ଆଜି ଲୋୟର PMGରେ ବିଜେଡିର ବିଧାନସଭା ଘେରାଉ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର: ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବିରେ ବିଜେଡିର ବିଶାଳ ସମାବେଶ | ଆଇନ ପ୍ରତ୍ୟାହାର ଦାବିରେ ଦଳ ପକ୍ଷରୁ ଡାକରା ଦିଆଯାଇଥିବା ଏହି ସମାବେଶରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବିଜେଡି ନେତା ଓ କର୍ମୀମାନେ […]

ଘାସ ମରା ବିଷ ଦେଇ ନବବଧୂକୁ ହତ୍ୟା ଅଭିଯୋଗ

ବାଲେଶ୍ୱର: ଘାସ ମରା ବିଷ ଦେଇ ନବ ବିବାହିତାଙ୍କୁ ହତ୍ୟା ଅଭିଯୋଗ । ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଶାସନ ବାଡ ଗାଁରେ । ପୁରୁଣା ବାଲେଶ୍ଵର ଅଞ୍ଚଳର ଅମ୍ବିକା […]

୯ କୋଟିରୁ ଅଧିକ ଟଙ୍କାର ସରକାରୀ ପାଣ୍ଠି ହଡ଼ପ ଅଭିଯୋଗରେ ଭୁବନେଶ୍ୱର R&B ବିଭାଗର ୨ କର୍ମଚାରୀ ଗିରଫ

ଭୁବନେଶ୍ୱର: ଭୁବନେଶ୍ବର R&B ଡିଭିଜନ-୧ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର୍ (SO) ବନଲତା ମହାନ୍ତି ଓ ଜୁନିଅର ଆସିଷ୍ଟାଣ୍ଟ ବିଭୂଦତ୍ତ ନାୟକଙ୍କୁ ଗତକାଲି ଭିଜିଲାନ୍ସ ଗିରଫ କରିଛି । ୯.୨୪ କୋଟି ଟଙ୍କାର […]

କଳିଙ୍ଗ ଷ୍ଟାଡିଅମରେ ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ୍ ୨୦୨୬; ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିଅମଠାରେ ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅବସରରେ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି ଓ ଟାଟା ଷ୍ଟିଲ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ […]

ପନିର ଅପମିଶ୍ରଣ ଘଟଣାରେ ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

କଟକ: ନିଆଳି ପନିର ଅପମିଶ୍ରଣ ଘଟଣାରେ ସରକାରଙ୍କ ବଡ଼ ଆକ୍ସନ । କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କ ବଦଳି ନିର୍ଦ୍ଦେଶ ଦେଲେ ସରକାର । ସେ ନିଆଳି ଅଞ୍ଚଳର ଖାଦ୍ୟ […]

ପରିବହନ ବିଭାଗର କଠୋର ଆଭିମୁଖ୍ୟ:ମୁକୁଳା ଡ୍ରେନ୍‌ରେ ମୃତ୍ୟୁ ହେଲେ ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସହରାଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥାରେ ଅବହେଳା ଯୋଗୁଁ ଘଟୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।ପରିବହନ ବିଭାଗର ଚିଠା ବିଜ୍ଞପ୍ତି ଅନୁଯାୟୀ ତ୍ରୁଟିପୂର୍ଣ୍ଣ ଡିଜାଇନ୍, ଭଙ୍ଗା ସ୍ଲାବ୍ କିମ୍ବା ଖୋଲା […]

ପାରାଦୀପ ବନ୍ଦରକୁ ମିଳିଲା ‘ମେଗା ପୋର୍ଟ’ର ମାନ୍ୟତା

ଭୁବନେଶ୍ୱର: ଭାରତ ସରକାର, ଭାରତୀୟ ବନ୍ଦର ଆଇନ ୨୦୨୫ ଧାରା ୭୩ର ଉପ-ଧାରା(୧) ଅନୁଯାୟୀ ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ପାରାଦୀପ ବନ୍ଦରକୁ ଆନୁଷ୍ଠାନିକ ଭାବରେ “ମେଗା ବନ୍ଦର” ଭାବରେ ମନୋନୀତ କରିଛନ୍ତି । ଏନେଇ […]

୪୦ ହଜାର ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ

ଯାଜପୁର: ଯାଜପୁର ସବ୍‌-କଲେକ୍ଟରଙ୍କ କାର୍ଯ୍ୟାଳୟରେ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରନ୍ତି ପ୍ରସନ୍ନ କୁମାର ସାହାଣୀ । ଜଣେ ବ୍ୟକ୍ତିଙ୍କଠାରୁ ସେ ୪୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। […]

ସେପ୍ଟେମ୍ବର ୩୦ରେ ‘ଓଡ଼ିଶା ବନ୍ଦ’ ଡାକରା ଦେଲା ନବ ନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସ୍କୁଲ୍ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ […]

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଦୁଇ ଜଣ ବରିଷ୍ଠ ଅଧିକାରୀ ଯିଏ କି ଚୌଦ୍ୱାର ମଣ୍ଡଳ କାରାଗାରର ଅଧୀକ୍ଷକ ସୁଜିତ ରାଉଳ ଏବଂ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଅରୁଣ […]