ଛାତରୁ ସିଲିଂ ଖସିବାରୁ ଏସସିବି ମେଡିକାଲ ରେ ରୋଗୀ ଗୁରୁତର

କଟକ : ବୁଧବାର ଏସସିବି ମେଡିକାଲରେ ଏକ ଅଘଟଣ ଘଟିଛି । ମେଡିକାଲ ଛାତରୁ ସିଲିଂ ଖସିପଡ଼ିଯିବାରୁ ଜଣେ ରୋଗୀ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାଇ ପୁରୁଣା ମେଡିସିନ ୱାର୍ଡର ପ୍ରଥମ ମହଲାରୁ […]

ଆୟୁଷ ଡାକ୍ତରମାନେ କେବଳ ଆୟୁର୍ବେଦିକ ଔଷଧ ହିଁ ଲେଖିବେ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବୁଧବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି। ଏଥିରେ ମୁଖ୍ୟତଃ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସାରା ରାଜ୍ୟରେ ଆୟୁଷ ଔଷଧକୁ ଲୋକପ୍ରିୟ […]

ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା

ଓଡ଼ିଶାରେ ଏପ୍ରିଲରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା । ୨୦୨୭ ଫେବୃଆରୀରେ ହେବ ଦ୍ଵିତୀୟ ପର୍ଯ୍ୟାୟ ଜନଗଣନା। ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବପତ୍ର ଗଣନା ହେବ। ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର […]

ଡାକ୍ତରଙ୍କ ଆନ୍ଦୋଳନ ଉପରେ ଏସମା ଲାଗୁ

ଭୁବନେଶ୍ବର,: ଡାକ୍ତରଙ୍କ ଆନ୍ଦୋଳନ ଉପରେ ରାଜ୍ୟ ସରକାର ଲାଗୁ କଲେ ଏସମା। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ୬ ମାସ ଯାଏଁ ଏସମା ବଳବତ୍ତର ରହିବ। ରାଜ୍ୟରେ […]

ଆରଟିଆଇ ଆବେଦନକାରୀଙ୍କ ଦ୍ୱାରା ଲାଞ୍ଚ ଦାବି ଅଭିଯୋଗର ପୋଲିସ ତଦନ୍ତ ପାଇଁ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର:ଓଡିଶା ସୂଚନା କମିଶନ ଲାଞ୍ଚ ଅଭିଯୋଗରେ ଜଡିତ ଜଣେ ଅଭ୍ୟାସଗତ ଆରଟିଆଇ ଆବେଦନକାରୀଙ୍କ ବିଷୟରେ ତଦନ୍ତ କରିବାକୁ ପୋଲିସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପର୍କରେ, କମିଶନ ପକ୍ଷରୁ ରେଜିଷ୍ଟ୍ରାର ଉପଯୁକ୍ତ ତଦନ୍ତ ପାଇଁ […]

ସଡ଼କ ଦୁର୍ଘଟଣା ରେ ଚାଲିଗଲା ମହିଳା ସାମ୍ବାଦିକାଙ୍କ ଜୀବନ

ଭୁବନେଶ୍ୱର :ମଙ୍ଗଳବାର ଦିନ ପିପିଲି ନିକଟସ୍ଥ ଜମାଲପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ସକାଳେ ଦୁଇ ଜଣ ମହିଳା ଏକ ସ୍କୁଟି ରେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲେ । ପିପିଲି ମଙ୍ଗଳପୁର […]

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବିରୋଧ

ନୂଆଦିଲ୍ଲୀ :ଭେନେଜୁଏଲାରେ ଆକ୍ରମଣ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଅପହରଣ ପରେ ଟ୍ରମ୍ପଙ୍କୁ ସବୁ ଆଡେ ବିରୋଧ କରାଯାଉଛି। ଆମେରିକାର ଏପରି କାର୍ଯ୍ୟକଳାପକୁ ଅନେକ ସହଯୋଗୀ ଦେଶ ନିନ୍ଦା କରିଛନ୍ତି । ଆଗାମୀ ଦିନରେ […]

ଆଜି ଶ୍ରୀ ମନ୍ଦିରରେ ହବ ବନକଲାଗି ୫ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସଧାରଣଙ୍କ ଦର୍ଶନ

ଭୁବନେଶ୍ବର: ଆଜି ମାଘ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶୃଙ୍ଗାର କରିବେ। ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଆରମ୍ଭ ହେବ। ଏଥିପାଇଁ […]

ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଆଜି ହେଉଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମଦିନ। ସେ 1972 ମସିହା ଜାନୁୟାରୀ 6 ତାରିଖରେ ଜନ୍ମଗ୍ରହଣ କରିଥିଲେ। କେଉଁଝରରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ବର୍ତ୍ତମାନ ଓଡିଶାର ମୁଖ୍ୟମନ୍ତ୍ରୀ […]

ଟ୍ୱିନ୍ ସିଟିରେ ଲାଗୁହେଲା ପ୍ରଦୂଷଣ କଟକଣା

ଭୁବନେଶ୍ୱର: ପ୍ରଦୂଷଣ ପାଇଁ ଟ୍ୱିନ୍ ସିଟିରେ ଲାଗିଲା କଟକଣା । ଭୁବନେଶ୍ୱର ଓ କଟକରେ କଟକଣା ଲାଗିଲା । ୭ ଦିନ ପର୍ଯ୍ୟନ୍ତ କଟକଣା ଲଗାଇଲେ ସରକାର । ଏନେଇ ସୂଚନା ଦେଇଛନ୍ତି ପରିବେଶ […]