ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ୨୫ ହଜାର ଟଙ୍କା

ନୂଆଦିଲ୍ଲୀ : କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ପରିବହନ ମନ୍ତ୍ରୀମାନଙ୍କର ଏକ ଜାତୀୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୨୭ଟି ରାଜ୍ୟର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ […]

ଭକ୍ତନିବାସ ପାର୍କିଂ ଫି ୫୦୦ ଟଙ୍କା ରହିବ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଶୁକ୍ରବାର ଦିନ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଭକ୍ତ ନିବାସ ପାର୍କିଂ ବିବାଦ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ […]

ଆସନ୍ତା କାଲି ବୁର୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଆସନ୍ତା ୧୦ ତାରିଖ ଅର୍ଥାତ ଶନିବାର ମଧ୍ୟାହ୍ନ ୩ଟାରେ ବୁର୍ଲା ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପହଞ୍ଚିବା ସହିତ କିଛି ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ ସେଠାରେ ଆୟୋଜିତ ସାଧାରଣ […]

ଓଡ଼ିଶାରେ ୭ ନୂଆ ପ୍ରକଳ୍ପକୁ ମଞ୍ଜୁରୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ୭ଟି ପ୍ରକଳ୍ପକୁ ୫୫ହଜାର ୭୮୩ କୋଟି ଟଙ୍କାର ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୩ତମ ଉଚ୍ଚସ୍ତରୀୟ କ୍ଲିୟରାନସ ଅଥରିଟି ବୈଠକରେ ଏହାକୁ ଅନୁମୋଦନ ମିଳିଛି । […]

ଏପ୍ରିଲ ପହିଲା ଯାଏଁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ

ଭୁବନେଶ୍ୱର: ଲୋକଙ୍କ ପାଇଁ ବଡ଼ ଆଶ୍ଵସ୍ତିକର ଖବର। ଏପ୍ରିଲ ପହିଲା ଯାଏଁ ବଢିଲା ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ। ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରଦୂଷଣ ଯାଞ୍ଚ ଓ […]

ବୋମା ଧମକର ତଦନ୍ତ ଦାବି କଲା ହାଇକୋର୍ଟ ବାର ଆସୋସିଏସନ

କଟକ: ହାଇକୋର୍ଟ ବାର ଆସୋସିଏସନ ବୋମା ଧମକର ତଦନ୍ତ କରିବାକୁ ଦାବି କରିଛନ୍ତି । ଯେଉଁମାନେ ଏପରି ହୀନ କାର୍ଯ୍ୟରେ ସମ୍ପୃକ୍ତ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବାର୍ ଆସୋସିଏସନ ତରଫରୁ ଦାବି […]

ଚଢଉ ବେଳେ ଫାଇଲ ଉଠାଇନେଇଗଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ପଲିଟିକାଲ କନସଲଟାନ୍ସି ଫାର୍ମ୍ ଆଇ-ପ୍ୟାକର କିଛି କାର୍ଯ୍ୟାଳୟରେ ଚଢଉ ବେଳେ ଅପ୍ରୀତିକର ପରିସ୍ଥିତି ଉପୁଜିଛି । ଏହାପରେ ଟିଏମସି ନେତ୍ରୀ ମମତା ବାନାର୍ଜୀ ଇଡି ବିରୋଧରେ କାଗଜପତ୍ର ଚୋରି ଅଭିଯୋଗ […]

ପର୍ଯ୍ୟଟକଙ୍କ ପାଇଁ ଜାନୁଆରି ୧୦ରୁ ଖୋଲିବ ଲୋକଭବନ ଉଦ୍ୟାନ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ୧୦ରୁ ୨୦ ପର୍ଯ୍ୟନ୍ତ ଖୋଲିବ ଲୋକଭବନ ଉଦ୍ୟାନ। ଲୋକଭବନ ଉଦ୍ୟାନ ଏବଂ ଅଟଳ ବନ ଖୋଲିବା ଦ୍ୱାରା ବହୁ ଜନସମାଗମ ହେବ ବୋଲି ଆଶା କରାଯାଉଛି। ତେବେ ସାଧାରଣ […]

ରାଜ୍ୟର ୩ଟି ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ

ଭୁବନେଶ୍ୱର: ଇ-ମେଲ୍ ମାଧ୍ୟମରେ ରାଜ୍ୟର ୩ଟି ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇବାକୁ ମିଳିଛି ଧମକ। ଏହି ଧମକ ମିଳିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। କଟକ, ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲା […]

ଆଜି ମଧ୍ୟ ୨ ଘଣ୍ଟିଆ ଓପିଡି ବନ୍ଦ, ହଇରାଣରେ ରୋଗୀ

ଭୁବନେଶ୍ୱର: ନିଜ ଜିଦ୍‌ରେ ଅଟଳ ରହି ଆଜି ବି ଦୁଇ ଘଣ୍ଟା ଧରି ଓପିଡି ସେବା ବନ୍ଦ କରିଛି ଡାକ୍ତର ସଂଘ। ସରକାରଙ୍କ ଏସମାକୁ ଶୁଣୁନି ଓମସା । ଚଳିତ ମାସ ୫ ତାରିଖରୁ […]