ଭୁବନେଶ୍ୱର:-ଓସ୍କାର ଦୌଡ଼ରେ ସାମିଲ ହୋଇଛି ଅକ୍ଷୟ ପରିଜାଙ୍କ ‘ପାପା ବୁକା’ । ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ‘ପାପା ବୁକା’ ଜରିଆରେ ଓଡ଼ିଶାକୁ ବିଶ୍ୱ ଦରବାରରେ ପରିଚିତ କରାଇଛନ୍ତି, ପାପୁଆ ନ୍ୟୁ ଗିନି ସହ […]
Month: August 2025
ପିନାକୀ ମିଶ୍ରଙ୍କ ନାମ ରେ ଅଭିଯୋଗ,ତଦନ୍ତ ଆରମ୍ଭ କଲା ଗୃହ ମନ୍ତ୍ରଣାଳୟ ଓ ଇଡି
ପିନାକୀ ମିଶ୍ରଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଅର୍ଥ ହେରଫେର, ସଂସଦରେ ଦେଶ ସୁରକ୍ଷା ଓ ରୁଷ ବିରୋଧୀ ପ୍ରଶ୍ନ ପଚାରିବା ଭଳି ଅଭିଯୋଗ ଆସିଛି । ଆର୍ଥିକ ହେରଫେର, ମନି ଲଣ୍ଡରିଂ ଭଳି […]
କଟକ ରେଳ ଷ୍ଟେସନରେ ଅଘଟଣ, ଭୁଶୁଡ଼ିଲା ପ୍ଲାଟଫର୍ମର ଛାତ
କଟକ ରେଳ ଷ୍ଟେସନରେ ଅଘଟଣ। ଭୁଶୁଡ଼ିଲା ପ୍ଲାଟଫର୍ମର ଛାତ। ନବୀକରଣ କାମ ଚାଲୁଥିବା ବେଳେ ଭୁଶୁଡ଼ି ପଡ଼ିଲା ଛାତ। ପ୍ଲାଟଫର୍ମ-୧ ଓ ୨ ରେ ଭୁଶୁଡ଼ିଲା ନିର୍ମାଣାଧୀନ ଛାତ। ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ […]
ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଆସିଷ୍ଟାଣ୍ଟ କମିସନର
ଭୁବନେଶ୍ୱର: ରାଜ୍ୟ ଟିକସ ବିଭାଗର ସହକାରୀ କମିସନର ସରିତା ବାରିକ ୨୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭୁବନେଶ୍ୱର-IV ସର୍କଲରେ କାର୍ଯ୍ୟରତ ସରିତା ଜଣେ ବେକେରି ମାଲିକଙ୍କଠାରୁ ୨୦୨୦-୨୧ […]
ବଦଳିଲେ ୯ ବରିଷ୍ଠ ଓଏଏସ ଅଧିକାରୀ
ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା ର ନଅ ଜଣ ବରିଷ୍ଠ ଅଧିକାରୀଙ୍କୁ ମଙ୍ଗଳବାର ଦିନ ବଦଳି କରାଯାଇଛି। ସେମାନଙ୍କୁ ନୂତନ ନିଯୁକ୍ତି ଦିଆଯିବା ନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ତରଫରୁ […]
ପ୍ରବଳ ବର୍ଷା ଯୋଗୁ ବୈଷ୍ଣୋ ଦେବୀ ରାସ୍ତା ରେ ଭୂସ୍ଖଳନ: ୫ ମୃତ
ଜମ୍ମୁ: ଭୂସ୍ଖଳନ ଯୋଗୁ ଜମ୍ମୁ-କଶ୍ମୀରର ରୈସି ଜିଲ୍ଲାରୁ ଆରମ୍ଭ ହେଉଥିବା ବୈଷ୍ଣୋ ଦେବୀ ଯାତ୍ରାକୁ ଅସ୍ଥାୟୀ ରୂପେ ବନ୍ଦ କରି ଦିଆଯାଇଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଇନ୍ଦରପ୍ରସ୍ଥ ଭୋଜନାଳୟ ନିକଟରେ ମଙ୍ଗଳ ବାର […]
ଦିଲ୍ଲୀରେ ହସ୍ପିଟାଲ ନିର୍ମାଣ ଦୁର୍ନୀତି: ପୂର୍ବ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କ ଘରେ ପଶିଲା ଇଡି
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ନେତା ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କ ୧୩ଟି ସ୍ଥାନରେ ଇଡି ଚଢ଼ାଉ କରିଛି । ଆପ୍ ସରକାରଙ୍କ ସମୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସହ ଜଡ଼ିତ ପ୍ରକଳ୍ପରେ ବଡ଼ ଧରଣର […]
ସରକାରୀ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ
ସୁନ୍ଦରଗଡ଼: ସରକାରୀ ମେଡିକାଲ କଲେଜ ହସ୍ପିଟାଲର ୩ ମହଲା ଛାତରୁ ଡେଇଁ ଜୀବନ ହାରିଲେ ଯୁବକ। ମୃତକ ମାନସିକ ଅନଗ୍ରସର ଥିବା ଖବର ମିଳିଛି। ରବିବାର ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଯୁବକ। ମିଳିଥିବା […]
ଆନ୍ଦୋଳନ ସ୍ଥଗିତ,ଆଜିଠୁ କାର୍ଯ୍ୟରେ ଯୋଗଦେବେ ରାଜସ୍ଵ ଅମଲା ସଂଘ କର୍ମଚାରୀ
ଭୁବନେଶ୍ୱର: ଆନ୍ଦୋଳନ ସ୍ଥଗିତ ରଖିଲା ରାଜସ୍ଵ ଅମଲା ସଂଘ । ସରକାରଙ୍କ ପ୍ରତିଶୃତି ପରେ ହଟିଲା ଆନ୍ଦୋଳନ। ୧୫ ଦିନ ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ଆଜିଠୁ କାର୍ଯ୍ୟରେ ଯୋଗଦେବେ ଅମଲା କର୍ମଚାରୀ । […]
ଜନସେବା କ୍ଷେତ୍ରରେ ଆସିବ ପରିବର୍ତ୍ତନ, ‘ଆମ ଶାସନ’ର ହେଲା ଶୁଭାରମ୍ଭ
ଭୁବନେଶ୍ୱର: ଆଜିଠୁ ‘ଆମ ଶାସନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ବିଜେଡି ସରକାର ଅମଳରେ ଯେପରି ୫ଟି-ମୋ ସରକାର ଚାଲିଥିଲା ସେହିପରି ଢାଞ୍ଚାରେ ଏହି ‘ଆମ ଶାସନ କାର୍ଯ୍ୟକାରୀ ହେବ। ଲୋକଙ୍କ ଅଭିଯୋଗ ଶୁଣିବେ […]
