ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲକଲେ ରାଜ୍ୟ ସରକାର

ଭୁବନେଶ୍ୱର:ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ମୁକାବିଲା ଓ ପ୍ରସ୍ତୁତି ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜୀବ ଭବନସ୍ଥିତ ଷ୍ଟେଟ୍ ଏମରଜେନ୍ସି ଅପରେସନ ସେଣ୍ଟରର କନଫରେନ୍ସ ହଲରେ ଉଚ୍ଚସ୍ତରୀୟ ପ୍ରସ୍ତୁତି […]

ବିଜେପି ସମର୍ଥକଙ୍କୁ ଘରେ ପଶି ନୃଶଂସ ଭାବେ ହତ୍ୟା

କୋଲକାତା: ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ପୁଣି ଥରେ ରାଜନୈତିକ ହିଂସା ଭୟାନକ ରୂପ ନେଇଛି। ଇଂଲିଶ ବଜାର ଥାନା ଅନ୍ତର୍ଗତ ରାମକେଲି ଅଞ୍ଚଳରେ ୩୫ ବର୍ଷୀୟ ବିଜେପି ସମର୍ଥକ ସମୀର ଘୋଷଙ୍କୁ ଅତ୍ୟନ୍ତ ନୃଶଂସ […]

ଡାଟା ଲିକ୍‌ ଅଭିଯୋଗ ପରେ ଆକ୍ସନ୍‌ରେ SBI

ନୂଆଦିଲ୍ଲୀ:ଏକ ହ୍ୟାକର୍ ଗ୍ରୁପ୍ SBIଗ୍ରାହକଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରିଥିବା ଦାବି କରିଛି। ମିଳିଥିବା ରିପୋର୍ଟ ଅନୁସାରେ, ହ୍ୟାକର୍ ଗ୍ରୁପ୍ ଡାର୍କ ୱେବ୍‌ରେ ପ୍ରାୟ ୩,୭୫,୦୦୦ ଡାଟା ରୋ’ ଏବଂ ୨,୭୨୨ଟି ପିଡିଏଫ୍ (PDF) […]

ଗ୍ରାମାଂଚଳରେ ଦୁର୍ଘଟଣାପ୍ରବଣ ବ୍ଲାକସ୍ପଟ୍ ଚିହ୍ନଟ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର:ସଡ଼କ ଦୁର୍ଘଟଣା ଓ ପଦଚାରୀଙ୍କ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ରାଜ୍ୟ ସରକାର ଏବେ ସମସ୍ତ ପ୍ରକାରର ଗ୍ରାମୀଣ ରାସ୍ତାରେ ଦୁର୍ଘଟଣାପ୍ରବଣ ବ୍ଲାକସ୍ପଷ୍ଟ ଚିହ୍ନଟ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଫିଲ୍ଡସ୍ତରୀୟ […]

ଇଣ୍ଡିଆ କେମ୍ ୨୦୨୬ ବୈଠକ ରେ ଓଡ଼ିଶାରେ ନିବେଶ ପାଇଁ ଦେଶବିଦେଶର ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ

ମୁମ୍ବାଇ: ମୁମ୍ବାଇଠାରେ ଆୟୋଜିତ ‘ଇଣ୍ଡିଆ କେମ୍ ୨୦୨୬’ର ସିଇଓ ଗୋଲଟେବୁଲ ବୈଠକରେ ଓଡ଼ିଶା ସରକାର ରାଜ୍ୟର ରସାୟନ ଏବଂ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଥିବା ବିପୁଳ ନିବେଶ ସୁଯୋଗକୁ ବିଶ୍ୱ ସମୁଖରେ ଉପସ୍ଥାପନ କରିଛନ୍ତି ।ଉଦଘାଟନୀ […]

ଦର୍ଶକଙ୍କ ପାଇଁ ଖୋଲିଲା ‘କଳିଙ୍ଗ ଷ୍ଟୁଡିଓ’

ଭୁବନେଶ୍ୱର: କଳିଙ୍ଗ ଷ୍ଟୁଡିଓ ଲିମିଟେଡ୍ କର୍ତ୍ତୃପକ୍ଷ ରୁ ବିଧିବଦ୍ଧ ଭାବେ ଗତ ୨୦ ତାରିଖ ମଙ୍ଗଳବାରଠାରୁ ଷ୍ଟୁଡିଓ ଦର୍ଶକଙ୍କ ପାଇଁ ଖୋଲାଯାଇଛି ଏହା ସହିତ ଉଭୟ ପରିଦର୍ଶନ ଓ ସୁଟିଂ ପାଇଁ ଅନୁମତି ମିଳିଛି […]

ନାବାଳିକାଙ୍କ ମୃତଦେହ ଉଦ୍ଧାର ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ବାଲେଶ୍ୱର:ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପ ଫାଣ୍ଡି ଅଧୀନ ବର୍ତ୍ତନା ଗ୍ରାମ ପଞ୍ଚାୟତର ଗୋଟିଏ ଜଙ୍ଗଲରୁ ଆଜି ନାବାଳିକାଙ୍କ ମୃତଦେହ ମିଳିବା ପରେ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଆଶଙ୍କା କରିଛନ୍ତି […]

ବଡ଼ଚଣା ଆର ଆଣ୍ଡ ବି ସବ୍-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ

ଯାଜପୁର:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଡ଼ଚଣା ଆର ଆଣ୍ଡ ବି ସବ୍-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ୭ଟି ଭିନ୍ନ ଭିନ୍ନ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି। […]

SIR ବିରୋଧୀ ପ୍ରତିବାଦରେ ଯୋଗଦେବେ ଅର୍ଥମନ୍ତ୍ରୀ ନିର୍ମଳାଙ୍କ ସ୍ୱାମୀ

ନୂଆଦିଲ୍ଲୀ:ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍‌ଆଇଆର ବିରୋଧୀ ଆନ୍ଦୋଳନରେ ସାମିଲ ହେବେ ପ୍ରତିଷ୍ଠିତ ଅର୍ଥନୀତିଜ୍ଞ ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ ପି ପ୍ରଭାକର।ସେ ଏସ୍‌ଆଇଆର ବିରୋଧରେ ଆୟୋଜିତ ଦେଶବ୍ୟାପୀ […]

ବଜାରରେ ଜିଓ ଆଇପିଓର ଧମାକା

ମୁମ୍ବାଇ: ଜିଓ ପ୍ଲାଟଫର୍ମସର ଆଇପିଓ ଭାରତୀୟ ପୁଞ୍ଜି ବଜାର ଇତିହାସରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ୮,୧୧୦ କୋଟି ଟଙ୍କାର ଆଙ୍କର୍ ବୁକ୍ ପାଇଁ ଦେଶ ଓ ବିଶ୍ୱର ପ୍ରମୁଖ ସଂସ୍ଥାଗତ ନିବେଶକଙ୍କଠାରୁ […]