ନୟାଗଡ: ଖୁଣ୍ଟୁବନ୍ଧସ୍ଥିତ ନୟାଗଡ଼ ଜିଲ୍ଲା ଜେଲରେ ଏଭଳି ଘଟଣା ଘଟିଛି । ସୁପରିଟେଣ୍ଡେଣ୍ଟ ଓ ଜେଲ୍ କର୍ମଚାରୀଙ୍କୁ କଏଦୀ ଆକ୍ରମଣ କରିଛନ୍ତି। ଯାହାଫଳରେ ୪ ଜଣ ୱାର୍ଡରଙ୍କ ସମେତ ଜେଲ୍ ସୁପରିଟେଣ୍ଡେଣ୍ଟ ଆହତ ହୋଇଛନ୍ତି […]
Month: October 2025
ପରବର୍ତ୍ତୀ ସିଜେଆଇ ଭାବେ ଶପଥ ନେବେ ଜଷ୍ଟିସ ସୂର୍ଯ୍ୟକାନ୍ତ
ନୂଆଦିଲ୍ଲୀ: ଜଷ୍ଟିସ ସୂର୍ଯ୍ୟକାନ୍ତ ନଭେମ୍ବର ୨୪ ତାରିଖରେ ଭାରତର ୫୩ତମ ମୁଖ୍ୟ ବିଚାରପତି (CJI) ଭାବରେ ଶପଥ ଗ୍ରହଣ କରିବେ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବି.ଆର. ଗଭାଇ ପରବର୍ତ୍ତୀ ମୁଖ୍ୟ ବିଚାରପତି ପାଇଁ କେନ୍ଦ୍ର […]
ଶ୍ରେୟସ ଆୟର ଆଇସିୟୁରେ ଆଡ୍ମିଟ୍..
ମୁମ୍ବାଇ: ଆଇସିୟୁରେ ଶ୍ରେୟସ ଆୟର। ଟିମ୍ ଇଣ୍ଡିଆ ପାଇଁ ଟେନ୍ସନ। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ରେ କ୍ୟାଚ୍ ନେବା ସମୟରେ ଶ୍ରେୟସ ଆୟରଙ୍କ ପଞ୍ଜରାରେ ଆଘାତ ଲାଗିଥିଲା। ଏହି ଘଟଣା ପରେ ଏବେ […]
ଘରେ ପଶି ନେଇଗଲେ ୪୦ ଗ୍ରାମ୍ ସୁନା ସହ ୨୫ ଲକ୍ଷ ଟଙ୍କା
ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ମୁଖ୍ୟ ସହରରେ ହୋଇଛି ଡକାୟତି। ୪ ଜଣ ସଶସ୍ତ୍ର ମୁଖାଧାରୀ ଡକାୟତ ମାଡ଼ ମାରିବା ସହ ଲୁଟିନେଲେ ଟଙ୍କା ଓ ସୁନାଗହଣା। ବଣାଇ ଥାନାଠାରୁ ମାତ୍ର ପାଞ୍ଚ ଶହ […]
ବିହାର ନିର୍ବାଚନ ଓ ଉପନିର୍ବାଚନ: ନୀରବ ଅବଧି (Silence Period) ରେ ନିର୍ବାଚନ ସମ୍ପର୍କୀୟ ବିଷୟବସ୍ତୁ ଓ Exit Poll ପ୍ରଦର୍ଶନ ନିଷେଧ
ନୂଆଦିଲ୍ଲୀ : ଭାରତ ନିର୍ବାଚନ ଆୟୋଗ (ECI) ୨୦୨୫ ଅକ୍ଟୋବର 6 ତାରିଖରେ ବିହାର ବିଧାନସଭା ନିର୍ବାଚନ ଓ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ବିହାରରେ ଦୁଇ ପର୍ଯ୍ୟାୟରେ ନିର୍ବାଚନ ହେବ । […]
ଟ୍ରେନରେ ମଧୁମେହ ରୋଗୀଙ୍କୁ ମିଳିବ ସ୍ୱତନ୍ତ୍ର ଖାଦ୍ୟ
ନୂଆଦିଲ୍ଲୀ: ଦେଶରେ ମଧୁମେହ ରୋଗର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଳ ବୋର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବନ୍ଦେ ଭାରତ ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ, ଶତାବ୍ଦୀ ଏକ୍ସପ୍ରେସ ଏବଂ ଦୂରନ୍ତ ଏକ୍ସପ୍ରେସ ଭଳି ପ୍ରିମିୟମ୍ […]
