‘ମନ କି ବାତ’ରେ ଦେଶର ବିମାନ ସେବା ଓ ସାମରିକ ଶକ୍ତିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ କି ବାତ’ର ୧୩୫ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରି ଭାରତର ବିମାନ ଚଳାଚଳ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ହାସଲ ହୋଇଥିବା ବଡ଼ ସଫଳତା ବିଷୟରେ ଆଲୋଚନା […]

ଚୌଦ୍ୱାର ଜେଲ୍‌ରୁ ସିସି କ୍ୟାମେରା ଫୁଟେଜ୍‌ ଗାଏବ

କଟକ: ଚୌଦ୍ୱାର ଜେଲ୍ ସିସି କ୍ୟାମେରା ଫୁଟେଜ୍‌, ଦସ୍ତାବିଜ୍ ଗାଏବ୍ । ଫସିଯିବେ ଜେଲ୍ ଡିଜି, ଅଧୀକ୍ଷକ! ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଏତଲାକୁ ନେଇ ପୁଲିସର ଷ୍ଟେସନ୍‌ ଡାଏରି । ଚୌଦ୍ବାର ସର୍କଲ […]

ମହାରାଷ୍ଟ୍ର ‘ଟିଇଟି’ପେପର ଲିକ୍ ଘଟଣା : ସରକାରଙ୍କୁ କଡା ସମାଲୋଚନା କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପେପର ଲିକ୍ କାରଣରୁ ମହାରାଷ୍ଟ୍ରରେ ୨୮ ଜୁନ ରବିବାର ଅନୁଷ୍ଠିତ ହେବାକୁ ଥିବା ଟିଚର ଏଲିଜିବିଲିଟି ଟେଷ୍ଟ (ଟିଇଟି) ୨୦୨୬ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ଏହାକୁ ନେଇ ବିରୋଧୀ ଦଳ ନେତା ରାହୁଲ […]

ମହିଳାମାନଙ୍କୁ ଉଦ୍ୟୋଗ କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ ମହିଳା ଉଦ୍ୟମିତା ପ୍ଲାଟଫର୍ମ (WEP)ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହିଳାମାନଙ୍କୁ ଉଦ୍ୟୋଗ କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଶନିବାର ଦିନ ଆୟୋଜିତ ‘ଉଦ୍ୟମୀ ଓଡ଼ିଶା MSME କାର୍ଯ୍ୟକ୍ରମ’ ତଥା ଅନ୍ତର୍ଜାତୀୟ MSME ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ […]

ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ପରେ ଜୀବନ ବଞ୍ଚାଇ ଫେରିଲେ ୬୨ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ତାମିଲନାଡୁ ଗ୍ୟାସ ଲିକ୍‌ ଅଘଟଣରୁ ଜୀବନ ବଞ୍ଚାଇ ଫେରିଛନ୍ତି ୬୨ ଓଡ଼ିଆ ଶ୍ରମିକ । ରାଜ୍ୟ ସରକାର ଚେନ୍ନାଇରୁ ଟ୍ରେନ୍‌ ଯୋଗେ ୬୨ ଜଣ ଓଡ଼ିଆ ପ୍ରବାସୀ ଶ୍ରମିକଙ୍କୁ ଆଜି ସୁରକ୍ଷିତ ଭାବେ […]

ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି; ଡିଜିଟାଲ୍ ସର୍ଭେଲାନ୍ସ ରହିବ ଶ୍ରୀକ୍ଷେତ୍ର

ପୁରୀ: ଜୁନ୍ ୨୯ରେ ଅନୁଷ୍ଠିତ ହେବାକୁ ଥିବା ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଚଳିତ ବର୍ଷ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପ୍ରାୟ ୩ ରୁ ୪ ଲକ୍ଷ ଭକ୍ତଙ୍କ ସମାଗମ ହେବା […]

ଓଡ଼ିଆ ଝିଅ ଜିତିଲେ ମିସ୍ ୟୁନିଭର୍ସ ଓଡ଼ିଶା ଟାଇଟଲ୍

ମୁମ୍ବାଇ: ଇତିହାସ ରଚିଲେ ୨୨ ବର୍ଷୀୟ ଗଞ୍ଜାମ ଝିଅ ପୁନମ ମହାରଣା । ଓଡ଼ିଆ ଝିଅ ପୁନମ ଜିତିଛନ୍ତି ମିସ୍ ୟୁନିଭର୍ସ ଓଡ଼ିଶା ଟାଇଟଲ୍ । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ […]

ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ହେଲେ ଲାଲଜୀ ଦେଶାଇ

ଭୁବନେଶ୍ୱର: ଏଆଇସିସି ବରିଷ୍ଠ ନେତା ଲାଲଜୀ ଦେଶାଇଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନୂଆ ପ୍ରଭାରୀଭାବେ ନିଯୁକ୍ତ କରିଛି । ଏହା ତତ୍କାଳ ପ୍ରଭାବରୁ କାର୍ଯ୍ୟକାରୀ ହେବ । ଲାଲଜୀ ଦେଶାଇ ବର୍ତ୍ତମାନ ଅଲ୍ ଇଣ୍ଡିଆ […]

୨୦୨୩ ଓ ୨୦୨୪ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ: ପ୍ରଣୟନ ହେବ ନୂତନ ‘ଚଳଚ୍ଚିତ୍ର ନୀତି’

ଭୁବନେଶ୍ବର: ଶୁକ୍ରବାର ଲୋକସେବା ଭବନଠାରେ ୨୦୨୩ ଓ ୨୦୨୪ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି […]

ବହି ତ୍ରୁଟି ପଛରେ ଥିବା ଷଡ଼ଯନ୍ତ୍ରକୁ ନେଇ ମୁଖ୍ୟମନ୍ତ୍ରୀ କରିବେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଓଡ଼ିଆ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀକହିଛନ୍ତି, ତ୍ରୁଟି ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ଲାଗୁଛି। ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ସରକାରକୁ ବଦନାମ କରିବାକୁ ଷଡ଼ଯନ୍ତ୍ର […]