ଜଗତସିଂହପୁର: ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ଅଧ୍ୟାପକଙ୍କୁ ଜଗତସିଂହପୁର ଉପ ଜିଲ୍ଲାପାଳ ବହିଷ୍କାର କରିଛନ୍ତି। ଜଗତସିଂହପୁର ଜିଲ୍ଲା ବାଲିକୁଦା କଲେଜରେ ୭ବର୍ଷ ଧରି କମର୍ସ ଅଧ୍ୟାପକ ଭାବେ ସନ୍ତୋଷ କୁମାର ଶତପଥି କାର୍ଯ୍ୟ […]
Author: ତେଜସ୍ୱିନୀ
କୁଚିଣ୍ଡା ତହସିଲଦାର ନିଲମ୍ବିତ
ଭୁବନେଶ୍ୱର: ସମ୍ବଲପୁର କୁଚିଣ୍ଡାର ତହସିଲଦାର ମିତାଲି ମଧୁସ୍ମିତା ଦଳେଇଙ୍କୁ ଜମି ବିବାଦ ମାମଲା ହେରଫେର ଅଭିଯୋଗରେ ନିଲମ୍ବିତ କରାଯାଇଛି । ରାଜେଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ମିତାଲି ତାଙ୍କ […]
ଶ୍ମଶାନକୁ ଆସିଥିବା ଶବ ଜୁଇ ଜଳିବା ଆଗରୁ ଜୀବନ୍ତ ହେଲା
ପୁରୀ: ସ୍ୱର୍ଗଦ୍ୱାରରେ ଦେଖିବାକୁ ମିଳିଛି ଏହିଭଳି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ। ଘଟଣା ଜଣାପଡିବା ପରେ ସବୁଠି ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ଅନୁଯାଇ, ସମ୍ପୃକ୍ତ ବୃଦ୍ଧାଙ୍କ ନାମ ହେଉଛି ପି.ଲକ୍ଷ୍ମୀ ଏବଂ ତାଙ୍କ ବୟସ ୮୫ […]
୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ ଆବେଦନ
ପୁରୀ: ଚଳିତ ବର୍ଷ ପୁରୀରେ ହବିଷ୍ୟାଳୀଙ୍କ ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ ପକ୍ରିୟା। ଆସନ୍ତା ୧୯ତାରିଖ ପୂର୍ବାହ୍ନ ୧୦ ଠାରୁ ଧାର୍ଯ୍ୟ ଲକ୍ଷ ପୂରଣ ହେବା ପର୍ଯ୍ୟନ୍ତ ଅନଲାଇନରେ ନିଜର ନାଁ ପଞ୍ଜିକରଣ କରିବା […]
ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍ ଶୁଭାରମ୍ଭ
ଭୁବନେଶ୍ୱର: କୌଣସି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ସହାୟତାରୁ ବଞ୍ଚିତ ହେବେ ନାହିଁ । ଏହି ଅଭିଯୋଗ ସମାଧାନ ମଡ୍ୟୁଲ ଯୋଜନାର ପାରଦର୍ଶିତା, ଉତ୍ତରଦାୟିତ୍ୱ ଏବଂ ସମୟୋଚିତ ନିଷ୍ପତ୍ତିକୁ ସୁନିଶ୍ଚିତ କରିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ […]
୨୭ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ୨୭ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶିଳ୍ପ ବିକାଶ ପାଇଁ ରାଜ୍ୟ ସରକାରଙ୍କର ଏହା ଏକ ବଡ଼ ଆୟୋଜନ। ଏନେଇ ଓୟୁଏଟିରେ ଆୟୋଜିତ […]
ପୁରୁଣା ଦରକୁ ନ ଲିଭାଇ ନୂଆ MRP ଲେଖିବା ବାଧ୍ୟତାମୂଳକ
ନୂଆଦିଲ୍ଲୀ: ଦୁଇ ଥାକିଆ GST ପ୍ରଚଳନ ପରେ ବ୍ୟବସାୟୀଙ୍କୁ କେନ୍ଦ୍ର ସରକାରଙ୍କ କଡ଼ା ତାଗିଦ୍। ସଂଶୋଧିତ ଦରରେ ଗ୍ରାହକଙ୍କୁ ଯୋଗାଅ ସାମଗ୍ରୀ। ଅତ୍ୟାବଶ୍ୟକଠାରୁ ଆରମ୍ଭ କରି ଇଲେକଟ୍ରୋନିକ୍ ଆଇଟମ ଯାଏ। ସବୁଥିରେ ପୁରୁଣା ଦର […]
ପାକିସ୍ତାନକୁ ୭ ୱିକେଟରେ ହରାଇଲା ଭାରତ
ଦୁବାଇ : ଏସିଆ କପ୍ ୨୦୨୫ର ଗ୍ରୁପ୍ ଏ ମ୍ୟାଚ୍ରେ ଭାରତ ୭ ୱିକେଟରେ ପାକିସ୍ତାନକୁ ପରାଜିତ କରି ଲଗାତାର ଦ୍ୱିତୀୟ ବିଜୟ ହାସିଲ କରିଛି। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ […]
ବୋର୍ଡ଼ସ୍କୁଲ୍ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟକୁ ପ୍ରତିଦାନ
କଟକ:ଅଦ୍ୟ ତା ୧୩.୦୯.୨୫ ରିଖ, ଶନିବାର ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍ ୧୯୮୬ ମାଟ୍ରିକ୍ ବ୍ୟାଡ୍ର ଛାତ୍ରଛାତ୍ରୀମାନେ ଦୀର୍ଘବର୍ଷପରେ ଧାଇଁ ଆସିଥିଲେ ନିଜ ସ୍କୁଲ୍କୁ, ନିଆରା ଢ଼ଙ୍ଗରେ ଦେଇଥିଲେ ପ୍ରତିଦାନ । ଛାତ୍ର ପାର୍ଥପ୍ରତିମ୍ ଓ […]
ବାତ୍ୟା ଆଶଙ୍କାକୁ ନେଇ IMD ମୁଖ୍ୟଙ୍କ ବଡ଼ ସୂଚନା
ଭୁବନେଶ୍ୱର: ଅକ୍ଟୋବରରେ ବାତ୍ୟାକୁ ନେଇ ସଠିକ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏବେଯାଏଁ ବାତ୍ୟାର କୌଣସି ସୂଚନା ମିଳିନଥିବା ସେ କହିଛନ୍ତି । ତାଙ୍କ କହିବା ଅନୁସାରେ, ଅକ୍ଟୋବରରୁ ଡିସେମ୍ବର […]
