ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇ.ଏସ.ଆଇ.ସି ମେଡିକାଲ କଲେଜ

ଭୁବନେଶ୍ୱର: ଇ.ଏସ.ଆଇ.ସି ମେଡିକାଲ କଲେଜ ଓ ହସ୍ପିଟାଲ ଭୁବନେଶ୍ୱରର ଅନ୍ଧାରୁଆଠାରେ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ ଭାରତ ସରକାରଙ୍କ କର୍ମଚାରୀ ରାଜ୍ୟ ବୀମା ନିଗମ […]

ସାରା ଓଡ଼ିଶାକୁ ହିଟୱେଭ୍ ଆଲର୍ଟ, ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରୀ ଟପିବ

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ଲହରୀରେ ତାତୁଛି ଓଡିଶା । ଆସନ୍ତା ୩ ରୁ ୪ ଦିନ ଯାଏଁ ହିଟ୍ ୱେଭ୍ ଆଲର୍ଟ। ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରୀ ଟପିପାରେ ତାପମାତ୍ରା। ଟ୍ଵିନ୍ ସିଟିରେ ପାରଦ […]

ବ୍ରହ୍ମପୁରରେ ଛାତି ଥରା ଦୃଶ୍ୟ, ମହିଳାଙ୍କ ସାମ୍ନାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ଗହଳିପୂର୍ଣ୍ଣ ରାସ୍ତା ମଝିରେ ଜଣେ ଯୁବକଙ୍କୁ ନିର୍ଦ୍ଦୟ ଭାବେ ପିଟିବା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ବ୍ରହ୍ମପୁର ସହରର ଗିରି ରୋଡ୍ ଛକ ନିକଟରେ ରାତି ପ୍ରାୟ ୯ଟା […]

ଅଣଛାତ୍ରଙ୍କ ପ୍ରବେଶକୁ ନେଇ ପୁଣି ବାଣୀବିହାର ଅଶାନ୍ତ

ଭୁବନେଶ୍ୱର:ସୋମବାର ରାତିରେ କିଛି ଅଣଛାତ୍ରଙ୍କ ଆକ୍ରମଣରେ ବାଣୀବିହାରର ୪ ଜଣ ଛାତ୍ର ଆହତ ହୋଇଛନ୍ତି । ଏହାକୁ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣୀବିହାର ପରିସରରେ ଉତ୍ତେଜନା ଲାଗି ରହିଥିଲା । ସୂଚନା ଅନୁଯାୟୀ, […]

ଭୁବନେଶ୍ୱରରେ ଖୋଲିବ SEBIର ଅଫିସ୍

ଭୁବନେଶ୍ୱର: SEBI ପକ୍ଷରୁ ଭୁବନେଶ୍ୱରରେ ନୂଆ ବ୍ରାଞ୍ଚ କାର୍ଯ୍ୟାଳୟ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବ ଭାରତରେ ସେବିର ପ୍ରଥମ କାର୍ଯ୍ୟାଳୟ ହେବ। ଏନେଇ ସୋମବାର ଏକ MoU ସ୍ୱାକ୍ଷର ହୋଇଥିବାବେଳେ, ଆସନ୍ତା […]

ମୁଖ୍ୟ ଶାସନ ସଚିବଙ୍କ ଘୋଷଣା ‘ରାଜ୍ୟରେ ପେଟ୍ରୋଲ-ଡିଜେଲର ଅଭାବ ନାହିଁ’

ଭୁବନେଶ୍ୱର: “ରାଜ୍ୟରେ ପେଟ୍ରୋଲ, ଡିଜେଲ କିମ୍ବା ଏଲପିଜିର କୌଣସି ଅଭାବ ନାହିଁ।” ଆଜି ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏନେଇ ବଡ଼ ସୂଚନା ଦେଇ ଲୋକଙ୍କୁ […]

ନୀତିନ ନବୀନ ଦେଲେ ରାଜ୍ୟ ନେତାଙ୍କୁ ଗୁରୁମନ୍ତ୍ର, କହିଲେ କାମ କରିଚାଲ

ଭୁବନେଶ୍ୱର: ବିଜେପି କୋର କମିଟି ବୈଠକ ଶେଷରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦେଇଛନ୍ତି ବାର୍ତ୍ତା । ୨୦୩୬ ବିକଶିତ ଓଡ଼ିଶା ଗଠନରେ ରୋଡ୍ ମ୍ୟାପ ନେଇ ୫ଟି ପରାମର୍ଶ ଦେଇଛନ୍ତି। ସଙ୍ଗଠନ କିପରି […]

ରାଜ୍ୟରେ ପ୍ରତିଷ୍ଠା ହେବ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଏବଂ ବ୍ୟାଖ୍ୟାନ କେନ୍ଦ୍ର

ପୁରୀ: ରାଜ୍ୟରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଏବଂ ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା ହେବ । ଏନେଇ ୩୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ସହ ଏକ ଦୃଶ୍ୟ-ଶ୍ରାବ୍ୟ ହଲ୍ ଏବଂ ମୁକ୍ତାକାଶ ମଞ୍ଚ ରହିବ […]

ସାଇକେଲରେ ହାଇକୋର୍ଟ ଗଲେ ୩ ବିଚାରପତି

କଟକ: ତୈଳ ସଙ୍କଟ ସମୟରେ ସଚେତନତା ସୃଷ୍ଟି ପାଇଁ ସାଇକେଲରେ ହାଇକୋର୍ଟ ଗଲେ ୩ ବିଚାରପତି। ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଓ ଜଷ୍ଟିସ ଶିବ ଶଙ୍କର ମିଶ୍ର ସାଇକେଲ୍‌ରେ କୋର୍ଟ […]

ସ୍ୱିଡେନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ:ସ୍ଵିଡେନ ସରକାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୟାଲ୍ ଅର୍ଡର ଅଫ୍ ଦି ପୋଲାର୍ ଷ୍ଟାର କମାଣ୍ଡର ଗ୍ରାଣ୍ଡ୍ କ୍ରସ୍ (Royal Order Of Polar Star)ରେ ସମ୍ମାନିତ କରିଛନ୍ତି। ଏହାକୁ ସ୍ୱିଡେନର ଯେକୌଣସି ଦେଶର ସରକାର […]