ଭୁବନେଶ୍ୱର: ରାଜ୍ୟରେ ଜମି କ୍ରେତା ଓ ବିକ୍ରେତାମାନଙ୍କର ଦୀର୍ଘଦିନର ସମସ୍ୟାକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ପୁରୁଣା ପଞ୍ଜିକୃତ କବଲା କିମ୍ବା ଅନ୍ୟ […]
Author: ତେଜସ୍ୱିନୀ
ବାଲିଯାତ୍ରା ପ୍ରେମୀଙ୍କ ପାଇଁ ଗୋଟିଏ ଦିନ ବଢ଼ିଲା ବାଲିଯାତ୍ରା
କଟକ: ଆଉ ଗୋଟିଏ ଦିନ ବଢିଲା ଐତିହାସିକ ବାଲିଯାତ୍ରା। ଆଜି ୧୨ ତାରିଖ ପରିବର୍ତ୍ତେ ଆସନ୍ତାକାଲି ନଭେମ୍ବର ୧୩ ଗୁରୁବାରରେ ସରିବ ବାଲିଯାତ୍ରା। ସାଧାରଣ ଲୋକଙ୍କ ଆକର୍ଷଣ ଓ ଆଗ୍ରହ ତଥା ବ୍ୟବସାୟୀଙ୍କ କାରବାରକୁ […]
ଡକାୟତି ଉଦ୍ୟମ ବିଫଳ ହେବାରୁ ବୋମାମାଡ଼
ନୟାଗଡ଼: ନୟାଗଡ ଜିଲ୍ଲା ସୋଲପଟା ଗାଁରେ ଡକାୟତି ଉଦ୍ୟମ ବିଫଳ ହେବାରୁ ବୋମାମାଡ଼ ହୋଇଛି । ଏହି ଘଟଣାରେ ୩ ଗ୍ରାମବାସୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେପଟେ ଏହି ଘଟଣାରେ ଜଣଙ୍କୁ […]
ପତଞ୍ଜଳିକୁ ୭୨ ଘଣ୍ଟା ମଧ୍ୟରେ ସମସ୍ତ ପ୍ଲାଟଫର୍ମରୁ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ପତଞ୍ଜଳି ଆୟୁର୍ବେଦକୁ ଅନ୍ୟ ଚ୍ୟବନପ୍ରାଶ ବ୍ରାଣ୍ଡକୁ “ଧୋକା” ବୋଲି ବର୍ଣ୍ଣନା କରୁଥିବା ବିଜ୍ଞାପନ ପ୍ରକାଶନ କିମ୍ବା ପ୍ରସାରଣ କରିବାରୁ ନିଷେଧ କରିଛନ୍ତି। ଏହା ସହିତ ତିନି ଦିନ ମଧ୍ୟରେ ସମସ୍ତ […]
ଡିସେମ୍ବର ୧୭ ରେ ଓଟିଇଟି, ୨୫ ତାରିଖ ପର୍ଯ୍ୟନ୍ତ ହେବ ଫର୍ମ ପୂରଣ
ଭୁବନେଶ୍ୱର: ଓଡିଶା ଟିଚର ଏଲିଜିବିଲିଟି ଟେଷ୍ଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଉଭୟ ଇନ ସର୍ଭିସ ଶିକ୍ଷକ ଓ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ଠାରୁ […]
ଏକଜିଟ ପୋଲ ଆକଳନ NDAକୁ ମିଳିପାରେ ବହୁମତ
ବିହାର : ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ୨୪୩ଆସନ ବିଶିଷ୍ଟ ବିହାର ବିଧାନସଭାରେ ପ୍ରଥମ ପର୍ଯ୍ୟାୟରେ ୧୨୧ କ୍ଷେତ୍ରରେ ମତଦାନ ହୋଇଥିବା ବେଳେ ଅନ୍ତିମ […]
ନୂଆପଡ଼ା ଉପନିର୍ବାଚନ: ସଂନ୍ଧ୍ୟା ୫ଟା ସୁଦ୍ଧା ୭୫.୩୭% ଭୋଟିଂ
ନୂଆପଡା:ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଛି। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୭୫.୩୭% ମତଦାନ ହୋଇଛିlଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।ନୂଆପଡ଼ା ବିଧାନସଭା କ୍ଷେତ୍ରରେ ମୋଟ […]
ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ଅବଦୁର ରେହମାନ ର ଜାମିନ ଖାରଜ
କଟକ: ଉଗ୍ରବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ଅବଦୁର ରେହମାନ ର ଜାମିନ ଖାରଜ କରିଛନ୍ତି ହାଇକୋର୍ଟ । ଆଜି ଓଡ଼ିଶା ଉଚ୍ଚ ନ୍ୟାୟଳୟ ଅବଦୁରର ଜାମିନ ଆବେଦନକୁ ଖାରଜ କରଛନ୍ତି । ପୂର୍ବରୁ ମଧ୍ୟ […]
ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସପି; ପୀତବାସ ପଣ୍ଡା ହତ୍ୟା ମାମଲା
ବ୍ରହ୍ମପୁର: ବ୍ରହ୍ମପୁର ଏସ୍ପି ସର୍ଭଣା ବିବେକ ଏମ୍ ହାଇକୋର୍ଟରେ କ୍ଷମା ମାଗିଲେ । ୭ ତାରିଖରେ ଦେଇଥିବା ଉତ୍ତରରେ ସନ୍ତୁଷ୍ଟ ନ ହୋଇ ଆଜି ସୁଦ୍ଧା ବ୍ୟକ୍ତିଗତ ଭାବେ ହାଜର ହୋଇ ଆଫିଡେଭିଟ ମାଧ୍ୟମରେ […]
ପ୍ରିଜାଇଡିଂ ଅଫିସର୍ ଧନଞ୍ଜୟ ମଲ୍ଲିକ ସସ୍ପେଣ୍ଡ..
ନୂଆପଡା: ନୂଆପଡ଼ା ଉପନିର୍ବାଚନର ୩୬ ନଂ ବୁଥ୍ର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକଙ୍କୁ ସସ୍ପେଣ୍ଡ କରାଯାଇଛି । ତାଙ୍କୁ ମତଦାତାଙ୍କ ଗୋପନୀୟତା ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ନିଲମ୍ବିତ କରାଯାଇଛି । ପରବର୍ତ୍ତୀ ସମୟରେ […]
