ବରିଷ୍ଠ ନେତା ସଂଗ୍ରାମ କେଶରୀ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ନେତା ତଥା ଅବିଭକ୍ତ କଟକ ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ସଂଗ୍ରାମ କେଶରୀ ମହାନ୍ତିଙ୍କ ନିଜ ପୈତୃକ ଗ୍ରାମ ଜଗତସିଂହପୁରରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା […]

ଏଜବାଷ୍ଟନ ଗ୍ରାଉଣ୍ଡରେ ଇତିହାସ ରଚିଲା ଭାରତ

ବର୍ମିଂହାମରେ ଭାରତ ହାସଲ କଲା ବଡ଼ ବିଜୟ । ଏବେ ୫ ଟିକିଆ ସିରିଜ୍ ବରାବର ହୋଇଛି । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ୨୦୨୫ର ଦ୍ୱିତୀୟ ମ୍ୟାଚ୍ ବର୍ମିଂହାମର ଏଜବାଷ୍ଟନ […]

ପାର୍କିଂ ଫୁଲ୍, ଗାଡି ପାସ୍ ରଦ୍ଦ କଲା ପୁରୀ ପ୍ରଶାସନ

ପୁରୀ: ଆଜି ପୁରୀରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେ ଠାରୁ ପୁରୀରେ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଛି । ସକାଳୁ ସକାଳୁ ମହାପ୍ରଭଙ୍କୁ ଦେଖିବାକୁ ଭିଡ ବଢୁଥିବା ବେଳେ ଏବେ […]

ଏଲନ ମସ୍କ ଗଢ଼ିଲେ ନୂଆ ରାଜନୈତିକ ଦଳ

ଆମେରିକା: ନିଜର ଏକ ସ୍ଵତନ୍ତ୍ର ନୂଆ ରାଜନୈତିକ ଦଳ ନେଇ ନାଁ ଘୋଷଣା କରିଛନ୍ତି ଏଲନ ମସ୍କ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବିବାଦ ଏବଂ ମତଭେଦ ପରେ ନୂଆ ଦଳ […]

ପୁଣି ସରକାର ଦେବେ ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା

ଭୁବନେଶ୍ୱର: ପୁଣି ଥରେ ଆରମ୍ଭ ହେବ ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା ପ୍ରଦାନ। କିନ୍ତୁ ଯେଉଁ ହିତାଧିକାରୀ ଏଥିପାଇଁ ସମ୍ମତି ପ୍ରକାଶ କରିବେ ସେମାନଙ୍କ ପାଇଁ ଏହି ସେବା ଉପଲବ୍ଧ ହେବ। ହିତାଧିକାରୀ ଏକ ଫର୍ମ […]

ଆଜି ନିଷ୍କାସନ ହେବ ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆଜି ସକାଳ ୧୦ଟାରେ ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ। ପ୍ରଥମ ପର୍ଯ୍ୟାୟରେ ୬ରୁ ୮ଟି ଗେଟ୍‌ ଖୋଲାଯିବ। ହୀରାକୁଦ ବନ୍ଧ ନିୟନ୍ତ୍ରଣକକ୍ଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶନିବାର […]

ଧର୍ମାନ୍ତରଣର ବଡ଼ ରାକେଟ ପର୍ଦ୍ଦାଫାଶ, ଜମାଲୁଦ୍ଦିନ ଓରଫ ଛାଙ୍ଗୁର ବାବା ଗିରଫ

ଉତ୍ତରପ୍ରଦେଶ :ବେଆଇନ ଧର୍ମାନ୍ତରଣର ଏକ ବଡ଼ ରାକେଟ ପର୍ଦ୍ଦାଫାଶ କରିଛି ଆତଙ୍କବାଦ ନିରୋଧୀ ସ୍କ୍ଵାଡ୍‌(ଏଟିଏସ)। ଏହି ରାକେଟର ମାଷ୍ଟରମାଇଣ୍ଡ ଜମାଲୁଦ୍ଦିନ ଓରଫ ଛାଙ୍ଗୁର ବାବାଙ୍କୁ ଗିରଫ କରାଯାଇଛି। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ନୀତି […]

ବାଣପୁରର ସ୍ଵପ୍ନେଶ୍ଵର ମହାଦେବ ମନ୍ଦିରକୁ ଏଏସଆଇ ପକ୍ଷରୁ ସଂରକ୍ଷିତ ସ୍ମାରକୀ ଘୋଷଣା

ଭୁବନେଶ୍ୱର: ବାଣପୁର ବ୍ଲକର ନୀଳାଦ୍ରିପ୍ରସାଦ ପଞ୍ଚାୟତର ପୁଞ୍ଜିଆମା ଗ୍ରାମରେ ଥିବା ଷଷ୍ଠ ଶତାବ୍ଦୀର ସ୍ଵପ୍ନେଶ୍ଵର ମହାଦେବ ମନ୍ଦିରକୁ ଏଏସଆଇ ପକ୍ଷରୁ ସଂରକ୍ଷିତ ସ୍ମାରକୀ ଭାବେ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଶୈଳୋଭବଙ୍କ ସାମ୍ରାଜ୍ୟ ଅର୍ଥାତ ଷଷ୍ଠ […]

ଅମରନାଥ ଯାତ୍ରା ସମୟରେ ବଡ଼ ଅଘଟଣ, ୩୬ ଯାତ୍ରୀ ଆହତ

ନୂଆଦିଲ୍ଲୀ: ଅମରନାଥ ଯାତ୍ରା ସମୟରେ ଘଟିଛି ବଡ଼ ଅଘଟଣ । ଏପରି ଅଘଟଣ ଶନିବାର ଦିନ ଦେଖିବାକୁ ମିଳିଛି । ପହଲଗାମ ରୁଟରେ ଶ୍ରଦ୍ଧାଳୁଙ୍କ କାଫିଲେରେ ଯାଉଥିବା ୩ଟି ବସ୍ ପରସ୍ପର ସହିତ ଧକ୍କା ହୋଇଛି […]