ଉତ୍ତରପ୍ରଦେଶ: ବିଜେପି ଯୁବମୋର୍ଚ୍ଚା ନେତାଙ୍କ ପିତାଙ୍କୁ ଏକ ନିର୍ମାଣାଧୀନ ଘରେ ଗଳା କାଟି ହତ୍ୟା କରିଛି। ତାଙ୍କର ଆଖି ମଧ୍ୟ ବାହାର କରି ଦିଆଯାଇଛି। ଅଭିଯୁକ୍ତ ମୃତଦେହକୁ ଘର ଭିତରେ ବନ୍ଦ କରି ଫେରାର […]
Author: ତେଜସ୍ୱିନୀ
ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂସଦରେ ପାରିତ ହୋଇ ନ ପାରିବାକୁ ନେଇ ବିରୋଧୀଙ୍କୁ କଡା ସମାଲୋଚନା କଲେ ଅପରାଜିତା
ସମ୍ବଲପୁର: ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂସଦରେ ପାରିତ ହୋଇ ନ ପାରିବାକୁ ନେଇ ବିରୋଧୀଙ୍କ ଭୂମିକାକୁ କଡା ସମାଲୋଚନା କରିଛନ୍ତି ଅପରାଜିତା ଷଡ଼ଙ୍ଗୀ । ମଙ୍ଗଳ ବାର ସମ୍ବଲପୁର ଗସ୍ତ ସମୟରେ କଂଗ୍ରେସକୁ […]
ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ବାଇକ୍ ଚଳା ଚଳ ଉପରେ ଲାଗିଲା କଟକଣା
ପଶ୍ଚିମବଙ୍ଗ : ଏପ୍ରିଲ ୨୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ରାଜ୍ୟରେ ଦୁଇ ଚକିଆ ଯାନ ଉପରେ କଡ଼ା ନିୟମ ଲାଗୁ କରିଛନ୍ତି ନିର୍ବାଚନ କମିଶନର। ବାଇକ୍ ରାଲିକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଥିବା ବେଳେ, […]
ସ୍କୁଲରେ ପିଲାଙ୍କୁ ବିଛୁଆତି ନିର୍ଯାତନା ଦେବା ଘଟଣାରେ ପ୍ରଧାନଶିକ୍ଷକ ନିଲମ୍ବିତ
ଯାଜପୁର: ପିଲାଙ୍କୁ ଦଣ୍ଡ ଦେଇଥିବା ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯାଜପୁର ସୁକିନ୍ଦା ବ୍ଲକ କାଳିଆପାଣିରେ ପିଲାଙ୍କ ପ୍ୟାଣ୍ଟରେ ବିଛୁଆତି ପୂରାଇବା ଘଟଣାରେ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ ବାସୁଦେବ […]
୨୭ ଏପ୍ରିଲରେ ମୁଖ୍ୟମନ୍ତ୍ରୀଙ୍କ “ଜନଶୁଣାଣୀ” କାର୍ଯ୍ୟକ୍ରମ
ଭୁବନେଶ୍ୱର: ଆସନ୍ତା ୨୭ ଏପ୍ରିଲରେ ଭୁବନେଶ୍ୱରରେ ସକାଳ ୭ଟାରୁ ଦିନ୧୨ଟା ପର୍ଯ୍ୟନ୍ତ ୟୁନିଟ-୨ ଅଶୋକ ନଗରସ୍ଥିତ କ୍ୟାପିଟାଲ ନର୍ସରୀ ନିକଟର ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ […]
ଢେଙ୍କାନାଳରେ ହେବ ଜେଏସ୍ଡବ୍ଲ୍ୟୁ -ପୋସ୍କୋ କାରଖାନା
ଢେଙ୍କାନାଳ: ଜେଏସ୍ଡବ୍ଲ୍ୟୁ ଓ ପୋସ୍କୋର କାରଖାନା ଢେଙ୍କାନାଳରେ ହେବା ପାଇଁ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷିରିତ ହୋଇଛି। ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ କମ୍ପାନି ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଓ ଦକ୍ଷିଣ କୋରିଆର ପୋସ୍କୋ ମଧ୍ୟରେ ଯୌଥ ଉଦ୍ୟୋଗ […]
୧୦ ଲକ୍ଷ ଭୋଟର ବାଦ୍ ପଡିବା ପରେ ବିଜେଡି ର ପ୍ରତିକ୍ରିୟା
ଭୁବନେଶ୍ୱର: ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିରୋଧୀ ଦଳର ଉପନେତା ତଥା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ବିଜୟ ନାୟକ ଭୋଟର ତାଲିକାରୁ […]
ପ୍ରକାଶ ପାଇଲା JEE (ମେନ୍) ସେସନ-୨ ରେଜଲ୍ଟ
ନୂଆଦିଲ୍ଲୀ: ସୋମବାର ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପରୀକ୍ଷା ଫଳ ଜାରି କରିଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଅଫିସିଆଲ୍ JEE ମେନ୍ ୱେବସାଇଟ୍ jeemain.nta.nic.in ଏବଂ nta.ac.inରୁ ଫଳାଫଳ ଜାଣିପାରିବେ। JEE ମେନ୍ ୨୦୨୬ […]
ଉଦଘାଟନ ହେବ ପୂର୍ବରୁ ଆଜି ଲାଗିଗଲା ନିଆଁ
ନୂଆଦିଲ୍ଲୀ: ରାଜସ୍ଥାନରେ ନିର୍ମିତ ରିଫାଇନାରୀ ଏବଂ ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ହୋଇଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟନ ହେବାକୁ ଥିବା ରିଫାଇନାରୀରେ ମାତ୍ର ୨୪ ଘଣ୍ଟା ପୂର୍ବରୁ ଭୀଷଣ ଅଗ୍ନିକାଣ୍ଡ ହୋଇଛି ।ସୂଚନାନୁଯାୟୀ, […]
ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କୁ ଭେଟିଲେ ସସ୍ମିତ ପାତ୍ର
ଭୁବନେଶ୍ୱର: ସିଜିମାଳି ପାଇଁ ଜାତୀୟ ଅନୁସୂଚିତ ଜନଜାତି କମିଶନରଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଆଜି ନୂଆଦିଲ୍ଲୀର ଅଧ୍ୟକ୍ଷ, ଏନସିଏସଟିଙ୍କ ସମ୍ମୁଖରେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଦ୍ୱାରା ଜାତୀୟ […]
