ମିସ୍ ୱାର୍ଲ୍ଡ- ୨୦୨୬ ମୁକୁଟ ବିଜୟିନୀ ହେଲେ ଜୋହେରୀ ମୋଲା

ନୂଆଦିଲ୍ଲୀ:ଭିଏତନାମ୍‌ରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ ରିପବ୍ଲିକର ସୁନ୍ଦରୀ ଜୋହେରୀ ମୋଲା ଚଳିତ ବର୍ଷର ‘ମିସ୍ ୱାର୍ଲ୍ଡ ୨୦୨୬’ ମୁକୁଟ ନିଜ ନାମରେ କରିଛନ୍ତି l […]

ମହିଳା ଏସିଆ କପ୍‌ ଟି୨୦ ରେ ପାକିସ୍ତାନ କୁ ହରାଇଲା ଭାରତ

ନୂଆଦିଲ୍ଲୀ: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୮.୧ ଓଭରରେ ୫୫ ରନରେ ଅଲଆଉଟ୍‌ ହୋଇଯାଇଥିଲା। […]

ଅନ୍ତର୍ଜାତୀୟ ମହିଳା କ୍ରିକେଟରେ ସର୍ବାଧିକ ରନ କରି ରେକର୍ଡ କଲେ ସ୍ମୃତି ମନ୍ଧାନା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା କ୍ରିକେଟ ରେ ଇତିହାସ ରଚିଛନ୍ତି ଭାରତର ସ୍ମୃତି ମନ୍ଧାନା। ସେ ମିତାଲି ରାଜଙ୍କୁ ପଛରେ ପକାଇ ମହିଳା ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ହାସଲକାରୀ ଖେଳାଳି ହୋଇଯାଇଛନ୍ତି। ପୂର୍ବରୁ ଅନ୍ତର୍ଜାତୀୟ […]

ଇସ୍ରୋ ଟିମ୍‌କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ନାମରେ ଯୋଡ଼ି ହୋଇଛି ଆଉ ଏକ ସୁବର୍ଣ୍ଣ ଫର୍ଦ୍ଦ। ଆଜି ଭୋର ସମୟରେ ଇସ୍ରୋ ନିଜର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ୍ ମହାକାଶ କେନ୍ଦ୍ରରୁ ଦେଶର ପ୍ରଥମ ଜିଓ-ଅର୍ବିଟ୍ […]

ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ନୂଆ ସିଇଓ ନିଯୁକ୍ତ

ନୂଆଦିଲ୍ଲୀ: ଶ୍ରୀରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଏହାର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ମିଳିଛନ୍ତି। ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଥିବା ସୂତ୍ରରୁ ଜଣାପଡ଼ିଛି। ଟ୍ରଷ୍ଟ […]

SCOବୈଠକରେ ହାତ ମିଳାଇଲେ ମୋଦି ଓ ଜିନ୍ ପିଙ୍ଗ :ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ମୋଦୀ

ନୂଆଦିଲ୍ଲୀ: କିର୍ଗିଜସ୍ଥାନର ବିଶକେକରେ ଅନୁଷ୍ଠିତ ୨୬ତମ ଏସସିଓ (ସାଂଘାଇ ସହଯୋଗ ସଂଗଠନ ) ସମ୍ମିଳନୀର ଏକ ଅଧିବେଶନକୁ ଆଜି ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ସମାବେଶରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ […]

ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେଲେ ମେସି

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲରୁ ସବୁଦିନ ପାଇଁ ଅବସର ଗ୍ରହଣ କରିଛନ୍ତି। ବିଶ୍ୱକପ ଫାଇନାଲରେ ସ୍ପେନ ଠାରୁ ମିଳିଥିବା ପରାଜୟ ଏବଂ ନିଜ ପିତାଙ୍କୁ ହରାଇବାର ଗଭୀର […]

ନେପାଳ ବନ୍ୟାରେ ମୃତ୍ୟୁସଂଖ୍ୟା ୯୦୦ ଟପିଲା, ହଜାର ହଜାର ନିଖୋଜ

ନୂଆଦିଲ୍ଲୀ: ନେପାଳ ବନ୍ୟାରେ ମୃତ୍ୟୁସଂଖ୍ୟା ୯୦୦ ଟପିଛି। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିବା ବେଳେ ମୃତ୍ୟୁସଂଖ୍ୟା ୯୦୩କୁ ବୃଦ୍ଧି ପାଇଥିବା ନେପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ଉଦ୍ଧାର କାର୍ଯ୍ୟ […]

FIH ପୁରୁଷ ହକି ବିଶ୍ୱକପ୍ ୨୦୨୬ ଟାଇଟଲ୍ ହାସଲ କଲା ଜର୍ମାନୀ

ନୂଆଦିଲ୍ଲୀ:FIH ପୁରୁଷ ହକି ବିଶ୍ୱକପ୍ ୨୦୨୬ରେ ଜର୍ମାନୀ ସ୍ପେନ୍‌କୁ ୧-୦ ଗୋଲ୍‌ରେ ପରାସ୍ତ କରି ଲଗାତାର ଦ୍ୱିତୀୟଥର ପାଇଁ ବିଶ୍ୱକପ୍ ଟାଇଟଲ୍ ହାସଲ କରିଛି। ବେଲଜିୟମର ୱାଭ୍ରେସ୍ଥିତ ବେଲଫିୟସ୍ ହକି ଆରେନାରେ ଖେଳାଯାଇଥିବା ଫାଇନାଲ୍ […]

ନେପାଳରେ ଅଚାନକ ବନ୍ୟା, ଜନଜୀବନ ଅସ୍ତବ୍ୟସ୍ତ

ନେପାଳ: ନେପାଳର ବିଭିନ୍ନ ଅଞ୍ଚଳରେ ଅଚାନକ ବନ୍ୟା ଆସି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ନଦୀଗୁଡ଼ିକରେ ଜଳସ୍ତର ଅତ୍ୟଧିକ ବୃଦ୍ଧି ପାଇବାରୁ ବନ୍ୟାଜଳ ପାଖାପାଖି ଅଞ୍ଚଳକୁ ମାଡ଼ି ଆସିଥିଲା। ରାତିରେ ହଠାତ୍ ପାଣି ମାଡ଼ିଆସିବାରୁ ଲୋକେ […]