ମେଘନାଦ ପାଚେରୀ ଡେଇଁ ଶ୍ରୀମନ୍ଦିରକୁ ପଶିଲେ ୪ ଯୁବକ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ବାହାରେ ଓ ଭିତରେ ଜଗିଥିଲେ ମାଳମାଳ ସୁରକ୍ଷାକର୍ମୀ । ସବୁ ସୁରକ୍ଷାକୁ ଭେଦ କରି ମେଘନାଦ ପାଚେରୀ ଉପରେ ଚଢି ଶ୍ରୀମନ୍ଦିର […]

ଆଜି ମହାପ୍ରଭୁଙ୍କ ଅଧରପଣା ନୀତି, ରଥ ଉପରେ ଭାଙ୍ଗିବ ପଣା ହାଣ୍ଡି

ପୁରୀ: ଆଜି ରଥ ଉପରେ ସଂପନ୍ନ ହେବ ଅଧରପଣା ନୀତି । ଠାକୁରଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ଅର୍ପଣ କରାଯିବ । ପାର୍ଶ୍ଵ ଦେବଦେବୀ ଓ ଚଣ୍ଡୀଚାମୁଣ୍ଡାଙ୍କୁ ଶାନ୍ତି ଅର୍ପଣ ପଣା କରାଯାଏ […]

ପାର୍କିଂ ଫୁଲ୍, ଗାଡି ପାସ୍ ରଦ୍ଦ କଲା ପୁରୀ ପ୍ରଶାସନ

ପୁରୀ: ଆଜି ପୁରୀରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେ ଠାରୁ ପୁରୀରେ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଛି । ସକାଳୁ ସକାଳୁ ମହାପ୍ରଭଙ୍କୁ ଦେଖିବାକୁ ଭିଡ ବଢୁଥିବା ବେଳେ ଏବେ […]

ଧର୍ମାନ୍ତରଣର ବଡ଼ ରାକେଟ ପର୍ଦ୍ଦାଫାଶ, ଜମାଲୁଦ୍ଦିନ ଓରଫ ଛାଙ୍ଗୁର ବାବା ଗିରଫ

ଉତ୍ତରପ୍ରଦେଶ :ବେଆଇନ ଧର୍ମାନ୍ତରଣର ଏକ ବଡ଼ ରାକେଟ ପର୍ଦ୍ଦାଫାଶ କରିଛି ଆତଙ୍କବାଦ ନିରୋଧୀ ସ୍କ୍ଵାଡ୍‌(ଏଟିଏସ)। ଏହି ରାକେଟର ମାଷ୍ଟରମାଇଣ୍ଡ ଜମାଲୁଦ୍ଦିନ ଓରଫ ଛାଙ୍ଗୁର ବାବାଙ୍କୁ ଗିରଫ କରାଯାଇଛି। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ନୀତି […]

ବାଣପୁରର ସ୍ଵପ୍ନେଶ୍ଵର ମହାଦେବ ମନ୍ଦିରକୁ ଏଏସଆଇ ପକ୍ଷରୁ ସଂରକ୍ଷିତ ସ୍ମାରକୀ ଘୋଷଣା

ଭୁବନେଶ୍ୱର: ବାଣପୁର ବ୍ଲକର ନୀଳାଦ୍ରିପ୍ରସାଦ ପଞ୍ଚାୟତର ପୁଞ୍ଜିଆମା ଗ୍ରାମରେ ଥିବା ଷଷ୍ଠ ଶତାବ୍ଦୀର ସ୍ଵପ୍ନେଶ୍ଵର ମହାଦେବ ମନ୍ଦିରକୁ ଏଏସଆଇ ପକ୍ଷରୁ ସଂରକ୍ଷିତ ସ୍ମାରକୀ ଭାବେ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଶୈଳୋଭବଙ୍କ ସାମ୍ରାଜ୍ୟ ଅର୍ଥାତ ଷଷ୍ଠ […]

ଆଜି ବାହୁଡ଼ିବେ ମହାପ୍ରଭୁ, ଶ୍ରୀ କ୍ଷେତ୍ର ଭକ୍ତମୟ

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା। ଶ୍ରୀଜିଉମାନେ ଶ୍ରୀମନ୍ଦିର ଅଭିମୁଖେ ଫେରିଆସିବେ। ଜନ୍ମବେଦୀରୁ ବାହାରି ଧାଡ଼ି ପହଣ୍ଡିରେ ଆସି ଶରଧାବାଲିରେ ପ୍ରସ୍ତୁତ ଥିବା ରଥ ଉପରେ ବିରାଜିବେ। ଏଥି ପାଇଁ ବଡ଼ଦାଣ୍ଡ ପୁଣି ଥରେ […]

ଭାରତୀୟ ବିବାହ ଯୋଗୁଁ ବଢୁଛି ଜଳବାୟୁ ବିଶୃଙ୍ଖଳା

ଭାରତୀୟ ବିବାହ ସାରା ପୃଥିବୀରେ ଏହାର ଆଡ଼ମ୍ବରପୂର୍ଣ୍ଣ ରୀତିନୀତି ଓ ପରମ୍ପରା ଲାଗି ପ୍ରସିଦ୍ଧ। ତେବେ ସଂପ୍ରତି ଜଣାପଡ଼ିଛି ଯେ ଭାରତୀୟ ବିବାହର ଚାକଚକ୍ୟ ଯୋଗୁଁ ଜଳବାୟୁ ଉପରେ ଚାପ ପଡୁଛି। ଭାରତରେ ପ୍ରତିବର୍ଷ […]