ବାଲିପାଟଣାରେ ପୁଣି ମାଡ଼ମାରି ଯୁବକଙ୍କୁ ହତ୍ୟା ଅଭିଯୋଗ

ବାଲିପାଟଣା: ବାଲିପାଟଣା ଥାନା ବେଙ୍ଗବତୀ ଗ୍ରାମ ନିକଟ ଅଠାନ୍ତର ଛକରେ ଶୁକ୍ରବାର ଅପରାହ୍ନରେ ଘଟିଛି ଆଉ ଏକ ହତ୍ୟାକାଣ୍ଡ। ସାମାନ୍ୟ ବଚସାରୁ ଲୁହାରଡ଼ରେ ସାଙ୍ଗଙ୍କୁ ପିଟି ହତ୍ୟା କରିଛନ୍ତି ଅଭିଯୁକ୍ତ। ମୃତ ଯୁବକ ହେଲେ […]

ଶୁଭେନ୍ଦୁ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୁଭେଚ୍ଛା

କୋଲକାତା: ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବା ପରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ । ମୁଖ୍ୟମନ୍ତ୍ରୀ ମାଝୀ ନବ ନର୍ବାଚିତ ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଶୁଭେଚ୍ଛା […]

ଓଡ଼ିଶା ଉପକୂଳରେ ‘ତାରା’ର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ଗ୍ଲାଇଡ୍ ୱେପନ୍ ସିଷ୍ଟମ ‘ତାରା’ର ସଫଳ ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ବଡ଼ ସଫଳତା ହାସଲ କରିଛି । […]

ଓଡ଼ିଶାରେ ପେଟ୍ରୋଲ ଡିଜେଲ ସଂକଟ ନେଇ OMCsର ସ୍ପଷ୍ଟୀକରଣ

ଭୁବନେଶ୍ୱର: ମେ’ ମାସ ଆରମ୍ଭରେ ଓଡ଼ିଶା ସୀମାନ୍ତ ଅଞ୍ଚଳର କିଛି ଜିଲ୍ଲାରେ ହଠାତ୍ ପେଟ୍ରୋଲ ଓ ଡିଜେଲ ଚାହିଦା ବଢ଼ିଯାଇଥିଲା। ଏହାର ପ୍ରଭାବରେ କିଛି ପେଟ୍ରୋଲ ପମ୍ପରେ ସ୍ୱଳ୍ପ ସମୟ ପାଇଁ ଇନ୍ଧନ ଅଭାବ […]

୪୮ ଘଣ୍ଟା ମଧ୍ୟରେ ୩୬ଟି ଏନକାଉଣ୍ଟର ୩ ଅପରାଧୀ ନିହତ: ଉତ୍ତରପ୍ରଦେଶ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୋଲିସ ଶୂନ୍ୟ ସହନଶୀଳତା ନୀତି ଆରମ୍ଭ କରିଛି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସକୁ ଅପରାଧ ବିରୋଧରେ ଶୂନ୍ୟ ସହନଶୀଳତା ନୀତି କାର୍ଯ୍ୟକାରୀ […]

ଯୁବକଙ୍କୁ ପିଟି ପିଟି ମାରିଦେବା ଘଟଣା : କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠସ୍ଥ ଓଲଟପୁର ଥାନା ମଉଜପୁର ଗାଁର ସୌମ୍ୟ ରଞ୍ଜନ ସ୍ଵାଇଁଙ୍କୁ ପିଟି ପିଟି ମାରିଦେବା ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଏଥିସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ […]

ଶ୍ରୀ ଜଗନ୍ନାଥଙ୍କ ଜମିର ହେବ ସେଟଲମେଣ୍ଟ,ଗଠନ ହେବ ସ୍ୱତନ୍ତ୍ର କର୍ପସ ଫଣ୍ଡ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାବର ସମ୍ପତ୍ତିର ସୁରକ୍ଷା ଓ ସଦୁପଯୋଗ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ମହାପ୍ରଭୁଙ୍କ ସମସ୍ତ ଜମିକୁ ସରକାର […]

ମନ୍ତ୍ରୀ ଭାବେ ଶପଥ ନେଲେ ନିଶାନ୍ତ କୁମାର ଓ ଅନ୍ୟ ନେତୃବୃନ୍ଦ

ନୂଆଦିଲ୍ଲୀ: ଆଜି ବିହାର କ୍ୟାବିନେଟର ସମ୍ପ୍ରସାରଣ କରାଯାଇଥିବା ବେଳେ ଏଥିରେ ଅନେକ ନୂଆ ଚେହେରାଙ୍କୁ ସାମିଲ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର ମନ୍ତ୍ରୀ […]

ପରୀକ୍ଷା ଭଲ ନହେବାରୁ ଜୀବନ ହାରିଲେ ନିଟ୍ ପରୀକ୍ଷାର୍ଥୀ

ଭୁବନେଶ୍ୱର: ଭଦ୍ରକ ସହରରୁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ୧୯ ବର୍ଷୀୟ ନିଟ୍ (NEET) ପରୀକ୍ଷାର୍ଥୀ ନିଜ ଭଡ଼ାଘରୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ତିହିଡ଼ି […]

ସୋହରାବୁଦ୍ଦୀନ ଏନକାଉଣ୍ଟର ମାମଲା, ନିର୍ଦ୍ଦୋଷରେ ଖଲାସ ହେଲେ ୨୨ ଅଭିଯୁକ୍ତ

ମୁମ୍ବାଇ: ଭାରତରେ ସବୁଠୁ ବଡ ଚର୍ଚ୍ଚିତ ଏନକାଉଣ୍ଟର ମାମଲା ମଧ୍ୟରୁ ସୋହରାବୁଦ୍ଦୀନ ମାମଲା ପୂରା ଦେଶରେ ଚର୍ଚ୍ଚିତ ବିଷୟ ପାଲଟିଥିଲା । ବମ୍ବେ ହାଇକୋର୍ଟ ଗୁଜରାଟର ବହୁ ଚର୍ଚ୍ଚିତ ସୋହରାବୁଦ୍ଦୀନ ଶେଖ ଏନକାଉଣ୍ଟର ମାମଲାରେ […]