ସରକାରୀ ଫାଇଲ ସ୍ଥାନାନ୍ତର ଉପରେ କଟକଣା ଲଗାଇଲେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ସରକାରୀ ଫାଇଲ ସ୍ଥାନାନ୍ତର ଉପରେ କଟକଣା ଲଗାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ । ଏ ନେଇ ସମସ୍ତ ବିଭାଗ ମୁଖ୍ୟଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ […]

ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିଲେ ମମତା ବାନାର୍ଜୀ :ଦଳୀୟ କର୍ମୀଙ୍କୁ ଶ୍ରେୟ ଦେଲେ ମୋଦି

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି (ବିଜେପି) ଏକ ଐତିହାସିକ ବିଜୟ ହାସଲ କରିଛି। ୨୯୪ ଆସନ ବିଶିଷ୍ଟ ବଙ୍ଗଳା ବିଧାନସଭାରେ ବିଜେପି 206 ଆସନରେ ବିଜୟ ଲାଭ କରିଛି। ୧୫ […]

ବଞ୍ଚିତ ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ଗଲା ଟଙ୍କା

ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ ପୂର୍ବରୁ ବୈଷୟିକ କିମ୍ବା ଅନ୍ୟାନ୍ୟ କାରଣରୁ ଟଙ୍କା ପାଇବାରୁ ବଞ୍ଚିତ ଥିବା ହିତାଧିକାରୀଙ୍କ ପାଇଁ ଅର୍ଥରାଶି ଜାରି କରାଯାଇଛି। ୩ୟ କିସ୍ତିରୁ ବଞ୍ଚିତ ଥିବା ୧ ଲକ୍ଷ ୨୩ ହଜାର […]

ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନବୀକୃତ ସମ୍ମିଳନୀ

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦ୍ଵାରା ଲୋକସେବା ଭବନଠାରେ ନବୀକୃତ ସମ୍ମିଳନୀ କକ୍ଷର ନୂତନ ଭାବେ ଶୁଭାରମ୍ଭ ହୋଇଯାଇଛି l ସମ୍ମିଳନୀ କକ୍ଷକୁ ଶୁଭାରମ୍ଭ କରି ମାନ୍ୟବର […]

ପଶ୍ଚିମବଙ୍ଗରେ ବିଜୟମୁହାଁ ବିଜେପି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ରେ ଭୋଟ ଗଣନା ଜାରି ରହିଛି । ପ୍ରାଥମିକ […]

ରାଜସ୍ଥାନ ରୟାଲ୍ସକୁ କିଣିଲେ ଲକ୍ଷ୍ମୀ ନାରାୟଣ ମିତ୍ତଲ

ମୁମ୍ବାଇ: ପ୍ରସିଦ୍ଧ ଶିଳ୍ପପତି ଲକ୍ଷ୍ମୀ ନାରାୟଣ ମିତ୍ତଲ ଏବେ ରାଜସ୍ଥାନ ରୟାଲ୍ସର ମୁଖ୍ୟ ମାଲିକ ହୋଇଛନ୍ତି। ପ୍ରାୟ ୧୫,୬୦୦ କୋଟି ଟଙ୍କାର ଏହି ବଡ଼ ଡିଲ୍‌ରେ ମିତ୍ତଲ ପରିବାର ଏବଂ ସେରମ ଇନଷ୍ଟିଚ୍ୟୁଟର ମାଲିକ […]

ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଖବର ସଂପୂର୍ଣ୍ଣ ଆଧାରହୀନ ବୋଲି କହିଲେ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ରବିବାର ଏକ ପ୍ରେସ୍ ବିବୃତି ଜାରି କରି ସେ କହିଛନ୍ତି ଯେ, କିଛି ଗଣମାଧ୍ୟମରେ ପ୍ରଚାର ହେଉଥିବା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଖବର ସଂପୂର୍ଣ୍ଣ ‘ଅମୂଳକ […]

ମହାଙ୍ଗା ହେଲା ଓମ୍‌ଫେଡ୍ କ୍ଷୀର, ଲିଟର ପିଛା ୪ ଟଙ୍କା ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଓମ୍‌ଫେଡ୍ କ୍ଷୀର ଦର ବୃଦ୍ଧି ପରେ ଖାଉଟି ଚିନ୍ତାରେ। ମହାଙ୍ଗା ହେଲା ଓମ୍‌ଫେଡ୍ କ୍ଷୀର ଦର। ନିର୍ଦ୍ଧାରିତ ମୂଲ୍ୟ ଠାରୁ ପ୍ରତି ଲିଟର ପିଛା କ୍ଷୀର ଦର ୪ ଟଙ୍କା ବୃଦ୍ଧି […]

ଆଇଇଡି ବିସ୍ଫୋରଣରେ ଚାରି ଡିଆରଜି ଯବାନ ସହିଦ

ଛତିଶଗଡ଼: କାଙ୍କେର ଏବଂ ନାରାୟଣପୁର ଜିଲ୍ଲାର ସୀମାରେ ଡିମାଇନିଂ ଅପରେସନ୍ ସମୟରେ ଏକ ଆଇଇଡି ବିସ୍ଫୋରଣରେ ତିନି ଜଣ ଡିଆରଜି ଯବାନ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଥିଲେ । ଆହତ ସୈନିକଙ୍କୁ […]

ଦେଶର ପ୍ରଥମ ‘ପେପରଲେସ୍’ ନ୍ୟାୟପାଳିକା ରାଜ୍ୟ ହେଲା ସିକ୍କିମ

ସିକ୍କିମ: ନିଜକୁ ଦେଶର ପ୍ରଥମ କାଗଜପତ୍ର ବିହୀନ (ପେପରଲେସ୍) ନ୍ୟାୟପାଳିକାର ଘୋଷଣା କରିଛି ସିକ୍କିମ। ଏହି ଘୋଷଣା ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଗ୍ୟାଙ୍ଗଟକର ଚିନ୍ତନ ଭବନରେ ଅନୁଷ୍ଠିତ ଜାତୀୟ ବୈଷୟିକ […]