ଭୁବନେଶ୍ୱର : ଆଗୁଆ ପଞ୍ଚାୟତ ନିର୍ବାଚନ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଜନଗଣନା ପାଇଁ ଆଗୁଆ ନିର୍ବାଚନ ହେବା ସମ୍ଭାବନା ରହିିଥିବା କହିଛନ୍ତି ମନମୋହନ ସାମଲ । ଜନଗଣନା […]
Month: January 2026
ଆମ ବସକୁ ଦୁର୍ଘଟଣା ପରେ ଭଙ୍ଗାରୁଜା ଘଟଣାରେ ଦୁଇ ଗିରଫ
ଭୁବନେଶ୍ବର: ଅଶୋକ ନଗରରେ ଆମ ବସ ଦୁର୍ଘଟଣା ପରେ ଭଙ୍ଗାରୁଜା କରିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଗିରଫ ଦୁଇଜଣ ହେଲେ ପ୍ରଦୀପ ଦାସ ଓ ପି. […]
ରାଜ୍ୟସଭା ନିର୍ବାଚନକୁ ନେଇ ଗାଇଡଲାଇନ୍ସ ଜାରି କଲେ ନିର୍ବାଚନ କମିଶନ
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନକୁ ନେଇ ନିର୍ବାଚନ କମିଶନ ଗାଇଡଲାଇନ୍ସ ଜାରି କରିଛନ୍ତି l ରାଜ୍ୟସଭା ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ହ୍ବିପ ଜାରି କରିପାରିବେ। ଭାରତର ନିର୍ବାଚନ କମିଶନଙ୍କ ୨୦୧୭ ନିର୍ଦ୍ଦେଶନାମା ଅନୁଯାୟୀ, ବିଧାୟକମାନେ […]
ମାଘସପ୍ତମୀ ଅବସରରେ ଚନ୍ଦ୍ରଭାଗା ତଟରେ ବୁଡ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ
କୋଣାର୍କ: ଧ୍ୟାନ, ଜପ, ତପସ୍ୟା ଓ ବେଦ ମନ୍ତ୍ର ଉଚ୍ଚାରଣରେ ସମଗ୍ର ପରିବେଶ ଧାର୍ମିକମୟ ହୋଇଉଠିଛି । ଶ୍ରଦ୍ଧାଳୁମାନଙ୍କ ବିଶ୍ୱାସ ଅନୁଯାୟୀ, ମାଘସପ୍ତମୀ ଦିନ ଚନ୍ଦ୍ରଭାଗାରେ ସ୍ନାନ କଲେ ସମସ୍ତ ପାପ କ୍ଷୟ ହୁଏ […]
ଆଇନ ମନ୍ତ୍ରୀଙ୍କ ବାସଭବନରେ ଦିଲ୍ଲୀପ ରାୟ
ଭୁବନେଶ୍ୱର: ଏବେ ବିଭିନ୍ନ ରାଜନୈତିକ ଦଳରେ ଆରମ୍ଭ ହୋଇଯାଇଛି ଆଲୋଚନା । ଆଗକୁ ଆସୁଛି ରାଜ୍ୟସଭା ନିର୍ବାଚନ । କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଉପରେ ରାଜ୍ୟବାସୀଙ୍କ ଦୃଷ୍ଟି ରହିଛି । […]
ଉଷା ପାଢ଼ୀଙ୍କୁ ହାଇକୋର୍ଟଙ୍କ ହାଜିରା ନିର୍ଦ୍ଦେଶ
କଟକ: ହାଇକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ। ଅଦାଲତ ଅବମାନନା ଅଭିଯୋଗରେ ସଚିବ ଉଷା ପାଢ଼ୀଙ୍କ ସମେତ ପୌର ପ୍ରଶାସନ ନିର୍ଦ୍ଦେଶକ ଗଗନ ବିହାରୀ ସ୍ବାଇଁ, ଟାଉନ […]
କଂଗ୍ରେସରୁ ଇସ୍ତଫା ଦେଲେ ୪୧ ନେତା
ଭୁବନେଶ୍ୱର: ମହମ୍ମଦ ମୋକିମ୍ ଙ୍କ ସମର୍ଥକ ସମୂହ ଇସ୍ତଫା ଦେଇଛନ୍ତି। ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହିଥାଏ କଂଗ୍ରେସର ବିବାଦ । ଦଳର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଦଳରୁ ନିଲମ୍ବିତ ହେଲା ଦିନରୁ […]
ସରିଲା ରଥକାଠ ଅନୁକୂଳ
ପୁରୀ : ପରମ୍ପରା ଅନୁସାରେ ଶ୍ରୀପଞ୍ଚମୀ ଅବସରରେ କରାଯାଇଛି ରଥକାଠ ପୂଜାର୍ଚ୍ଚନା। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନିରଥ ପାଇଁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତଙ୍କ […]
ଆଲୋଚନା ପରେ ଧର୍ମଘଟ ଡାକରା ପ୍ରତ୍ୟାହୃତ କଲା ଘରୋଇ ବସ୍ ମାଲିକ ସଂଘ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ବସ୍ ସେବା ସଂପ୍ରସାରଣକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆ ଯାଇଥିଲା। ହେଲେ ଆଲୋଚନା ପରେ ବସ ଧର୍ମଘଟରୁ ଓହରିବ ବୋଲି ସଂଘ ନିଷ୍ପତ୍ତି […]
ଧାନ ସଂଗ୍ରହର ଅଭାବନୀୟ ପରିସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ସମାଲୋଚନା କଲା ବିଜେଡି
ଭୁବନେଶ୍ୱର: ବିରୋଧୀ ଦଳ ବିଜେଡି ଧାନ ସଂଗ୍ରହର ଅଭାବନୀୟ ପରିସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି lଓଡ଼ିଶାର ଚାଷୀମାନେ ଧାନ ସଂଗ୍ରହର ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ଦେଇ ଗତି କରୁଛନ୍ତି, ଯାହା […]
