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ ଓ ମନମୋହନ ସାମଲ
ଭୁବନେଶ୍ୱର: ରାଜ୍ୟର ବିଜେଡି ଓ ବିଜେପି ଦୁଇଦଳ ର ନେତା ଯାଇଛନ୍ତି ଦିଲ୍ଲୀ । ଗତକାଲି ବିଳମ୍ବିତ ରାତିରେ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଇଥିବାବେଳେ, ବିଜେଡି ନେତା ନବୀନ ପଟ୍ଟନାୟକ ଆଜି […]
ଇସ୍କନ ନୀତି ଓ ପରମ୍ପରାକୁ ନମାନିଲେ ଆଇନର ଆଶ୍ରୟ ନେବୁ: ଗଜପତି ମହାରାଜ
ଭୁବନେଶ୍ୱର: ଇସ୍କନର ଅଦିନିଆ ରଥଯାତ୍ରା ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଗଜପତି ମହାରାଜା । ନୀତି ବିରୋଧୀ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ୧୦୦ ପୃଷ୍ଠାର ଏକ ପୂର୍ଣ୍ଣାଙ୍ଗ ଉତ୍ତର ଇସ୍କନକୁ ପ୍ରଦାନ କରାଯାଇଛି […]
ସେପ୍ଟେମ୍ବର ୨୭ରେ ହେବ ସ୍ଵତନ୍ତ୍ର OTET ପରୀକ୍ଷା
ଭୁବନେଶ୍ୱର: ଆସନ୍ତା ୨୭ରେ ହେବ ସ୍ବତନ୍ତ୍ର OTET ପରୀକ୍ଷା । ଦୁଇ ଦୁଇ ଥର ପରୀକ୍ଷା ସ୍ଥଗିତ ହେବା ଏବେ ସେପ୍ଟେମ୍ବର ୨୭ରେ ପରୀକ୍ଷା ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ […]
ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ମହିଳା କମାଣ୍ଡର ମୃତ
ଭୁବନେଶ୍ୱର: ସୀମାନ୍ତ ଛତିଶଗଡର ନାରାୟଣପୁର ଏବଂ ଦନ୍ତେୱାଡ଼ା ଜିଲ୍ଲା ସୀମାରେ ପୁଣି ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଜଣେ ମହିଳା ମାଓ କମାଣ୍ଡରର ମୃତ୍ୟୁ ହୋଇଛି। ମୃତ ମହିଳା ମାଓ କମାଣ୍ଡର ନାମରେ ସରକାର […]
