ବାପାକୁ ମାରିଦେଲା ପୁଅ

ବଡ଼ବିଲ :ସାବତ ବାପାକୁ ସାଙ୍ଗଙ୍କ ସହ ମିଶି ହତ୍ୟା କରିଦେଲା ପୁଅ । ମୃତକଙ୍କ ନାମ ମନୋଜ ବେହେରା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ମନୋଜଙ୍କ ପ୍ରଥମ ସ୍ତ୍ରୀ ଗାଁରେ ରହୁଥିବା ବେଳେ ୫ […]

ପୁରୀରେ ହବିଷ୍ୟାଳିଙ୍କ ରହିବା ପାଇଁ ୫ଟି ସ୍ଥାନରେ ବ୍ୟବସ୍ଥା

ପୁରୀ: ମଙ୍ଗଳବାର ଠାରୁ ଆରମ୍ଭ ହେଉଛି କାର୍ତ୍ତିକ ମାସ । ହବିଷ୍ୟାଳୀ ମାନେ ଆରମ୍ଭ କରିବେ କାର୍ତ୍ତିକ ବ୍ରତ । ସେଥିପାଇଁ ପୁରୀରେ କାର୍ତ୍ତିକ ହବିଷ୍ୟାଳୀ ମାନଙ୍କ ପାଇଁ ଆବାସିକ ସୁବିଧା କରାଯାଇଛି । […]

ପାକିସ୍ତାନ ସୀମାରେ ଖଞ୍ଜା ଯିବ AK 360 ଏୟାର ଡିଫେନ୍ସ ବନ୍ଧୁକ

ପାକିସ୍ତାନ ସୀମାରେ ଖଞ୍ଜା ଯିବ AK 360 ଏୟାର ଡିଫେନ୍ସ ବନ୍ଧୁକଏହି ବନ୍ଧୁକକୁ ଗୋଟିଏ ଟ୍ରେଲରରେ ଖଞ୍ଜାଯିବ ଓ ଉଚ୍ଚ ସ୍ଥାନରେ ରଖାଯିବ। ଏକେ ୩୬୦ ଏୟାର ଡିଫେନ୍ସ ଗନର ଲକ୍ଷ୍ୟଭେଦ କ୍ଷମତା ୪ […]

ଆରମ୍ଭ ହେଲା ‘ଆପ୍ କୀ ପୁଞ୍ଜି – ଆପ୍ କା ଅଧିକାର’ ଅଭିଯାନ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଗୁଜରାଟର ଗାନ୍ଧିନଗରଠାରୁ ‘ଆପ୍‍ କୀ ପୁଞ୍ଜି – ଆପ୍‍ କା ଅଧିକାର’ ଅଭିଯାନର ଶୁଭାରମ୍ଭ କରିଛନ୍ତି । ସମଗ୍ର ଦେଶରେ ଆର୍ଥିକ ବ୍ୟବସ୍ଥାରେ ବିଭିନ୍ନ କ୍ଷେତ୍ରରେ ପଡ଼ିରହିଥିବା ଦାବିହୀନ […]

ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ, ସୋମବାର କଟକ ବନ୍ଦ ଡାକରା ଦେଲା ବିଶ୍ଵ ହିନ୍ଦୁ ପରିଷଦ ।

କଟକ:କଟକ ଦରଘା ବଜାରରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଆସନ୍ତା ସୋମବାର କଟକ ବନ୍ଦ ଡାକରା ଦେଇଛି ବିଶ୍ଵ ହିନ୍ଦୁ ପରିଷଦ । ପୋଲିସ ଓ ଜିଲ୍ଲା ପ୍ରଶାସନର ବିଫଳତାକୁ ଦାୟୀ କରାଯାଇଛି […]

ମହିଳାଙ୍କୁ ଅପହରଣ ଘଟଣା: ଅଭିଯୁକ୍ତ ଟ୍ରକ ଡ୍ରାଇଭର ଗିରଫ

ଜାତୀୟ ରାଜପଥ ଚରମ୍ପା ନିକଟରେ ବିଳମ୍ବିତ ରାତିରେ ମହିଳାଙ୍କୁ ଟ୍ରକ୍ ଡ୍ରାଇଭର ଅପହରଣ ଘଟଣା । ଅପହୃତା ମହିଳାଙ୍କୁ କେନ୍ଦୁଝର ଆନନ୍ଦପୁର ବରପଦାରୁ ଉଦ୍ଧାର କରି ଡାକ୍ତରୀ ମାଇନା ପାଇଁ ପଠାଇଲା ପୁଲିସ୍‌। ସେପଟେ […]

ଜେ. ପି ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଛନ୍ତି । ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉଭୟଙ୍କ ମଧ୍ୟରେ ବିଭିନ୍ନ ସାଂଗଠନିକ ବିଷୟ […]

ଏସ୍‍ଆଇ ଚାକିରି ଦୁର୍ନୀତି: ଆଉ ଦୁଇ ଜଣ ଗିରଫ

ଭୁବନେଶ୍ୱର:ପୋଲିସ ଏସ୍‍ଆଇ ଚାକିରି ଦୁର୍ନୀତି ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ପୂର୍ବରୁ ୧୧୪ଜଣ ପରୀକ୍ଷାର୍ଥୀ ଓ ୩ଜଣ ଦଲାଲଙ୍କୁ […]

କଫ୍ ସିରପରେ ନାହିଁ ହାନିକାରକ ପଦାର୍ଥ:କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶରେ କଫ୍ ସିରପ୍ ଯୋଗୁଁ ୧୨ ଶିଶୁଙ୍କ ମୃତ୍ୟୁ ହେବା ଉପରେ ସ୍ପଷ୍ଟୀକରଣ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । କଫ୍ ସିରପ୍ ନମୂନାରେ ଡାୟଥିଲିନ ଗ୍ଲାଇକୋଲ୍ (ଡିଇଜି) […]

ଭସାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୬ ଗୁରୁତର

କଟକ :ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ହାତୀପୋଖରୀ ନିକଟରେ ଭସାଣି ଯାତ୍ରା ସମୟ ରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଝାଞ୍ଜିରୀମଙ୍ଗଳା ଭାଗବତ ପୂଜା କମିଟି ମେଢ଼ ହାତୀପୋଖରୀ ଅତିକ୍ରମ […]