ନୂଆପଡା: ନୂଆପଡ଼ା ଜିଲ୍ଲା କୋମନା ଅଞ୍ଚଳରେ ଶନିବାର ଘଟିଥିବା ଫାଙ୍କା ଗୁଳିକାଣ୍ଡ ଘଟଣାରେ କୋରାପୁଟ ବିଧାୟକଙ୍କ ପିଏସଓ ନିଲମ୍ବିତ ହୋଇଛନ୍ତି। କୋରାପୁଟ ଏସପି ପିଏସଓ ଡମ୍ବରୁ ହନ୍ତାଳଙ୍କୁ ନିଲମ୍ବିତ କରିଛନ୍ତି। ସୂଚନା ଅନୁଯାଇ, ଶନିବାର […]
Month: November 2025
ECI ପକ୍ଷରୁ ବିହାରର ତିନି ବରିଷ୍ଠ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ବିହାର ବିଧାନସଭା ସାଧାରଣ ନିର୍ବାଚନ ୨୦୨୫ କୁ ମୁକ୍ତ, ଅବାଧ ଓ ନିରପକ୍ଷ ଭାବରେ ଅନୁଷ୍ଠିତ କରିବା ଲକ୍ଷ୍ୟ ନେଇ ଭାରତ ନିର୍ବାଚନ ଆୟୋଗ ବିହାରର ୧୭୮-ମୋକାମା ବିଧାନସଭା ମଣ୍ଡଳୀର ତିନିଜଣ ବରିଷ୍ଠ […]
ଶ୍ରୀକାକୁଲମ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଅଘଟଣ; ୧୦ ଭକ୍ତଙ୍କ ମୃତ୍ୟୁ
ହାଇଦ୍ରାବାଦ: କାସି ବୁଗା ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟା ହେବାରୁ ଅତି କମରେ ୧୦ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି। ଅନେକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି। ଏକାଦଶୀ […]
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟର ପ୍ରଥମ ସେମି କଣ୍ଡକ୍ଟର କେନ୍ଦ୍ରର ଶିଳାନ୍ୟାସ
ଭୁବନେଶ୍ୱର: ଆଜି ଭୁବନେଶ୍ବର ଇନଫୋଭ୍ୟାଲିରେ ବୃହତ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ SiCSem ପ୍ରକଳ୍ପର ଭୂମି ପୂଜନ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶିଳାନ୍ୟାସ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭିସିରେ ଯୋଗ ଦେଇଛନ୍ତି […]
ପତଞଳି ପକ୍ଷରୁ ଏକତା ଦିବସ ପାଳିତ
କଟକ:ମହାନଦୀ ବିହାର ପତଞଳି ଯୋଗ କେନ୍ଦ୍ର ଠାରେ ଯୋଗ ଶିକ୍ଷକ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ନେତୃତ୍ବରେ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଏକତା ଦିବସ ପାଳିତ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସବିତା […]
ରାଜସ୍ଥାନରେ କାର୍ଯ୍ୟକାରୀ ହେଲା ଧର୍ମାନ୍ତରୀକରଣ ବିରୋଧୀ ଆଇନ
ରାଜସ୍ଥାନ: ସେପ୍ଟେମ୍ବର ମାସରେ ରାଜସ୍ଥାନ ବିଧାନସଭା ଦ୍ୱାରା ଗୃହୀତ ଧର୍ମାନ୍ତରୀକରଣ ବିରୋଧୀ ଆଇନ ଶୁକ୍ରବାର ଠାରୁ କାର୍ଯ୍ୟକାରୀ ହୋଇଛି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ନୂତନ ଧର୍ମାନ୍ତରୀକରଣ ଆଇନର ଏକ ଗେଜେଟ୍ ବିଜ୍ଞପ୍ତି ଜାରି […]
ଆଉ ୧୭ ଜଣ ନେତାଙ୍କୁ ସଂଯୋଜନା ଦାୟିତ୍ବ ଦେଲା ବିଜେଡି
ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପାଇଁ ପୁଣି ୧୭ ଜଣ ନେତାଙ୍କୁ ସଂଯୋଜନା ଦାୟିତ୍ବ ଦେଇଛି ବିଜେଡି। ଦଳ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପଦ୍ମନାଭ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ମହେଶ ସାହୁ, ସୁମିତ୍ରା […]
ବସ୍ ଭିତରେ ୪ ବର୍ଷର ଶିଶୁ କୁ ଦୁଷ୍କର୍ମ ମାମଲା; ଦୁଇ ଯବାନଙ୍କୁ ଆଜୀବନ କାରାଦଣ୍ଡାଦେଶ
ବ୍ରହ୍ମପୁର: ଗୋପାଳପୁର ଥାନା ଅଞ୍ଚଳରେ ଥିବା ଆର୍ମି ଏଡି କଲେଜ ପରିସରରେ ଗତ ଜାନୁଆରୀ ମାସରେ ଏକ ବସ୍ ଭିତରେ ଜନୈକା ୪ ବର୍ଷର ଶିଶୁକନ୍ୟାଙ୍କୁ ଯୌନ ଶୋଷଣ କରାଯାଇଥିଲା। ଉକ୍ତ ମାମଲାର ଶୁକ୍ରବାର […]
