ନୂଆଦିଲ୍ଲୀ: ଭାରତ ଉପରେ ଆମେରିକା ଶୁଳ୍କ ହ୍ରାସ କରିଛି। ୨୫% ରୁ ୧୮% କୁ ଆମେରିକା ଶୁଳ୍କ ହ୍ରାସ କରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବା ପରେ ଡୋନାଲ୍ଡ ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଏକ […]
Month: February 2026
୨୮ ଏନ୍ଏସି, ୭ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର:ପୌରପାଳିକା ନିର୍ବାଚନ ଲାଗି ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ସଂକ୍ରାନ୍ତରେ ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ୧୮ ଜିଲାପାଳଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ସରକାରଙ୍କ ପକ୍ଷରୁ ସମ୍ପୃକ୍ତ […]
ରାଜ୍ୟ ସରକାରଙ୍କ ଓଡ଼ିଶା ଲଘୁ ଖଣିଜ ରିହାତି(ସଂଶୋଧନ) ନିୟମ-୨୦୨୫ ଗାଇଡ୍ଲାଇନ ପ୍ରଣୟନ
ଭୁବନେଶ୍ୱର: ଖଣିଜ ସମ୍ପଦ ଉପରେ ଦୀର୍ଘବର୍ଷ ଧରି ରହିଥିବା ଏକଚାଟିଆ କୃତ୍ରିମ ଦରବୃଦ୍ଧିରେ ବ୍ରେକ୍ ଲଗାଇବାକୁ ରାଜ୍ୟ ସରକାର ଓଡ଼ିଶା ଲଘୁ ଖଣିଜ ରିହାତି(ସଂଶୋଧନ) ନିୟମ-୨୦୨୫ ଗାଇଡ୍ଲାଇନ ପ୍ରଣୟନ କରିଛନ୍ତି। ଏହି ସଂଶୋଧିତ ନିୟମ […]
କେନ୍ଦ୍ରୀୟ ବଜେଟରେ ଓଡ଼ିଶା ପାଇଁ ୧୦ ହଜାର ୯୨୮କୋଟି
ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ଆର୍ଥିକ ବର୍ଷରେ ଓଡ଼ିଶାର ରେଳ ଭିତ୍ତିଭୂମିର ସର୍ବାଙ୍ଗୀନ ବିକାଶ ପାଇଁ ୧୦,୯୨୮ କୋଟି ଟଙ୍କାର ଐତିହାସିକ ଅନୁଦାନ ପ୍ରଦାନ କରାଯାଇଛି, ଯାହା ‘ପୂର୍ବୋଦୟ ମିଶନ’ ଅଧୀନରେ ଓଡ଼ିଶାକୁ ମିଳିଥିବା […]
ଚୌଦ୍ଵାର ଜେଲରେ ଜଣେ ବିଚାରଧୀନ କଏଦୀଙ୍କ ଆତ୍ମହତ୍ୟା
କଟକ: ଚୌଦ୍ଵାର ଜେଲରେ ଜଣେ ବିଚାରଧୀନ କଏଦୀ ୱାର୍ଡରେ ଥିବାବେଳେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଖବର ମିଳିଛି। ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ଜେଲ ୱାର୍ଡରୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ […]
ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟ ଫୋନ
ଭୁବନେଶ୍ୱର: ଉତ୍କଳ ଦିବସରୁ ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟ ଫୋନ, ନୂଆ ୟୁନିଫର୍ମ ଏବଂ ନୂଆ ଆଇ କାର୍ଡ । ଏହାକୁ ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମିଶନ […]
ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ
ଭୁବନେଶ୍ୱର: ସରକାରୀ ଚାକିରିରେ ବଦଳି ଏକ ନିୟମିତ ପ୍ରକ୍ରିୟା। ଯଦି କୌଣସି କର୍ମଚାରୀ ବା ଅଧିକାରୀ ଏହାକୁ ନ ମାନନ୍ତି ତେବେ ତାଙ୍କ ବିରୋଧରେ ଚାକିରି ସର୍ତ୍ତାବଳୀ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। […]
ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର: ଆଜିଠୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬ ଦିନିଆ ଓଡ଼ିଶା ଗସ୍ତ । ଭୁବନେଶ୍ବରରୁ ବିରଜା କ୍ଷେତ୍ର, ପରେ ଶ୍ରୀକ୍ଷେତ୍ର ଆସିବେ ମହାମହିମ । ଶେଷରେ ଜନ୍ମଭୂମି ମୟୂରଭଞ୍ଜ ଯାତ୍ରା କରି ଓଡ଼ିଶା ଗସ୍ତ […]
ଫେବୃଆରୀ ୧୫ ଭାରତ ବିପକ୍ଷ ମ୍ୟାଚ୍ ଖେଳିବନି ପାକିସ୍ତାନ
ଈସିଲାମାବାଦ: T 20 ବିଶ୍ବକପ୍ ୨୦୨୬ ରେ ଭାରତ ବିପକ୍ଷ ମ୍ୟାଚ୍ ଖେଳିବ ନାହିଁ ପାକିସ୍ତାନ । ଏହି ମ୍ୟାଚ୍ ଆସନ୍ତା ୧୫ ତାରିଖରେ ନ୍ୟୁଟ୍ରାଲ ଭେନ୍ୟୁ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାର ଥିଲା । […]
ବିଜେଡିରୁ ନିଲମ୍ବିତ ହେଲେ ଶଶୀ ସାହୁ
ଭୁବନେଶ୍ବର: ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁଙ୍କୁ ନିଲମ୍ବିତ କରିଛି ବିଜେଡି। ବିଶୃଙ୍ଖଳିତ କାର୍ଯ୍ୟକଳାପ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ ଶଶୀ ସାହୁ ବିଜୁ ଜନତା ଦଳରେ ସାମିଲ […]
