ଭୁବନେଶ୍ୱର: ରାଜ୍ୟର ଜରୁରୀକାଳୀନ ଚିକିତ୍ସା ପାଇଁ ଆହୁରି ୨୫୦ଟି ନୂଆ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିସରରୁ ନୂଆ […]
Month: February 2026
ଏସସିବି ମେଡିକାଲ ଆଇସିୟୁରେ ବେଡ ବାଡ଼ା ଭାଙ୍ଗି ଗଳିପଡିଲେ ରୋଗୀ
କଟକ: କଟକ ଏସସିବି ମେଡିକାଲର ଆଇସିୟୁ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚିକିତ୍ସା ଚାଲିଥିବା ସମୟରେ ଜଣେ ମହିଳା ରୋଗୀ ବେଡ୍ ରୁ ବାଡା ଭାଙ୍ଗି ତଳକୁ ଖସିପଡିଥିବା ଖବର ମିଳିଛି । ଆଇସିୟୁ ଭିତରେ […]
ପଦ୍ମ ଧରିଲେ ବିଜେଡି ଛାତ୍ରନେତା ସୌମ୍ୟ ପ୍ରକାଶ ବିଶ୍ୱାଳ
ଧର୍ମଶାଳା: ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ଜଣକ ପରେ ଜଣେ ବିଜେଡ଼ି ଛାଡି ବିଜେପିରେ ମିଶୁଥିବା ବେଳେ ସୋମବାର ଏହି କ୍ରମରେ ଆଉ ଜଣେ ଛାତ୍ରନେତା ବିଜେଡ଼ି ଛାଡି ବିଜେପିରେ ମିଶିଛନ୍ତି । ଧର୍ମଶାଳା ନିର୍ବାଚନମଣ୍ଡଳୀର […]
ଗୁରୁବାର ଭାରତ ବନ୍ଦ ଡାକରା ଦେଲା ଟ୍ରେଡ଼ ୟୁନିଅନ
ନୂଆଦିଲ୍ଲୀ:କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା କୃଷକ ସଂଗଠନଗୁଡ଼ିକର ଦୃଢ଼ ସମର୍ଥନ ସହିତ ଫେବୃଆରୀ ୧୨ ତାରିଖ ଗୁରୁବାର ଦିନ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି।ଭାରତୀୟ ବାଣିଜ୍ୟ ସଂଘ କେନ୍ଦ୍ର (CITU), ଅଲ ଇଣ୍ଡିଆ ଟ୍ରେଡ […]
ଓଡ଼ିଶା ହେଉଛି ନକ୍ସଲ ମୁକ୍ତ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ‘ନକ୍ସଲ ମୁକ୍ତ ଓଡ଼ିଶା’ ଗଠନ କ୍ଷେତ୍ରରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ । ଏହା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୃଢ ନେତୃତ୍ୱରେ ହୋଇଛି। ସୁରକ୍ଷା ବାହିନୀଙ୍କ ଅଦମ୍ୟ ସାହସିକତା ଏବଂ ମାଓ ନିପାତ […]
ପୁଣି ନିର୍ବାଚନ ଲଢ଼ିବା ନେଇ ସବୁଜ ସଙ୍କେତ ଦେଲେ ସୁର ରାଉତରାୟ
ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ପୁଣି ନିର୍ବାଚନ ଲଢିବେ। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆମ ପାଖରେ ଶକ୍ତି, ସଂଗଠନ ଏବଂ ପଇସା ଅଛି । ଲୋକଙ୍କ ସହ […]
ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ନବୀନଙ୍କ ଚିଠି…
ଭୁବନେଶ୍ୱର: ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଲେଖିଛନ୍ତି ଯେ, କୃଷି ହେଉଛି ଓଡିଶାର ଜୀବନରେଖା। ତଥାପି ପ୍ରଶାସନିକ ଉଦାସୀନତା ଓ ଲୋକଙ୍କୁ ଦେଇଥିବା […]
ଓଡିଶା ବିଦ୍ୟୁତ୍ କର୍ମଚାରୀ କଳାବ୍ୟାଜ୍ ପିନ୍ଧି ଆନ୍ଦୋଳନକୁ ଓହ୍ଲାଇବେ
ଭୁବନେଶ୍ୱର: ଆଜି ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଓଡିଶା ବିଦ୍ୟୁତ୍ କର୍ମଚାରୀମାନେ କଳାବ୍ୟାଜ୍ ପରିଧାନ କରିବେ। ୧୩ ତାରିଖ ଦିନ ଟିପିସିଓଡିଏଲର ୨୦ଟି ଡିଭିଜନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ୧୭ରୁ ଅନିର୍ଦିଷ୍ଟ କାଳ […]
ଡାକ୍ତରୀ ନାମଲେଖା ପାଇଁ ଆବେଦନ ଆରମ୍ଭ
ନୂଆଦିଲ୍ଲୀ : ଏନଟିଏର ବିଜ୍ଞପ୍ତି ଅନୁଯାୟୀ, ମେଡିକାଲ ଶିକ୍ଷାନୁଷ୍ଠାନରେ ସ୍ନାତକ ନାମଲେଖା ପାଇଁ ସାରା ଦେଶରେ ନିଟ୍-ୟୁଜି ୨୦୨୬ ଅନୁଷ୍ଠିତ ହେବ । ଏଥିପାଇଁ ଆବେଦନ ରବିବାରଠୁ ଆରମ୍ଭ ହୋଇଛି । ମାର୍ଚ୍ଚ ୮ […]
ଜଣେ କର୍ମଚାରୀଙ୍କୁ ତାଙ୍କର ପ୍ରାପ୍ୟ ପେନସନ୍ରୁ ବଞ୍ଚିତ କରାଯାଇପାରିବ ନାହିଁ:ହାଇକୋର୍ଟ
କଟକ: ଦୀର୍ଘ ଦଶନ୍ଧି ଧରି ସେବା ଯୋଗାଇବା ପରେ କୌଣସି ବୈଷୟିକ କାରଣ ଦର୍ଶାଇ ଜଣେ କର୍ମଚାରୀଙ୍କୁ ତାଙ୍କର ପ୍ରାପ୍ୟ ପେନସନ୍ରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି କହିଛନ୍ତି ଓଡିଶା ହାଇକୋର୍ଟ l ଜଷ୍ଟିସ […]
