ଜାତିଆଣ ହିଂସାରେ ବାଂଲାଦେଶ ପୁଣି ଅଶାନ୍ତ

ନୂଆଦିଲ୍ଲୀ: ପୁଣି ଥରେ ପଡୋଶୀ ଦେଶ ବାଂଲାଦେଶରେ ହିଂସା ଦେଖିବାକୁ ମିଳିଛି । ମୟମନସିଂହ ଜିଲ୍ଲାରେ ଗୁରୁବାର ରାତିରେ ଜଣେ ହିନ୍ଦୁ ଯୁବକଙ୍କୁ ଭିଡ ମଧ୍ୟରେ ପିଟି ପିଟି ହତ୍ୟା କରାଯାଇଛି । ମୃତକ […]

ଓଡ଼ିଶାର ସଙ୍ଗମ କୁମାର ସାହୁ ହେବେ ପାଟଣା ହାଇକୋର୍ଟ ମୁଖ୍ୟବିଚାରପତି

କଟକ: ପାଟଣା ହାଇକୋର୍ଟ ମୁଖ୍ୟବିଚାରପତି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍ ଓଡିଶା ହାଇକୋର୍ଟ ବିଚାରପତି ସଙ୍ଗମ କୁମାର ସାହୁଙ୍କ ନାମ ସୁପାରିଶ କରିଛି । ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଗଠିତ କଲେଜିୟମ୍ ଦେଶର ବିଭିନ୍ନ ହାଇକୋର୍ଟରେ […]

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଅର୍ଡର ଅଫ୍‍ ଓମାନ୍‍’ ସମ୍ମାନରେ ହେଲେ ସମ୍ମାନିତ

ମସ୍କଟ: ମସ୍କଟ ରାଜପ୍ରାସାଦରେ ଆୟୋଜିତ ଏକ ସମାରୋହରେ ଓମାନ୍‍ର ସୁଲତାନ’ ସୁଲତାନ ହାଇଥମ୍‍ ବିନ୍‍ ତାରିକ୍‍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଅର୍ଡର ଅଫ୍‍ ଓମାନ୍‍’ ସମ୍ମାନରେ ସମ୍ମାନିତ କରିଛନ୍ତି। ଭାରତ-ଓମାନ୍‍ ସମ୍ପର୍କ ନେଇ ଦୂରଦୃଷ୍ଟିପୂର୍ଣ୍ଣ […]

ଲୋକସଭାରେ ‘ଭିବି ଜି ରାମ ଜି’ ବିଲ୍ ପାରିତ

ନୂଆଦିଲ୍ଲୀ: ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୁରୁବାର ଲୋକସଭାରେ ପାରିତ ହୋଇଛି ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ) ବା ‘ଭିବି ଜି ରାମ ଜି’ ବିଲ୍ ୨୦୨୫। ଏହା […]

କିସ୍ ଛାତ୍ର ହତ୍ୟା ଘଟଣାରେ ଜେଲ ଗଲେ ୮ ଅଭିଯୁକ୍ତ

ଭୁବନେଶ୍ୱର: କିସ୍ ଛାତ୍ର ଶିବ ମୁଣ୍ଡାଙ୍କ ହତ୍ୟା ମାମଲାରେ ଇନଫୋସିଟି ଥାନା ପୋଲିସ ଗତକାଲି ୮ ଜଣଙ୍କୁ ଗିରଫ କରିଥିଲା । ସେମାନେ ଅତିରିକ୍ତ ସିଇଓ ପ୍ରମୋଦ କୁମାର ପାତ୍ର, ଶିକ୍ଷକ ବିନୟ କୁମାର […]

ଏମ୍‌ସ କୁ ହେବ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର

ଭୁବନେଶ୍ୱର: ଖଣ୍ଡଗିରି ଛକରୁ ଏମ୍‌ସ ଯାଏ ତିଆରି ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର । ସର୍ଭିସ୍ ରୋଡକୁ ଆହୁରି ଚଉଡା କରାଯିବ। ଯେଉଁଠି ଆବଶ୍ୟକ ପଡିବ, ଡ୍ରେନ୍ ଘୁଞ୍ଚିବ ଓ ଜମି ଅଧିଗ୍ରହଣ ବି […]

କେନ୍ଦୁଝର ଅତିଥି ଅଧ୍ୟାପିକାଙ୍କ ପୁରୁଷ ବନ୍ଧୁ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ମାଇନିଂ କଲୋନୀରେ ପୁରୁଷ ବନ୍ଧୁଙ୍କ ଘରୁ ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଥିଲା। ମୃତକ ହେଲେ ବାଲେଶ୍ୱର ଜିଲ୍ଲା ଗୋପାଳପୁର ଥାନା ରେମୁଣା ପଞ୍ଚାୟତ ଅନ୍ତର୍ଗତ ତାଳପଦା […]

‘ସବ୍‍ କା ବୀମା, ସବ୍‍ କୀ ରକ୍ଷା ୨୦୨୫’ ବିଲକୁ ସଂସଦର ଅନୁମୋଦନ

ନୂଆଦିଲ୍ଲୀ: ବୁଧବାର ଦିନ ସଂସଦରେ”ସବକା ବୀମା ସବକୀ ରକ୍ଷା”ବିଲ ୨୦୨୫ ଗୃହୀତ ହୋଇଯାଇଛି। ଏହି ବିଲକୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ବହୁମତରେ ଗୃହୀତ କରାଯାଇଛି। ଦେଶର ବୀମା କ୍ଷେତ୍ରରେ ବିଦେଶରୁ ସିଧା ନିବେଶ […]

ଦିଲ୍ଲୀରେ ଲାଗୁହେଲା ନୋ ପିୟୁସି ନୋ ଫୁଏଲ୍ ନିୟମ

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜିଠୁ ଲାଗୁ ହେଇଛି ନୋ ପିୟୁସି ନୋ ଫୁଏଲ୍ ନିୟମ । କାର କିମ୍ବା ବାଇକରେ ପଲ୍ୟୁସନ […]

ରାଜ୍ୟରେ ଜାନୁଆରୀ ୬ରୁ ପକ୍ଷୀ ଗଣନା ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଏବେ ଶୀତ ଲହରୀ ଜାରି ରହିଥିବା ବେଳେ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ଜାନୁଆରୀ ୬ ତାରିଖରୁ ପକ୍ଷୀ ଗଣନା ଆରମ୍ଭ ହେବ। ଏନେଇ ଜଙ୍ଗଲ […]