ସରୁନି ଯାନ୍ତ୍ରିକ ତ୍ରୁଟି ସମସ୍ୟା, ମଝି ଆକାଶରେ ଏୟାର ଇଣ୍ଡିଆ ବିମାନ..

ନୂଆଦିଲ୍ଲୀ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ। ୨ ଘଣ୍ଟା ଧରି ମଝି ଆକାଶରେ ବୁଲିଲା । ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ ଅଗଷ୍ଟ ୧୦ ତାରିଖରେ ତିରୁବନନ୍ତପୁରମରୁ ଦିଲ୍ଲୀ […]

ପାକ୍ ସମର୍ଥିତ TRFକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ -ଟିଆରଏଫକୁ ଫରେନ୍ ଟେରରିଷ୍ଟ ଅର୍ଗାନାଇଜେସନ୍ ଘୋଷଣା କଲା ଆମେରିକା ବୈଦେଶିକ ବିଭାଗ। ଏହା ସହ ଟିଆରଏଫକୁ ସ୍ପେସିଆଲି ଡେଜିଗନେଟେଡ୍ ଗ୍ଲୋବାଲ ଟେରରିଷ୍ଟ ଘୋଷଣା […]

ସବୁ ବିମାନର ଯାଞ୍ଚ ହେବ ଇନ୍ଧନ ସ୍ଵିଚ୍:ଡିଜିସିଏର ନିର୍ଦ୍ଦେଶ

ଅହମ୍ମଦାବାଦର: ଜୁନ୍ ୧୨ରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ ଏବେ ସିଭିଲ ଏଭିଏସନ୍ ମହାନିର୍ଦ୍ଦେଶାଳୟ (DGCA) ଖୁବ୍ ଶୀଘ୍ର ଏକ ନିର୍ଦ୍ଦେଶ ଜାରି କରିବାକୁ ଯାଉଛି। ଭାରତର […]

ଚୀନ ଉପ ରାଷ୍ଟ୍ରପତିଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ୫ବର୍ଷ ପରେ ଚୀନ୍ ଉପରାଷ୍ଟ୍ରପତି ହାନ୍ ଝେଙ୍ଗଙ୍କୁ ଭେଟିଛନ୍ତି। ସେ ଭାରତ-ଚୀନ୍ ସମ୍ପର୍କକୁ ପୂର୍ବଭଳି ସ୍ୱାଭାବିକ କରିବା ଉପରେ ଗୁରୁତ୍ୱାରୋପ କରିଥିବା ଜଣାଯାଇଛି। ୨୦୨୦ ମସିହାରେ ପୂର୍ବ […]

ଅପରେସନ ସିନ୍ଦୂର ପରେ ବଢିଲା ‘ବ୍ରହ୍ମୋସ’ର ଚାହିଦା…

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ, ଭାରତ ବ୍ରହ୍ମୋସ କ୍ଷେପଣାସ୍ତ୍ର ବ୍ୟବହାର କରି ପାକିସ୍ତାନ ଉପରେ ଆକ୍ରମଣ କରିଥିଲା। ଏହି କ୍ଷେପଣାସ୍ତ୍ରର ସଫଳତା ପରେ, ଏବେ ସମଗ୍ର ବିଶ୍ୱ ଏହାର ଶକ୍ତିକୁ ସ୍ୱୀକାର କରୁଛି। ଏହି କାରଣରୁ […]

ଅହମ୍ମଦାବାଦ ବିମାନ ଦୁର୍ଘଟଣା ମାନବିକ : ବିଶେଷଜ୍ଞଙ୍କ ଦାବୀ

ନୂଆଦିଲ୍ଲୀ: ଅହମ୍ମଦାବାଦ ରେ ଘଟିଥିବା ବିମାନ ଦୁର୍ଘଟଣା ଜାଣିଶୁଣି ମାନବିକ କାର୍ଯ୍ୟାନୁଷ୍ଠାନର ପରିଣାମ ହୋଇଥାଇପାରେ ବୋଲି ଜଣେ ପ୍ରମୁଖ ବିମାନ ଚଳାଚଳ ନିରାପତ୍ତା ବିଶେଷଜ୍ଞ ମତ ଦେଇଛନ୍ତି। ଭାରତର ଅନ୍ୟତମ ଅଗ୍ରଣୀ ବିମାନ ଚଳାଚଳ […]

ଭାରତରେ ଖୋଲିବ ଟେସଲା କମ୍ପାନିର ପ୍ରଥମ ସୋରୁମ୍

ମୁମ୍ବାଇ: ଅନେକ ବିବାଦ ପରେ ଭାରତକୁ ଆସିଲା ଟେସଲା। ଏଲନ ମସ୍କଙ୍କ ନେତୃତ୍ୱାଧୀନ ଆମେରିକୀୟ ବୈଦ୍ୟୁତିକ କାର କମ୍ପାନି ଟେସଲା ଭାରତରେ ପ୍ରବେଶ କରିବାକୁ ଯାଉଛି। ବିଭିନ୍ନ ସମୟରେ ଭାରତୀୟ ରାସ୍ତାରେ ଟେସଲା କାରଗୁଡ଼ିକୁ […]

‘ଆମେରିକା ପାର୍ଟି’ର କୋଷାଧ୍ୟକ୍ଷ ହେଲେ ବୈଭବ ତନେଜା

ନୂଆଦିଲ୍ଲୀ: ଟେସଲାର ସିଏଫଓ ବୈଭବ ତନେଜାଙ୍କୁ ଏଲୋନ୍ ମସ୍କଙ୍କ ନୂତନ ରାଜନୈତିକ ଦଳ ‘ଆମେରିକା ପାର୍ଟି’ରେ ଏକ ବଡ଼ ଦାୟିତ୍ୱ ମିଳିଛି। ମସ୍କ ବୈଭବ ତନେଜାଙ୍କୁ ଦଳର କୋଷାଧ୍ୟକ୍ଷ ଭାବରେ ବାଛିଛନ୍ତି। ଦି ୱାଲ […]

ଏଲନ ମସ୍କ ଗଢ଼ିଲେ ନୂଆ ରାଜନୈତିକ ଦଳ

ଆମେରିକା: ନିଜର ଏକ ସ୍ଵତନ୍ତ୍ର ନୂଆ ରାଜନୈତିକ ଦଳ ନେଇ ନାଁ ଘୋଷଣା କରିଛନ୍ତି ଏଲନ ମସ୍କ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବିବାଦ ଏବଂ ମତଭେଦ ପରେ ନୂଆ ଦଳ […]

ପିଏମ୍ ମୋଦୀଙ୍କୁ ନିଜର ସର୍ବୋଚ୍ଚ ନାଗରିକ ସମ୍ମାନ ଦେଲା ତ୍ରିନିଦାଦ ଓ ଟବାଗୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତ୍ରିନିଦାଦ ଓ ଟବାଗୋର ସର୍ବୋଚ୍ଚ ନାଗିରକ ସମ୍ମାନ ‘ଦ ଅର୍ଡର ଅଫ୍ ଦ ରିପବ୍ଲିକ୍ ଅଫ୍ ତ୍ରିନିଦାଦ ଆଣ୍ଡ ଟବାଗୋ’ରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ ତାଙ୍କୁ […]