ଭୁବନେଶ୍ୱର:ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନସ୍ଥ ସମସ୍ତ ହିତାଧିକାରୀ ମାନଙ୍କ ଆଧାର ଭିତ୍ତିକ ଇ-କେୱାଇସି କରିବା ପ୍ରକ୍ରିୟାର ଅବଧି ବୃଦ୍ଧି କରାଯାଇଛି । ଏହି ଅବଧିକୁ ରାଜ୍ୟ […]
Month: January 2026
ପାଣ୍ଡିଆନଙ୍କ କାର୍ଯ୍ୟକଳାପର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ବିଜେଡି ସରକାର ସମୟରେ 5T ସଚିବ ଥିବା ଭିକେ ପାଣ୍ଡିଆନଙ୍କ ବିରୋଧରେ ଆରମ୍ଭ ହୋଇଛି କ୍ରାଇମବ୍ରାଞ୍ଚ ତଦନ୍ତ । ମୋହନ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ଜରିଆରେ ଭିକେ ପାଣ୍ଡିଆନଙ୍କୁ ସହଯୋଗ କରୁଥିବା ଲୋକଙ୍କୁ ତଦନ୍ତ […]
ରାଜ୍ୟର ସବୁଠୁ ଅଧିକ ପ୍ରଦୂଷଣ ସହର ଅନୁଗୁଳ ଓ ତାଳଚେର
ଭୁବନେଶ୍ୱର:ଦୁଇ ଦିନ ହେଲା ଓଡ଼ିଶାର ତାଳଚେର ଓ ଅନୁଗୁଳ ସବୁଠୁ ଅଧିକ ପ୍ରଦୂଷିତ ସହର ପାଲଟିଛି । ସକାଳ ୮ଟା ସୁଦ୍ଧା ୩୦୦ରୁ ଅଧିକ ଏକ୍ୟୁଆଇ ସହ ବାୟୁର ମାନ ଅତି ଖରାପ ସ୍ତରରେ […]
ଧାନସଂଗ୍ରହରେ ସ୍ୱଚ୍ଛତା ପାଇଁ ପଞ୍ଜିକୃତ ଜମିର ଉପଗ୍ରହ ମାଧ୍ୟମରେ ସର୍ବେକ୍ଷଣ
ଭୁବନେଶ୍ୱର:ରାଜ୍ୟରେ ବର୍ତ୍ତମାନ ଖରିଫ୍ ଧାନସଂଗ୍ରହ ଜାରି ରହିଛି । ଧାନ ବିକ୍ରୟ ପାଇଁ ପଞ୍ଜିକୃତ ଚାଷୀ ପ୍ରଦାନ କରିଥିବା ସେମାନଙ୍କ ଚାଷଜମିର ବିବରଣୀକୁ ଆଧାର କରି ଉପଗ୍ରହ ମାଧ୍ୟମରେ ଫଟୋ ଉତ୍ତୋଳିତ କରାଯାଇ ସେହି […]
ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ ଆକ୍ସନ
ଭୁବନେଶ୍ୱର:ବିଗତ କିଛିଦିନ ହେବ ଲୋକସେବା ଭବନରେ ମାଳମାଳ ରିଲ୍ସ ଭାଇରାଲ ହେବାକୁ ଲାଗିଛି । କାର୍ଯ୍ୟାଳୟ ଭିତରେ ଓ କାର୍ଯ୍ୟାଳୟ ବାହାରରେ ରିଲ୍ସ ବନେଇ ଭାଇରାଲ କରାଯାଉଛି । ରିଲ୍ସ ଭିଡିଓରେ ଲୋକସେବା ଭବନରେ […]
ଆଜି ହେଉଛି ଶ୍ରୀ ଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ଯାତ୍ରା
ଭୁବନେଶ୍ୱର:ମହାପ୍ରଭୁ ଲିଙ୍ଗରାଜଙ୍କ ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ପୌଷ ପୂର୍ଣ୍ଣିମାରେ ଅନୁଷ୍ଟିତ ଅଭିଷେକ ଉତ୍ସବ ଏକ ସ୍ଵତନ୍ତ୍ର ଉତ୍ସବ ଅଟେ। ମହାପ୍ରଭୁଙ୍କ ସମ୍ବୋଧନ ଅନୁସାରେ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡର ନାୟକ, ତ୍ରିଭୁବନର ଅଧୀଶ୍ୱର, ଅଖିଳ ବ୍ରହ୍ମାଣ୍ଡର ନାୟକ, […]
ଅଟୋକୁ ଧକ୍କା ଦେଲା ଆମ ବସ୍: ଚାଳକଙ୍କ ମୃତ୍ୟୁ
ଭୁବନେଶ୍ବର: ଆଜି ରୁପାଲି ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଅଟୋ କୁ ପଛପଟୁ ଆସି ଧକ୍କା ଦେଇଥିଲା ଆମ ବସ lଅଟୋରେ ମୋଟ ୩ ଜଣ ଥିଲେ । ଚାଳକଙ୍କ […]
ଚିଲିକାରେ ଡଙ୍ଗା ଚଳାଚଳକୁ ନେଇ ଲାଗୁ ହେଲା ନୂଆ କଟକଣା
ଭୁବନେଶ୍ୱର :ଗୁରୁବାର ଦିନ ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ହାନି ଘଟିଥିଲା । ଏହାପରେ ଚିଲିକା ରେ ଡ଼ଙ୍ଗା ଚଳା ଚଳକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା […]
ଜାନୁଆରୀ ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍
ଭୁବନେଶ୍ୱର:ପ୍ରଦୂଷଣ ସାର୍ଟିଫିକେଟ ଆଉ ଗ୍ରୀନ୍ ଷ୍ଟିକର କୁ ନେଇ ଗାଡ଼ିଚାଳକମାନେ ଚିନ୍ତାରେ ଥିବାବେଳେ ପରିବହନ ବିଭାଗ କରିଛି ବଡ଼ ଘୋଷଣା ।ଓଡ଼ିଶା ପରିବହନ ବିଭାଗ ଘୋଷଣା କରିଛି ଯେ, ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର […]
ବଡଦାଣ୍ଡରେ ଦୁର୍ଘଟଣା ନାବାଳକ ମୃତ
ପୁରୀ:ଆଜି ସକାଳୁ ସକାଳୁ ପୁରୀ ବଡ଼ ଦାଣ୍ଡରେ ଜଣେ ବ୍ୟକ୍ତି ତାଙ୍କର ଦୁଇ ନାତିଙ୍କୁ ଏକ ସ୍କୁଟିରେ ଧରି ଜଳଖିଆ କିଣିବାକୁ ଆସୁଥିଲେ । ଏହି ସମୟରେ ଏକ ବୋଲେରୋ ଗାଡ଼ି (ଓଡି୨୨ଏସି୩୦୪୮) ବଳଗଣ୍ଡି […]
