ଏସିଆନ ଗେମ୍ସରେ ପଞ୍ଚମଥର ସ୍ୱର୍ଣ୍ଣ ପଦକ ଜିତିଲା ଭାରତୀୟ ପୁରୁଷ ହକି ଟିମ୍:ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ନୂଆଦିଲ୍ଲୀ: ଜାପାନର ଗିଫୁ ପ୍ରିଫେକଚରାଲ ଗ୍ରୀନ ଷ୍ଟାଡିୟମରେ ଖେଳା ଯାଇଥିବା ଏସୀୟ କ୍ରୀଡ଼ା ୨୦୨୬ ହକି ଫାଇନାଲ୍ ମ୍ୟାଚରେ ଭାରତ ମାଲେସିଆକୁ ୫-୧ ଗୋଲରେ ହରାଇ ସ୍ଵର୍ଣ୍ଣ ପଦକ ଜିତିଛି। ଏସୀୟ କ୍ରୀଡ଼ାରେ ଏହା […]

ହର୍ମୁଜରେ ମିସାଇଲ ଆକ୍ରମଣ, ୫ ଭାରତୀୟ ନାଗରିକ ସୁରକ୍ଷିତ ଉଦ୍ଧାର

ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀରେ ଏକ କୁୱେତ ପତାକାଯୁକ୍ତ ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜାହାଜରେ ଥିବା ୫ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି […]

ଏସିଆନ୍ସ ଗେମ୍ସରେ ସ୍ୱର୍ଣ୍ଣ ବିଜେତା ଭାରତୀୟ ମହିଳା ହକି ଟିମ୍ ପାଇଁ ପୁରସ୍କାର ଘୋଷଣା କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ: ଦୀର୍ଘ ୪୪ ବର୍ଷ ଅପେକ୍ଷାର ପରେ ଭାରତୀୟ ମହିଳା ହକି ଦଳ ଏସିଆନ୍ସ ଗେମ୍ସରେ ଦେଶ ପାଇଁ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛି । ଏହି ସଫଳତା ପାଇଁ ସାରା ଦେଶରୁ ଶୁଭେଚ୍ଛାର […]

ସମୁଦ୍ରରେ ବୁଡ଼ି ୮ ଛାତ୍ରଙ୍କ ମୃତ୍ୟୁ

ମହାରାଷ୍ଟ୍ର: ରାୟଗଡ଼ରେ ସମୁଦ୍ରରେ ଗାଧୋଇବା ବେଳେ ଲହଡ଼ିରେ ଭାସିଯାଇ ୮ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ପୁଣେର ଆଲନ୍ଦିସ୍ଥିତ ‘ୱିନର୍ସ ଏକାଡେମୀର ୧୧ଥ୍ ଆଣ୍ଡ ୧୨ଥ୍’ର ୪୮ ଜଣ ଛାତ୍ର ଛାତ୍ରୀ […]

ପାକିସ୍ତାନକୁ ହରାଇ ଏସୀୟ କ୍ରୀଡ଼ା ହକି ଫାଇନାଲରେ ପହଞ୍ଚିଲା ଭାରତ

ନୂଆଦିଲ୍ଲୀ: ୨୦୨୬ ଏସୀୟ କ୍ରୀଡ଼ା ପୁରୁଷ ହକିର ଅତି ରୋମାଞ୍ଚକର ସେମିଫାଇନାଲ ମ୍ୟାଚ୍‌ରେ ପାକିସ୍ତାନକୁ ୪-୩ ଗୋଲ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତ। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କଡ଼ା ଟକ୍କର ଚାଲିଥିବା […]

ପାଇଲଟ ସ୍ମିତଙ୍କୁ ମିଳିବ ବିଶିଷ୍ଟ ଗୁଜରାଟ ଗରିମା ସମ୍ମାନ:ପ୍ରଧାନମନ୍ତ୍ରୀ, ଟ୍ରମ୍ପଙ୍କ ସମେତ ବହୁ ବିଶ୍ଵନେତାଙ୍କ ପ୍ରଶଂସା

ନୂଆଦିଲ୍ଲୀ : ସାରା ବିଶ୍ୱରେ ଭାରତୀୟ ପାଇଲଟଙ୍କୁ ପ୍ରଶଂସା । ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଇଦୁବାଇ ବିମାନରେ ମଝି ଆକାଶରେ ଘଟିଥିବା ସଂଘର୍ଷ ଏବଂ ଭାରତୀୟ ପାଇଲଟଙ୍କ ଅଦମ୍ୟ ସାହସିକତା ଘଟଣା ଏବେ […]

ବିବାଦ ପରେ ଫର୍ମ-୬ରୁ ହଟିଲା ଅତିରିକ୍ତ ଘୋଷଣାନାମା

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଶେଷ ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନୂଆ ଭୋଟର ପଞ୍ଜୀକରଣ ପାଇଁ ବ୍ୟବହୃତ ଅନଲାଇନ୍‌ ଫର୍ମ-୬ରୁ ଅତିରିକ୍ତ SIR […]

ଦିନିକିଆରେ ଶୁଭମନ୍ ଗିଲଙ୍କ ଦ୍ୱିତୀୟ ଦ୍ୱିଶତକ

ନୂଆଦିଲ୍ଲୀ: ବୁଧବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଶୁଭମନ୍ ଗିଲ୍ ଦ୍ୱିଶତକ ହାସଲ କରିଛନ୍ତି । ଗିଲ୍ ଦିନିକିଆ ଫର୍ମାଟରେ ଦ୍ୱିତୀୟ ଥର ପାଇଁ ୨୦୦ ରନ୍ କରିଛନ୍ତି । ଏହି ସଫଳତା ପରେ […]

ସୁରକ୍ଷାବାହିନୀ ଗୁଳିରେ ଟଳିଲା ଲସ୍କର-ଏ-ତୋଏବା ଟପ୍ କମାଣ୍ଡର ମୁସା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ବଡ଼ଗାମ ଜିଲ୍ଲାରେ ସୁରକ୍ଷାବାହିନୀକୁ ମିଳିଛି ଏକ ବଡ଼ ସଫଳତା। ସେନା, ସିଆର୍‌ପିଏଫ୍ ଏବଂ ଜମ୍ମୁ-କଶ୍ମୀର ପୋଲିସର ମିଳିତ ଆତଙ୍କବାଦୀ ନିରୋଧୀ ଅଭିଯାନରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ‘ଲସ୍କର-ଏ-ତୋଏବା’ର ଶୀର୍ଷ କମାଣ୍ଡର ମୁସା […]

AI ର ନୂତନ ନାମ ହେଲା ‘ସୁପର ଇଣ୍ଟେଲିଜେନ୍ସ’ : ଟ୍ରମ୍ପଙ୍କ ଘୋଷଣା

ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିଛନ୍ତି ଯେ କୃତ୍ରିମ ବୁଦ୍ଧିମତ୍ତା(AI) ଏବେ ‘ସୁପର ଇଣ୍ଟେଲିଜେନ୍ସ’ ଭାବରେ ଜଣାଯିବ। ଟ୍ରମ୍ପ କହିଛନ୍ତି, ‘ଆମେ କୃତ୍ରିମ ବୁଦ୍ଧିମତ୍ତା ନାମ ପରିବର୍ତ୍ତନ କରି ଏକ ଦଲିଲରେ ସ୍ୱାକ୍ଷର […]