ନୂଆଦିଲ୍ଲୀ: ବର୍ତ୍ତମାନ ପ୍ରାୟ ସବୁକିଛି ସହଜ ମାସିକ କିସ୍ତି (ଇଏମ୍ଆଇ)ରେ ଉପଲବ୍ଧ। ଫୋନ୍ ଠାରୁ ଆରମ୍ଭ କରି ବିମାନ ଟିକେଟ୍, କାର୍, ଏପରିକି ଘରୋଇ ଆସବାବପତ୍ର ପର୍ଯ୍ୟନ୍ତ ସବୁକିଛି ଏବେ ମାସିକ କିସ୍ତିରେ କିଣି […]
Author: ତେଜସ୍ୱିନୀ
ଓଡ଼ିଆ ସିନେମା ବୋଉ ବୁଟ୍ଟୁ ଭୁତ ର ରେକର୍ଡ;୧୫ କୋଟି ରୋଜଗାର
ଓଲିଓଡ଼: ଓଲିଉଡ଼ ସୁପରଷ୍ଟାର ବାବୁସାନ୍ ମହାନ୍ତିଙ୍କ ଅଭିନୀତ ‘ବୋଉ ବୁଟ୍ଟୁ ଭୁତ’ ବକ୍ସ ଅଫିସରେ ଚହଳ ସୃଷ୍ଟି କରିଛି । ଏହା ସର୍ବାଧିକ ଆୟକାରୀ ଓଡ଼ିଆ ଚଳଚ୍ଚିତ୍ର ପାଲଟିଛି । ଏହି ହରର୍ କମେଡି […]
ମହିଳାଙ୍କୁ ଦିଆଯିବ ୩୫ ପ୍ରତିଶତ ସଂରକ୍ଷଣ;ନୀତିଶ କୁମାର
ନୂଆଦିଲ୍ଲୀ: ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତଥାପି, ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ମାଷ୍ଟରଷ୍ଟ୍ରୋକ୍ ଖେଳିଛନ୍ତି। […]
ଗୋପାଳ ଖେମକା ହତ୍ୟାକାଣ୍ଡର ଦ୍ୱିତୀୟ ଅଭିଯୁକ୍ତକୁ ଏନକାଉଣ୍ଟର କଲା ପୁଲିସ
ପାଟନା: ବିହାରର ବଡ଼ ଶିଳ୍ପପତି ଗୋପାଳ ଖେମକାଙ୍କ ହତ୍ୟାକାଣ୍ଡର ଦ୍ୱିତୀୟ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ପୋଲିସ ତାଙ୍କୁ ପଚରାଉଚରା କରିବାକୁ ଯାଇଥିଲା କିନ୍ତୁ ସେ ପୋଲିସ ଉପରକୁ ଗୁଳି ଚଳାଇବା ଆରମ୍ଭ […]
‘ଆମେରିକା ପାର୍ଟି’ର କୋଷାଧ୍ୟକ୍ଷ ହେଲେ ବୈଭବ ତନେଜା
ନୂଆଦିଲ୍ଲୀ: ଟେସଲାର ସିଏଫଓ ବୈଭବ ତନେଜାଙ୍କୁ ଏଲୋନ୍ ମସ୍କଙ୍କ ନୂତନ ରାଜନୈତିକ ଦଳ ‘ଆମେରିକା ପାର୍ଟି’ରେ ଏକ ବଡ଼ ଦାୟିତ୍ୱ ମିଳିଛି। ମସ୍କ ବୈଭବ ତନେଜାଙ୍କୁ ଦଳର କୋଷାଧ୍ୟକ୍ଷ ଭାବରେ ବାଛିଛନ୍ତି। ଦି ୱାଲ […]
ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ
ଭୁବନେଶ୍ୱର: ଆଜି ଠାରୁ ଡ୍ରାଇଭର ମହାସଂଘ ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିବ। ୬ ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଇଛି ଡ୍ରାଇଭର ମହାସଂଘ। ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି […]
ପାକ୍ ସେନାର ଏଜେଣ୍ଟ ବୋଲି ସ୍ୱୀକାର କଲେ: ତହବୁର ରାଣା
ଜାତୀୟ ତଦନ୍ତ ସଂସ୍ଥାର ହେପାଜତରେ ପଚରାଉଚରା ସମୟରେ ରାଣା ସ୍ୱୀକାର କରିଛି ଯେ ସେ ପାକିସ୍ତାନୀ ସେନାର ଜଣେ ବିଶ୍ୱସ୍ତ ଏଜେଣ୍ଟ ଥିଲେ, ଯାହାକୁ ଖଲିଜ ଯୁଦ୍ଧ ସମୟରେ ସାଉଦି ଆରବ ମଧ୍ୟ ପଠାଯାଇଥିଲା […]
ଆଜି ମହାପ୍ରଭୁଙ୍କ ଅଧରପଣା ନୀତି, ରଥ ଉପରେ ଭାଙ୍ଗିବ ପଣା ହାଣ୍ଡି
ପୁରୀ: ଆଜି ରଥ ଉପରେ ସଂପନ୍ନ ହେବ ଅଧରପଣା ନୀତି । ଠାକୁରଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ଅର୍ପଣ କରାଯିବ । ପାର୍ଶ୍ଵ ଦେବଦେବୀ ଓ ଚଣ୍ଡୀଚାମୁଣ୍ଡାଙ୍କୁ ଶାନ୍ତି ଅର୍ପଣ ପଣା କରାଯାଏ […]
ମାନବଜାତି ପାଇଁ ବଡ ଚ୍ୟାଲେଞ୍ଜ ହେଉଛି ଆତଙ୍କବାଦ:ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲର ରିଓ ଡି ଜେନେରିଓରେ ଅନୁଷ୍ଠିତ ୧୭ତମ ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲେ। ଏଥିସହିତ ୨୨ ଏପ୍ରିଲରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ […]
