ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲା ରଦ୍ଦ ପାଇଁ ଆବେଦନ କଲେ ପ୍ରଭାତ ବିଶ୍ୱାଳଙ୍କ

ଭୁବନେଶ୍ୱର: ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାକୁ ରଦ୍ଦ କରିବା ଲାଗି,ସାନି ଆବେଦନ କରିଛନ୍ତି । ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ସିବିଆଇ କୋର୍ଟରେ ମାମଲାର ଶୁଣାଣି ଏକ […]

ବୁର୍ଲା ଭିସୁଟରେ ରାଗିଂ ଅଭିଯୋଗରେ ୪ ସିନିୟରଙ୍କୁ ଆର୍ଥିକ ଦଣ୍ଡ

ସମ୍ବଲପୁର: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌) ପରିସରରେ ରାଗିଂ ଅଭିଯୋଗ ହୋଇଛି। ଜୋତା ଏବଂ ସାର୍ଟ ପିନ୍ଧିବାକୁ ନେଇ ଦୁଇ ଜଣ ପ୍ରଥମ ବର୍ଷର ଛାତ୍ରଙ୍କୁ ୪ ଜଣ ସିନିୟର […]

କ୍ୟାବିନେଟ ବୈଠକରେ ୮ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୩୯ ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ୮ ଟି […]

ଜନଗଣନା କର୍ମୀଙ୍କ ଉପରେ ଆକ୍ରମଣ ଘଟଣାକୁ ରାଜସ୍ଵ ମନ୍ତ୍ରୀଙ୍କ ନିନ୍ଦା

ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚେତାବନୀ ଦେଇ ସ୍ପଷ୍ଟ କରିଦେଇଛନ୍ତି ଯେ, ଜନଗଣନା କାମରେ ବାଧା ସୃଷ୍ଟି କରୁଥିବା ଓ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ଦୋଷୀମାନଙ୍କୁ ଛଡ଼ାଯିବନାହିଁ। ପାତାଳରେ ଲୁଚିଲେ ବି […]

ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂସଦରେ ପାରିତ ହୋଇ ନ ପାରିବାକୁ ନେଇ ବିରୋଧୀଙ୍କୁ କଡା ସମାଲୋଚନା କଲେ ଅପରାଜିତା

ସମ୍ବଲପୁର: ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂସଦରେ ପାରିତ ହୋଇ ନ ପାରିବାକୁ ନେଇ ବିରୋଧୀଙ୍କ ଭୂମିକାକୁ କଡା ସମାଲୋଚନା କରିଛନ୍ତି ଅପରାଜିତା ଷଡ଼ଙ୍ଗୀ । ମଙ୍ଗଳ ବାର ସମ୍ବଲପୁର ଗସ୍ତ ସମୟରେ କଂଗ୍ରେସକୁ […]

ସ୍କୁଲରେ ପିଲାଙ୍କୁ ବିଛୁଆତି ନିର୍ଯାତନା ଦେବା ଘଟଣାରେ ପ୍ରଧାନଶିକ୍ଷକ ନିଲମ୍ବିତ

ଯାଜପୁର: ପିଲାଙ୍କୁ ଦଣ୍ଡ ଦେଇଥିବା ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯାଜପୁର ସୁକିନ୍ଦା ବ୍ଲକ କାଳିଆପାଣିରେ ପିଲାଙ୍କ ପ୍ୟାଣ୍ଟରେ ବିଛୁଆତି ପୂରାଇବା ଘଟଣାରେ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ ବାସୁଦେବ […]

୨୭ ଏପ୍ରିଲରେ ମୁଖ୍ୟମନ୍ତ୍ରୀଙ୍କ “ଜନଶୁଣାଣୀ” କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତା ୨୭ ଏପ୍ରିଲରେ ଭୁବନେଶ୍ୱରରେ ସକାଳ ୭ଟାରୁ ଦିନ୧୨ଟା ପର୍ଯ୍ୟନ୍ତ ୟୁନିଟ-୨ ଅଶୋକ ନଗରସ୍ଥିତ କ୍ୟାପିଟାଲ ନର୍ସରୀ ନିକଟର ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ […]

ଢେଙ୍କାନାଳରେ ହେବ ଜେଏସ୍‌ଡବ୍ଲ୍ୟୁ -ପୋସ୍କୋ କାରଖାନା

ଢେଙ୍କାନାଳ: ଜେଏସ୍‌ଡବ୍ଲ୍ୟୁ ଓ ପୋସ୍କୋର କାରଖାନା ଢେଙ୍କାନାଳରେ ହେବା ପାଇଁ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷିରିତ ହୋଇଛି। ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ କମ୍ପାନି ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍ ଓ ଦକ୍ଷିଣ କୋରିଆର ପୋସ୍କୋ ମଧ୍ୟରେ ‌ଯୌଥ ଉଦ୍ୟୋଗ […]

ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କୁ ଭେଟିଲେ ସସ୍ମିତ ପାତ୍ର

ଭୁବନେଶ୍ୱର: ସିଜିମାଳି ପାଇଁ ଜାତୀୟ ଅନୁସୂଚିତ ଜନଜାତି କମିଶନରଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଆଜି ନୂଆଦିଲ୍ଲୀର ଅଧ୍ୟକ୍ଷ, ଏନସିଏସଟିଙ୍କ ସମ୍ମୁଖରେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଦ୍ୱାରା ଜାତୀୟ […]

ପୁରୀରେ ଆୟୋଜିତ ହେବ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ

ଭୁବନେଶ୍ୱର : ୨୧ ତାରିଖ ଦିନ ପୁରୀଠାରେ ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ବାଚସ୍ପତିଙ୍କ ଭୂମିକା ସମ୍ପର୍କିତ କମିଟି ସମ୍ମିଳନୀ ଅନୁଷ୍ଠିତ ହେବ । ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଶ୍ରୀ ରାହୁଲ ସୁରେଶ […]