ପତଞଳି ଯୋଗ କେନ୍ଦ୍ର ପକ୍ଷରୁ ବୃକ୍ଷ ରୋପଣ

କଟକ:ଗାନ୍ଧି ପଲ୍ଲୀ ଯାଚକେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଥିବା ପତଞଳି ଯୋଗ କେନ୍ଦ୍ର ଠାରେ ଯୋଗ ଶିକ୍ଷକ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ବିଭିନ୍ନ ଔଷଧୀୟ ଚାରା ରୋପଣ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସସ୍ମିତା ପ୍ରଧାନ, ଖୁଲଣା ବଳ, ପ୍ରେମଲତା ମହାକୁଡ଼, ଗୀତାଞ୍ଜଳି ଶତପଥୀ, ବନ୍ଦିତା ନନ୍ଦ, ଜୟନ୍ତୀ ମହାନ୍ତି, ନର୍ମଦା ଜେନା, ଝୁନାରାଣୀ ବେହେରା, କୁରେଶ ପାତ୍ର, ସୌରଭ ସାହୁ, ପତିତପାବନ ରାମ ଓ ପ୍ରମୋଦ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପୂର୍ଣ୍ଣ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅଁଳା, ଘିକୁଆଁରୀ ଓ ଗୁଳୁଚି ଆଦି ଚାରା ରୋପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *