ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମାଳତେନ୍ତୁଳିଆ ଗ୍ରାମର ନିଖୋଜ ଯୁବକ ରାଜଦୀପଙ୍କ ମୃତଦେହ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଘାଟିରୁ ଉଦ୍ଧାର କରାଯାଇଛି। ରାଜଦୀପଙ୍କୁ ଅପହରଣ କରାଯିବା […]
Month: April 2026
ଭୁବନେଶ୍ୱରରେ ଦେଶର ପ୍ରଥମ ଥ୍ରୀଡି ଚିପ୍ ପ୍ୟାକେଜିଂ ୟୁନିଟ୍; ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଇନ୍ଫୋଭ୍ୟାଲିଠାରେ ଦେଶର ପ୍ରଥମ ଅତ୍ୟାଧୁନିକ ଥ୍ରୀଡି ଚିପ୍ ପ୍ୟାକେଜିଂ ୟୁନିଟ୍ର ଶିଳାନ୍ୟାସ ରବିବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ […]
ମହିଳା ସଶକ୍ତିକରଣର ସ୍ୱପ୍ନ ଚୁରମାର ହୋଇଯାଇଛି:ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନ କରି ମହିଳା ସଂରକ୍ଷଣ ବିଲ୍ ଉପରେ ଚର୍ଚ୍ଚା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “ଆଜି ମୁଁ ମୋର ଭଉଣୀ ଏବଂ ଝିଅମାନଙ୍କ ସହ […]
ଫେମିନା ମିସ୍ ଇଣ୍ଡିଆ ହେଲେ ଗୋଆର ସାଧ୍ବୀ ସତୀଶ ସୈଲ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଚାଲିଥିବା ୬୧ ତମ ଫେମିନା ମିସ୍ ଇଣ୍ଡିଆ 2026 ପ୍ରତିଯୋଗିତାର ବିଜୟ ମୁକୁଟ ପିନ୍ଧିଛନ୍ତି ଗୋଆର ସାଧ୍ବୀ ସତୀଶ ସୈଲ । ଗତକାଲି(ଶନିବାର) କିଟ୍ ବିଶ୍ବବିଦ୍ୟାଳୟରେ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ […]
୨୩ରେ ୫୫୧ ଜଣଙ୍କୁ ନିଯୁକ୍ତି ପତ୍ର ମିଳିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ବିଭିନ୍ନ ବିଭାଗରେ ୫୫୧ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯିବ । ଅପରାହ୍ନରେ ଆୟୋଜିତ ନିଯୁକ୍ତ ମେଳା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ନିଯୁକ୍ତି […]
ବୈଷ୍ଣୋ ଦେବୀ ଯାତ୍ରା ରାସ୍ତାରେ ନିଶା କାରବାରେ ଯୁବକ ଗିରଫ
ଶ୍ରୀନଗର: ଜମ୍ମୁର ରିଆସି ପୋଲିସ ମାତା ବୈଷ୍ଣୋ ଦେବୀ ଯାତ୍ରା ରାସ୍ତାରେ ଅଧକୁୱାରୀ ଚେକପଏଣ୍ଟରେ ହେରୋଇନ୍ ଜବତ କରିଛି। ଜମ୍ମୁ କଶ୍ମୀରରେ ନିଶା କାରବାର ଏବଂ ନିଶା ସେବନ ବିରୋଧରେ ଚାଲିଥିବା ଅଭିଯାନର ଏକ […]
ଇନକା ଆୱାର୍ଡ ସମାରୋହରେ ବୋଉ ବୁଟୁ ଭୂତ ଓ ଅନନ୍ତାକୁ ବିଭିନ୍ନ କାଟୋଗୋରୀରେ ମିଳିଲାପୁରସ୍କାର
ମୂମ୍ବାଇ: ଗତ ଗୁରୁବାର ମୁମ୍ବାଇରେ ଆୟୋଜିତ ଇଣ୍ଡିଆନ ନ୍ୟାସନାଲ ସିନେ ଏକାଡେମୀ ଇନକା ଆୱାର୍ଡ ସମାରୋହରେ ବୋଉ ବୁଟୁ ଭୂତ ଓ ଅନନ୍ତାକୁ ବିଭିନ୍ନ କାଟୋଗୋରୀରେ ପୁରସ୍କୃତ କରାଯାଇଛି । ବୋଉ ବୁଟୁ ଭୂତର […]
ପିଲାଙ୍କୁ ନେଇ ଯାଉଥିବାବେଳେ ସ୍କୁଲ ଗାଡି ଓଲଟିଲା
କୋରାପୁଟ: ଗଞ୍ଜାମ ଜିଲ୍ଲା ଚିକିଟିରେ ଏକ ସ୍କୁଲ୍ ଭ୍ୟାନ ଓଲଟିବାରୁ ୫ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ଚିକିଟି ଗଡ଼ ଧାନଘର ଛକ ବିଦ୍ୟୁତ କାର୍ଯ୍ୟାଳୟ ନିକଟ ମୁଖ୍ୟରାସ୍ତାକଡରେ ଥିବା ଏକ ବିଦ୍ୟୁତ […]
ଦୀର୍ଘ ଦିନ ପରେ ହର୍ମୁଜ୍ ପ୍ରଣାଳୀ ସଂପୂର୍ଣ୍ଣ ଖୋଲିଲା ଇରାନ୍
ନୂଆଦିଲ୍ଲୀ: ଦୀର୍ଘ ଦିନର ଅବରୋଧ ପରେ ଇରାନ ଖୋଲିଲା ହର୍ମୁଜ୍ ପଥ l ଇସ୍ରାଏଲ୍-ଲେବାନନ୍ ଅସ୍ତ୍ରବିରତି ପରେଏହି ଘୋଷଣା କରିଛନ୍ତି ଇରାନ୍ର ବୈଦେଶିକ ମନ୍ତ୍ରୀ ଅରାଘଚୀ । ଏବେ ହର୍ମୁଜ୍ରେ ଜାହାଜ ଚଳାଚଳ ହେବ […]
