ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା । ଗୋଟିଏ ଗ୍ରାଉଣ୍ଡରେ ଏକାଠି ହେବେ ୧୭ଟି ଦେଶର ୧୬୦ ପୁରୁଷ ଓ ମହିଳା ଆଥଲେଟ୍ । ଅଲିମ୍ପିଆନ ଶ୍ରାବଣୀ […]
Month: August 2025
୩୩୪ଟି ଦଳର ପଞ୍ଜିକରଣ କୁ ରଦ୍ଧ କଲେ ନିର୍ବାଚନ କମିସନ
ଭୁବନେଶ୍ୱର: ନିର୍ବାଚନ କମିଶନ ଶନିବାର ଏକ ବଡ଼ ପଦକ୍ଷେପ ନେଇ ୩୩୪ଟି ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଅର୍ଥାତ୍ RUPPର ପଞ୍ଜିକରଣ ବାତିଲ କରିଛନ୍ତି। ଏହି ଦଳଗୁଡ଼ିକ ୨୦୧୯ ପରଠାରୁ ଗୋଟିଏ ବି ନିର୍ବାଚନ ଲଢ଼ି […]
ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧର ମୁକାବିଲା ପାଇଁ ‘ବ୍ରିକ୍ସ’ ଦେଶ ହେଲେ ଏକାଠି
ନୂଆଦିଲ୍ଲୀ: ବିଭିନ୍ନ ଦେଶ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ୍ ଲଗାଇଥିବା ବେଳେ ବେଶି କ୍ଷତିଗ୍ରସ୍ତ ହେଉଛନ୍ତି ବ୍ରିକ୍ସ ଦେଶ ସମୂହ । ବ୍ରିକ୍ସ ଦେଶଗୁଡ଼ିକୁ ଟ୍ରମ୍ପ ଆମେରିକା ବିରୋଧୀ ବୋଲି କହି […]
ଅପେରସନ”ଗରୁଡ଼” ଅଭିଯାନ ସଫଳ
ଭୁବନେଶ୍ୱର:ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ଅଗଷ୍ଟ ୧ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ ନେତୃତ୍ୱରେ ଅପେରସନ”ଗରୁଡ଼” ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ […]
ଘରୋଇ ହସ୍ପିଟାଲରେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
ଭୁବନେଶ୍ୱର: ରାଜଧାନୀସ୍ଥିତ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଗତକାଲିର ଏହି ଘଟଣା ହସ୍ପିଟାଲ ପରିସରରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି। ମୃତକଙ୍କ ନାମ ସୋନାଲୀ ରାଉତ, […]
ଜୟପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ହାତରେ ବାନ୍ଧିଲେ ରାକ୍ଷୀ
ଜୟପୁର: ଅରବିନ୍ଦ ନଗରରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡ଼ା, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, […]
ଓଡ଼ିଶା ବିଧାନସଭାର ନୂତନ ୱେବ୍ସାଇଟ୍ ଉନ୍ମୋଚିତ
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ନୂତନ ୱେବ୍ସାଇଟ୍ ଉନ୍ମୋଚିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ଏହି ୱେବ୍ସାଇଟ୍କୁ […]
ଆୟକର ବିଲ୍ ୨୦୨୫ ପ୍ରତ୍ୟାହୃତ
ନୂଆଦିଲ୍ଲୀ: ଆୟକର ବିଲ୍-୨୦୨୫କୁ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର। ଫେବ୍ରୁଆରୀ ୧୩ରେ ଆଗତ ଆୟକର ବିଲ୍ ପ୍ରତ୍ୟାହୃତ ହୋଇଛି। ତର୍ଜମା ପାଇଁ ସିଲେକ୍ଟ କମିଟି ନିକଟକୁ ପଠାଯାଇଥିଲା ବିଲ୍। ସିଲେକ୍ଟ କମିଟିର ସୁପାରିସ୍ ଆଧାରରେ […]
କପିଲଙ୍କ କାଫେ ଉପରେ ଆକ୍ରମଣ ତାପରେ ପୁଣି ମିଳିଲା ଲରେନ୍ସର ଧମକ
ମୁମ୍ବାଇ: କାନାଡାର ସରେରେ ଥିବା କପିଲ ଶର୍ମାଙ୍କ କାପ୍ସ କାଫେ ଉପରେ ଗୁରୁବାର ପୁଣି ଥରେ ଗୁଳି ଚାଳନା ହୋଇଥିଲା। ଗୋଟିଏ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ କପିଲ ଶର୍ମାଙ୍କ କାପ୍ସ କାଫେରେ […]
ଦିଲ୍ଲୀ ବିମାନବନ୍ଦରକୁ ସୁରକ୍ଷା ସତର୍କତା
ନୂଆଦିଲ୍ଲୀ: ସ୍ଵାଧୀନତା ଦିବସ ପୂର୍ବରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦର ସମେତ ଦେଶର ସମସ୍ତ ବିମାନବନ୍ଦରକୁ ଉଚ୍ଚ ସ୍ତରୀୟ ସୁରକ୍ଷା ସତର୍କତାରେ ରଖାଯାଇଛି। ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି (BCAS) ର […]
