ଭୁବନେଶ୍ୱର: ଭାରତୀୟ ଜୁନିୟର ପୁରୁଷ ଜାତୀୟ ହକି ଦଳର ବେଲଜିୟମ ଗସ୍ତ ପାଇଁ ଓଡ଼ିଶାର ୯ ଜଣ ପ୍ରତିଭାବାନ ଖେଳାଳି ଚୟନ ହୋଇଛନ୍ତି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ […]
Month: July 2026
ଆଦାନୀ ଏଣ୍ଟରପ୍ରାଇଜେସ ସହିତ ପୁଞ୍ଜି ନିବେଶ ପାଇଁ ଚୁକ୍ତି ସ୍ୱାକ୍ଷରିତ
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନର ଚରଣ ମାଝୀଙ୍କ ଉପସ୍ଥିତିରେ ୟୁଏଇର ଆବୁଧାବୀସ୍ଥିତ ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ଼ ଅନ୍ତରାଷ୍ଟ୍ରୀୟ ହୋଲଡିଂ କମ୍ପାନୀ ଓ ରାଜ୍ୟ ଶିଳ୍ପ ବିଭାଗ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଆଦାନୀ […]
ହ୍ୱାଟସ୍ଆପ୍ର ‘ୟୁଜରନେମ୍’ ଫିଚରକୁ ନେଇ ମେଟାକୁ ନୋଟିସ୍ ଜାରି କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ମେଟା ଅଧିକୃତ ହ୍ୱାଟସ୍ଆପ୍ ଏବେ ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି ଯେଉଁଥିରେ ବ୍ୟବହାରକାରୀମାନେ ନିଜର ମୋବାଇଲ୍ ନମ୍ବର ବଦଳରେ ଏକ ନିର୍ଦ୍ଦିଷ୍ଟ ‘ୟୁଜରନେମ୍’ ମାଧ୍ୟମରେ ଅନ୍ୟମାନଙ୍କ ସହ ଯୋଗାଯୋଗ କରିପାରିବେ। ଯାହାଫଳରେ […]
ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା :ଜୟଦେବ ବିହାର-ନନ୍ଦନକାନନ କରିଡର ପାଇଁ ୫୭୯ କୋଟି
ଭୁବନେଶ୍ୱର: ଲୋକସେବା ଭବନରେ ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୮ଟି ବିଭାଗର ମୋଟ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି […]
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ […]
SCBରେ ଜୁନିଅର ଡାକ୍ତରଙ୍କ ବିକ୍ଷୋଭ: OMSA ର ସମର୍ଥନ
କଟକ: ଜାତୀୟ ଡାକ୍ତର ଦିବସରେ କଳା ବ୍ୟାଜ୍ ପିନ୍ଧି ଡାକ୍ତରମାନେ ପ୍ରତିବାଦ କରିଛନ୍ତି । କଟକ SCB ମେଡିକାଲ କଲେଜ ଏବଂ ହସ୍ପିଟାଲ (SCBMCH)ର ଜୁନିଅର ଡାକ୍ତର ସଂଘ (JDA) ଓଡ଼ିଶା ମେଡିକାଲ ସର୍ଭିସେସ୍ […]
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ବିକ୍ରମ ପଣ୍ଡାଙ୍କ ସମେତ ୧୪ ଅଭିଯୁକ୍ତଙ୍କ ଉପରୁ ଉଠିଲା ହତ୍ୟା ଦଫା
ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ବିରୋଧରେ ଥିବା ହତ୍ୟା ଦଫା (ବିଏନ୍ଏସ୍୧୦୩)କୁ ବାଦ୍ ଦେଇଛି ପୋଲିସ । […]
ମନରେଗା ଟଙ୍କା ଆତ୍ମସାତ କରି ୨ ଯନ୍ତ୍ରୀ ଗିରଫ
କନ୍ଧମାଳ: କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର AE, JE, ADO, PEO ମିଳିମିଶି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିଲେ। କୋଟଗଡ଼ ବ୍ଲକ ଧରାକୋଟ ପଞ୍ଚାୟତରେ MGNREGA ରେ ମିଥ୍ୟା ବିଲ କରି ୩୮ […]
ପ୍ରଶାସନିକସ୍ତରରେ ଅଦଳବଦଳ :୩ ବିଭାଗ ଦାୟିତ୍ୱରେ ରହିବେ ଆଇଏଏସ୍ ସୁରେଶ ବଶିଷ୍ଠ
ଭୁବନେଶ୍ୱର: ରାଜ୍ୟ ସରକାର ମଙ୍ଗଳବାର ଦିନ ପ୍ରଶାସନିକସ୍ତରରେ ଅଦଳବଦଳ କରିଛନ୍ତି। ବରିଷ୍ଠ ଆଇଏଏସ୍ ସୁରେଶ ବଶିଷ୍ଟଙ୍କୁ ୩ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରମୁଖ ସଚିବ ଭାବରେ ଦାୟିତ୍ୱ ଦିଆଯାଇଛି l ଏହାସହିତ ବିଭିନ୍ନ ବିଭାଗରେ କାର୍ଯ୍ୟରତ […]
ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା ପରେ ଜଳିଗଲା ବସ୍:୭ ଯାତ୍ରୀ ମୃତ
ରାଜସ୍ଥାନ: ଆଜି ପ୍ରତ୍ୟୁଷରେ ରାଜସ୍ଥାନର ଦୌସା ଜିଲ୍ଲାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା ଘଟିଛି । ବସ୍ ଏବଂ ଏକ ଟ୍ରକ୍ ମଧ୍ୟରେ ଧକ୍କା ହେବା ପରେ ବସ୍ଟି ଜଳିଯାଇଛିl ଯାହାଫଳରେ ୭ଣ ଯାତ୍ରୀଙ୍କ […]
