ଭଦ୍ରକ ଏନ୍ଏଚ୍-୧୬ ଅସୁରା ଛକ ନିକଟରେ ସିରିଜ୍ ଦୁର୍ଘଟଣା:ଡ୍ରାଇଭର ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲା ଅସୁରା ଛକ ନିକଟରେ ୪ଟି ଗାଡ଼ି ମଧ୍ୟରେ ସିରିଜ୍ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏକ ଯାତ୍ରୀବାହୀ […]

ନିତା ଅମ୍ବାନୀଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୫

ଭୁବନେଶ୍ୱର: ରିଲାଏନ୍‍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଚେୟାରପର୍ସନ ନିତା ଏମ୍‌. ଅମ୍ବାନୀଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି। ସୋମବାର କିସ୍‍ ଦୂତି ଚାନ୍ଦ ଆଥ୍‍ଲେଟିକ୍‍ ଷ୍ଟାଡିୟମରେ ଅନୁଷ୍ଠିତ ଏକ ଭବ୍ୟ ଉତ୍ସବରେ […]

ଏସସିବି ଅଘଟଣର ତଦନ୍ତ ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କଲେ ମୁଖ୍ୟମନ୍ତ୍ରୀ

କଟକ: କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଯାଇଥିବା ଦୁର୍ଭାଗ୍ୟଜନକ ଅଗ୍ନିକାଣ୍ଡର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୬ ଜଣିଆ […]

କ୍ରସ୍‌ ଭୋଟିଂର ଖେଳରେ ସୋଫିଆ ଫିର୍ଦ୍ଦୋସ, ଦାଶରଥି ଗମାଙ୍ଗ, ରମେଶ ଜେନା

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଚାଲିଥିବା ଭିତରେ ଏବେ ଚର୍ଚ୍ଚାରେ କ୍ରସ ଭୋଟିଂ। ଦଳୀୟ ହ୍ୱିପକୁ ଅବମାନନା କରି ୩ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ସ୍ପଷ୍ଟ କଲେ ଭକ୍ତ ଦାସ । କ୍ରସ […]

ରାଜ୍ୟସଭା ନିର୍ବାଚନ ପାଇଁ ଜାରି ରହିଛି ମତଦାନ

ଭୁବନେଶ୍ୱର: ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ପ୍ରଥମ ଭୋଟ୍ ଦେଇଛନ୍ତି । ଏହା ପରେ ଜଣକ ପରେ […]

SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ: ୧୦ ରୋଗୀଙ୍କ ମୃତ୍ୟୁ

କଟକ: ରବିବାର ବିଳମ୍ବିତ ରାତିରେ ଏସ୍‌ସିବି ମେଡିକାଲ ର ଟ୍ରମା କେୟାର ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଦେଖୁ ଦେଖୁ ନିଆଁ ଚାରିଆଡେ ବ୍ୟାପିଯାଇଥିଲା l ଯାହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର […]

ନମନ ପୁରସ୍କାର ୨୦୨୬ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ନମନ ପୁରସ୍କାର ୨୦୨୬ ଘୋଷଣା କରିଛି ବିସିସିଆଇ । ଚଳିତ ଥର ଶୁଭମନ ଗିଲ୍ ଓ ସ୍ମୃତି ମନ୍ଧାନଙ୍କୁ ବ୍ୟକ୍ତିଗତ ସ୍ତରରେ ପୁରସ୍କୃତ କରାଯାଇଛି। କ୍ରିକେଟରେ ତାଙ୍କର ଚମତ୍କାର ପ୍ରଦର୍ଶନ ଯୋଗୁ ଏହି […]

ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ :୫୦, ୯୬୨ଟି ମାମଲାର ହେଲା ଫଇସଲା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଓ ରାଜସ୍ୱ ଅଦାଲତ ପରିସରରେ ଯଥା ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଚିଲିକା, ଟାଙ୍ଗି, ବେଗୁନିଆ ଓ […]

LPG ପାଇଁ ସରକାରଙ୍କ ସଂଶୋଧିତ ନିର୍ଦ୍ଦେଶ: ହେଲ୍ପଲାଇନ୍ ନମ୍ୱର ଜାରି କଲେ ଗ୍ୟାସ୍‌ କମ୍ପାନୀ

ନୂଆଦିଲ୍ଲୀ: ସରକାରଙ୍କ ସଂଶୋଧିତ ନିର୍ଦ୍ଦେଶ ଅନୁଯାୟୀ, ସରକାରୀ ତୈଳ କମ୍ପାନୀଗୁଡ଼ିକୁ ସ୍ପଷ୍ଟ କରାଯାଇଛି ଯେ, ଯେଉଁମାନଙ୍କ ଘରେ ପୂର୍ବରୁ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ (PNG) ସୁବିଧା ଉପଲବ୍ଧ ଅଛି ସେମାନଙ୍କୁ ନୂଆ LPG […]

ଭୁବନେଶ୍ୱରରେ କର୍ପୋରେଟ୍ ସ୍ତରୀୟ ତ୍ରିପାକ୍ଷିକ ସୁରକ୍ଷା ସମିତି ବୈଠକ ଆୟୋଜିତ

ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ ପକ୍ଷରୁ ଭୁବନେଶ୍ୱରରେ କର୍ପୋରେଟ୍ ସ୍ତରୀୟ ତ୍ରିପାକ୍ଷିକ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିଗମର ବିଭିନ୍ନ ଖଣି କାର୍ଯ୍ୟକଳାପରେ ସୁରକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସମୀକ୍ଷା […]