ଭୁବନେଶ୍ୱର: ସମାଜସେବୀ ଅନୁଷ୍ଠାନ ତେଜସ୍ଵିନୀ ଫାଉଣ୍ଡେସନର ତୃତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଓ ସାପ୍ତାହିକ ପତ୍ରିକା ତେଜସ୍ଵିନୀର ଡିଜିଟାଲ ମିଡିଆର ଲୋକାର୍ପଣ ଉତ୍ସବ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନର ସଭାପତି ଯତୀନ୍ଦ୍ର […]
Month: July 2025
ବାର୍ଡ ଫ୍ଲୁ ବ୍ୟାପିଥିବା ଅଞ୍ଚଳ ର ସମୀକ୍ଷା କଲେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ
ପୁରୀ: ଡେଲାଙ୍ଗ ବ୍ଲକର ବଡ଼ ଆଙ୍କୁଲା ଗାଁରେ କୁକୁଡ଼ାମାନଙ୍କୁ ବାର୍ଡ ଫ୍ଲୁ ରୋଗ ଲାଗିଥିବା ଜାତୀୟ ଉଚ୍ଚ ସୁରକ୍ଷା ପ୍ରାଣୀରୋଗ ପ୍ରତିଷ୍ଠାନ, ଭୋପାଳ ଜୁଲାଇ ୧୧ ତାରିଖ ଦିନ ନିଶ୍ଚିତ କରିଛି । ଖବର […]
ସବୁ ନିର୍ବାଚନମଣ୍ଡଳୀ ରେ ଗାଁରୁ ବଜାରକୁ ହେବ ସଡ଼କ
ଭୁବନେଶ୍ୱର: ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ସଡ଼କ ନିର୍ମାଣ କରିବେ। ଏଥିନେଇ ଜାରି ହୋଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସଂକଳ୍ପ । ୧୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଗାଁରୁ […]
ପୂର୍ବତନ ଭାଜପା ବିଧାୟକ କୋଟା ଶ୍ରୀନିବାସ ରାଓଙ୍କ ପରଲୋକ
ହାଇଦ୍ରାବାଦ: ପୂର୍ବତନ ଭାଜପା ବିଧାୟକ ତଥା ତେଲୁଗୁ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଛି। ଆଜି ସକାଳେ ହାଇଦ୍ରାବାଦର ଫିଲ୍ମନଗର ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ […]
ରାଜ୍ୟସଭା ପାଇଁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ରାଜ୍ୟସଭା ପାଇଁ ୪ ଜଣଙ୍କୁ ମନୋନିତ କରିଛନ୍ତି ରାଷ୍ଟ୍ରପତି । ହାଇ-ପ୍ରୋଫାଇଲ ଆପରାଧିକ ମାମଲା ପରିଚାଳନା ପାଇଁ ଜଣାଶୁଣା ସରକାରୀ ଓକିଲ ଉଜ୍ଜ୍ୱଲ ଦେଓରାଓ ନିକମ, କେରଳର ଜଣେ ବରିଷ୍ଠ ସାମାଜିକ କର୍ମୀ […]
ପ୍ରଥମ ଥରପାଇଁ ରେଳ ସୁରକ୍ଷା ବଳ (RPF) ସମ୍ଭାଳିବେ ଜଣେ ମହିଳା ମହାନିର୍ଦ୍ଦେଶକ
ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଜଣେ ମହିଳା ଅଧିକାରୀଙ୍କୁ RPF ର ସର୍ବୋଚ୍ଚ ପଦବୀ ଦିଆଯାଇଛି। ମଧ୍ୟପ୍ରଦେଶ କ୍ୟାଡରର ୧୯୯୩ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ସୋନାଲି ମିଶ୍ରାଙ୍କୁ ରେଳ ସୁରକ୍ଷା ବଳର ମହାନିର୍ଦ୍ଦେଶକ […]
ଅହମ୍ମଦାବାଦ ବିମାନ ଦୁର୍ଘଟଣା ମାନବିକ : ବିଶେଷଜ୍ଞଙ୍କ ଦାବୀ
ନୂଆଦିଲ୍ଲୀ: ଅହମ୍ମଦାବାଦ ରେ ଘଟିଥିବା ବିମାନ ଦୁର୍ଘଟଣା ଜାଣିଶୁଣି ମାନବିକ କାର୍ଯ୍ୟାନୁଷ୍ଠାନର ପରିଣାମ ହୋଇଥାଇପାରେ ବୋଲି ଜଣେ ପ୍ରମୁଖ ବିମାନ ଚଳାଚଳ ନିରାପତ୍ତା ବିଶେଷଜ୍ଞ ମତ ଦେଇଛନ୍ତି। ଭାରତର ଅନ୍ୟତମ ଅଗ୍ରଣୀ ବିମାନ ଚଳାଚଳ […]
୩ ନକଲି ମାଓବାଦୀ ଗିରଫ
ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦୋରାଗୁଡ଼ା ପୋଲିସ ୩ ନକଲି ମାଓବାଦୀଙ୍କୁ ଗିରଫ କରିଛି। ଗିରଫ ମଧ୍ୟରେ ଦୁଇଜଣ ଯୁବକ କୁପାଖାଲ ଗ୍ରାମର ବିନୋଦ ବାଗ ଓ ମାଳିଗୁଡ଼ା ଗ୍ରାମର ନରେଶ […]
୨୪ ଘଣ୍ଟା ଭିତରେ ୪୫ ମାଓବାଦୀ କଲେଣି ଆତ୍ମସମର୍ପଣ
ରାଇପୁର: ପୁଣି ମାଓ ସଙ୍ଗଠନକୁ ଲାଗିଛି ଶକ୍ତ ଧକ୍କା । ବନ୍ଧୁକ ଛାଡି ଆତ୍ମସମର୍ପଣ କଲେ ୨୩ ହାର୍ଡକୋର ମାଓବାଦୀ। ଛତିଶଗଡ ସୁକୁମା ପୁଲିସ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ । ସୁକୁମା ଜିଲ୍ଲାପାଳ […]
‘ଏକ ରାଷ୍ଟ୍ର, ଏକ ନିର୍ବାଚନ’: ତ୍ରୁଟି ଦର୍ଶାଇଲେ ପୂର୍ବତନ ମୁଖ୍ୟ ବିଚାରପତି
ନୂଆଦିଲ୍ଲୀ: କେନ୍ଦ୍ର ସରକାର ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ସ୍ୱପ୍ନ ପାଇଁ ପ୍ରସ୍ତୁତ ହୋଉଥିବା ବେଳେ ଏହାକୁ ଦେଶର ଅନେକ ପୂର୍ବତନ ମୁଖ୍ୟ ବିଚାରପତି ଏହି ବ୍ୟବସ୍ଥାକୁ ସାମ୍ବିଧାନିକ ଭାବେ ବୈଧ ବୋଲି ବିବେଚନା […]
