ଭୁବନେଶ୍ୱର:ରାଜ୍ୟସଭା ସଦସ୍ୟ ତଥା ତିନି ଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ […]
Month: May 2026
ବ୍ରହ୍ମପୁରରେ ପୁଣି ଏକ ଏନକାଉଣ୍ଟର
ବ୍ରହ୍ମପୁର:ରବିବାର ରାତିରେ ବଡ଼ବଜାର ଥାନା ଅଞ୍ଚଳର ୫ଦିନ ତଳେ ଜାମିନରେ ଆସିଥିବା ମଙ୍ଗଳା ବେହେରାଙ୍କୁ ବିଚ୍ ରାସ୍ତାରେ ଅପରାଧୀ ଗୋଷ୍ଠୀ ଖଣ୍ଡାରେ ଚୋଟ ଉପରେ ଚୋଟ ପକାଇ ହାଣିବାର ଦୃଶ୍ୟ ସୋସିଲ ମିଡିଆରେ ଭାଇରାଲ […]
ଆତଙ୍କବାଦୀଙ୍କ ଗୋପନ ଆଡ୍ଡାକୁ ଧ୍ୱଂସ କଲା ଜମ୍ମୁ-କାଶ୍ମୀର ପୋଲିସ
ଜମ୍ମୁ-କାଶ୍ମୀର:ବାରାମୂଲା ଜିଲ୍ଲା ଚନ୍ଦୋସା ଅଞ୍ଚଳରେ ଆତଙ୍କବାଦୀଙ୍କ ଗୋପନ ଆଡ୍ଡାକୁ ଧ୍ୱଂସ କରିଛି ଜମ୍ମୁ-କାଶ୍ମୀର ପୋଲିସ । ନିଲସର କାଣ୍ଡି କ୍ଷେତ୍ରରେ ହୋଇଥିବା ଏହି ମିଳିତ ଅପରେସନରେ ସୁରକ୍ଷା ବଳ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଓ […]
ଫାଲଟା ବିଧାନସଭା ଆସନରେ ବିଜେପିର ବଡ଼ ବିଜୟ
କୋଲକାତା:ଦୀର୍ଘ ବର୍ଷ ହେବ ଟିଏମସି ଦଖଲରେ ଥିବା ଦକ୍ଷିଣ ୨୪ ପରଗଣା ଜିଲ୍ଲାର ଫାଲଟା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ଐତିହାସିକ ବିଜୟ ହାସଲ କରିଛନ୍ତି । ଦେବାଂଶୁ ଜାହାଙ୍ଗୀର ଖାନଙ୍କୁ […]
ରାଜଧାନୀରେ ଭୟଙ୍କର ଦୁର୍ଘଟଣା ଅଟୋକୁ ୬୦ ମିଟର ଘୋଷାଡ଼ି ନେଲା ଟ୍ରକ୍
ଭୁବନେଶ୍ୱର:କଟକ-ପୁରୀ ବାଇପାସ୍ ରୋଡ୍ର ପାଣ୍ଡରା ଛକ ଦେଖିବାକୁ ମିଳିଛି ନିକଟରେ ଏକ ଭୟଙ୍କର ହିଟ୍ ଆଣ୍ଡ ରନ୍ ଘଟଣା।ସୂଚନା ଅନୁଯାୟୀ ଏକ ଯାତ୍ରୀବାହୀ ଅଟୋ ରାସ୍ତାରେ ଯାଉଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା […]
ପାକିସ୍ତାନର କ୍ୱେଟାରେ ଟ୍ରେନରେ ଭୟଙ୍କର ବିସ୍ଫୋରଣ:୨୩ ମୃତ, ୪୭ରୁ ଅଧିକ ଆହତ
ଇସଲାମାବାଦ: ବାଲୁଚିସ୍ତାନର ରାଜଧାନୀ କ୍ୱେଟା ସହରରେ ଏକ ଚଳନ୍ତା ଯାତ୍ରୀବାହୀ ଟ୍ରେନକୁ ଲକ୍ଷ୍ୟ କରି ରେଳ ଟ୍ରାକ୍ ନିକଟରେ ଶକ୍ତିଶାଳୀ ବୋମା ବିସ୍ଫୋରଣ କରାଯାଇଛି। ଏହି ଭୟାବହ ବ୍ଲାଷ୍ଟରେ ବର୍ତ୍ତମାନ ସୁଦ୍ଧା ଅତିକମରେ ୨୩ […]
ଉତ୍କେଲାରୁ ଭୁବନେଶ୍ୱରକୁ ପ୍ରତିଦିନ ଉଡ଼ିବ ବିମାନ
ଭୁବନେଶ୍ୱର:ଏଣିକି କଳାହାଣ୍ଡି ଜିଲ୍ଲାର ଉତ୍କେଲାରୁ ରାଜଧାନୀ ଭୁବନେଶ୍ୱରକୁ ପ୍ରତିଦିନ ଉଡ଼ିବ ବିମାନ । ମେ’ ୨୫ ତାରିଖରୁ ଏହି ସେବା ଆରମ୍ଭ ହେବାକୁ ଯାଉଛି । ଦିନକୁ ଦୁଇ ଥର ବିମାନ ସେବା ଯୋଗାଇ […]
IPS ସ୍ତରରେ ବଡ଼ ଧରଣର ଅଦଳବଦଳ
ଭୁବନେଶ୍ଵର: ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ପୋଲିସ ପ୍ରଶାସନରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ପ୍ରକାଶିତ ସରକାରୀ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟର ୧୮ ଜଣ ବରିଷ୍ଠ ଆଇପିଏସ (IPS) ଏବଂ ଓପିଏସ (OPS) […]
ହ୍ୱାଇଟ୍ ହାଉସ୍ ବାହାରେ ଗୁଳିକାଣ୍ଡ:ସନ୍ଦିଗ୍ଧ ଆକ୍ରମଣକାରୀ ନିହତ
ୱାସିଂଟନ:ଶନିବାର ସନ୍ଧ୍ୟାରେ ଜଣେ ସଶସ୍ତ୍ର ବନ୍ଧୁକଧାରୀ ଆମେରିକାର ରାଷ୍ଟ୍ରପତି ଭବନ ‘ହ୍ୱାଇଟ୍ ହାଉସ୍’ ବାହାରେ ଗୁଳିମାଡ଼ କରିବା ପରେ ସେଠରେ ପ୍ରବଳ ଆତଙ୍କ ସୃଷ୍ଟି ହୋଇଥିଲା । ଗୁଳିକାଣ୍ଡ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ […]
ଏସ୍ଆଇ ପରୀକ୍ଷା କେଳେଙ୍କାରୀ:ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ
କଟକ:ପୋଲିସ ଏସ୍ଆଇ ପରୀକ୍ଷା ଘୋଟାଲାରେ ମାମଲାରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କ ସମେତ ମୋଟ ୧୭ ଜଣଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଓଡ଼ିଶା ହାଇକୋର୍ଟ ।ସେହିପରି ଅସ୍ତ୍ରୋପଚାର ପାଇଁ […]
