ପ୍ରଣବଙ୍କ ଫାର୍ମହାଉସରେ ବୁଲିଲା ବୁଲଡୋଜର୍

ଭୁବନେଶ୍ୱର: ଆଜି ପ୍ରଶାସନ ପକ୍ଷରୁ ପୂର୍ବତନ ବିଜେଡ଼ି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବେଆଇନ ଫାର୍ମ ହାଉସ ଉପରେ ଚଢ଼ାଉ ହୋଇଛି ଏବଂ ଫାର୍ମ ହାଉସ ପାଚେରୀ ସହିତ କିଛି ଘରକୁ ଉଚ୍ଛେଦ କରାଯାଇଛି । […]

ପବନ ହଂସ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଆଜି ଆଣ୍ଡମାନରେ ପବନ ହଂସ ହେଲିକପ୍ଟର ଉଡାଣ ଭରିବା ମାତ୍ରେ ସମୁଦ୍ରରେ ଖସି ପଡିଛି । ହେଲିକପ୍ଟରରେ ଅତି କମରେ ସାତ ଜଣେ ଥିଲେ । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି […]

ପଲାଶ ପଲ୍ଲୀରେ ଆମ ବସ ଦୁର୍ଘଟଣା : ବ୍ୟକ୍ତି ଗୁରୁତର

ଭୁବନେଶ୍ୱର : ସୋମବାର ରାତିରେ ପଲାସପଲ୍ଲୀ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଉପରେ ଆମ ବସ ମାଡିଯାଇଥିଲା । ଦୁର୍ଘଟଣାପରେ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲକୁ […]

ଓଡ଼ିଶାରେ ଖାଲି ପଡ଼ିଛି ୯୪ହଜାର ୪୮୫ ସରକାରୀ ପଦବୀ

ଭୁବନେଶ୍ୱର: ରାଜ୍ୟରେ ଫେବୃଆରୀ ୧୨, ୨୦୨୬ମସିହା ସୁଦ୍ଧା ବିଭିନ୍ନ ସରକାରୀ ବିଭାଗରେ ୯୪,୪୮୫ଟି ପଦବୀ ଖାଲି ରହିଛି। ଏନେଇ ସୋମବାର ବିଧାନସଭାରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ବିଧାୟକ ଚକ୍ରମଣି କହଁରଙ୍କ ଦ୍ୱାରା ପଚାର ଯାଇଥିବା […]

ଲିଙ୍ଗିପୁର ସ୍ଥିତ ସୁପରମାର୍ଟ ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର: ଲିଙ୍ଗିପୁର ଛକ ନିକଟରେ ଥିବା ସୁପର ମାର୍ଟରେ ଲାଗିଛି ନିଆଁ । ସୁପର ମାର୍କେଟରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବାହିନୀ । ସୂଚନା ଅନୁଯାୟୀ ସୋମବାର […]

ବିଜେପିରେ ମିଶିବେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ

ଭୁବନେଶ୍ୱର: ଅନନ୍ତ ଦାସଙ୍କ ପୁଅ ଅଭିଜିତ ଦାସ ବିଜେପିରେ ମିଶିବା ନେଇ ସୂଚନା ମିଳିଛି। ଏ ନେଇ ନିଜେ ସୂଚନା ଦେଇଛନ୍ତି ଅଭିଜିତ। ସେ କହିଛନ୍ତି, ମୁଁ ଓ ମୋ ପରିବାର ଖୁବଶୀଘ୍ର ପଦ୍ମ […]

ରାଜ୍ୟରେ ସବୁଠି ମିଳୁଛି ଅପମିଶ୍ରିତ ଖାଦ୍ୟ

ବନେଶ୍ୱର: ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି। ଅପମିଶ୍ରିତ ଖାଦ୍ୟ ତାଲିକାରେ ହର୍ଲିକ୍ସ, ଦହି, କ୍ଷୀର, ଛେନା ପାଣି ,ବ୍ରେଡ, ମସଲା , ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ବିସ୍କୁଟ, ମଇଦା, […]

ସରକାରୀ କର୍ମଚାରୀଙ୍କୁ ଚେତାବନୀ, ମାର୍ଚ୍ଚ ୩୧ ସୁଦ୍ଧା ସମ୍ପତ୍ତିର ହିସାବ ଦିଅ

ଭୁବନେଶ୍ୱର: ଗ୍ରୁପ୍-ଏ ଠାରୁ ଆରମ୍ଭ କରି ଗ୍ରୁପ୍-ଡି ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କୁ ନିଜର ସ୍ଥାବର ଅସ୍ଥାବର ସମ୍ପତ୍ତିର ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା […]

୨୬ ତାରିଖରେ ଓଡିଶା ଗସ୍ତରେ ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍

ଭୁବନେଶ୍ୱର:ଆସନ୍ତା ୨୬ ତାରିଖରେ ଓଡିଶା ଗସ୍ତରେ ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍।ଫେବ୍ରୁଆରୀ ୨୬ ତାରିଖରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ, ସେମାନଙ୍କର ୪ ଦିନିଆ ଓଡିଶା ଗସ୍ତ ରହିଛି। ଏଥିରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଓ ସଦସ୍ୟଙ୍କ […]

ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

ନୂଆଦିଲ୍ଲୀ: ଟି ୨୦ ବିଶ୍ଵକପର ସୁପର-୮ ରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୭୬ ରନରେ ପରାସ୍ତ ହୋଇଛି। ରବିବାର ସୁପର-୮ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୮୮ […]