ୟୁଏଇ: ୟୁଏଇର ବାରାକା ଆଣବିକ ଶକ୍ତି କେନ୍ଦ୍ର ଉପରେ ରବିବାର ଏକ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ ହୋଇଛି। ଏହି ଆକ୍ରମଣ ଯୋଗୁଁ ପ୍ଲାଣ୍ଟ ପରିସର ବାହାରେ ଥିବା ଏକ ବାହ୍ୟ ବୈଦ୍ୟୁତିକ ଜେନେରେଟରରେ […]
Month: May 2026
ଅପରାଧୀଙ୍କ ପାଇଁ ଓଡ଼ିଶାରେ ସ୍ଥାନ ନାହିଁ; ଡିଜିପିଙ୍କ ଚେତାବନୀ
ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ପୋଲିସ ଡିଜି କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଅପରାଧକୁ ଜିରୋ ଟୋଲରେନ୍ସ। ଅପରାଧୀଙ୍କ ପାଇଁ ଓଡ଼ିଶାରେ ସ୍ଥାନ ନାହିଁ । ଅପରାଧ ଘଟାଇବା […]
ଟ୍ରଲର-କାର ମୁହାଁମୁହିଁ ଧକ୍କା: ଚାଲିଗଲା ମାଆ-ଝିଅଙ୍କ ଜୀବନ
ପୁରୀ: ପୁରୀରେ ଜଗନ୍ନାଥଙ୍କ ଦର୍ଶନ ସାରି ସପରିବାର ଘରକୁ ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା। ଏହି ଦୁର୍ଘଟଣାରେ ମାଆ ଓ ଝିଅଙ୍କ ଜୀବନ ଚାଲିଯାଇଥିବା ବେଳେ ପରିବାରର ଅନ୍ୟ ୩ ଜଣ ସଦସ୍ୟ ଗୁରୁତର […]
ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଥିରୁବନନ୍ତପୁରମ୍-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସର ଏକ ଏସି କୋଚ୍ରେ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳ ପ୍ରାୟ ୫ଟା ୩୦ ମିନିଟ୍ ସମୟରେ କୋଟା ରେଳ ଡିଭିଜନର ଲୁନିରିଛା ଓ […]
ବାଇକ୍-ଟ୍ୟାକ୍ସି ଆପ୍ଗୁଡ଼ିକୁ ଆପ୍ ଷ୍ଟୋର ଏବଂ ପ୍ଲେ ଷ୍ଟୋରରୁ ହଟାଇବାକୁ ନିର୍ଦ୍ଦେଶ ଦେଲେ ମହାରାଷ୍ଟ୍ର ସରକାର
ମୁମ୍ବାଇ:ମହାରାଷ୍ଟ୍ର ସାଇବର ବିଭାଗ ଆପଲ୍ ଏବଂ ଗୁଗୁଲ୍କୁ ଉବର, ଓଲା ଏବଂ ରାପିଡୋ ଭଳି ଆପ୍ଗୁଡ଼ିକୁ ଆପ୍ ଷ୍ଟୋର ଏବଂ ପ୍ଲେ ଷ୍ଟୋରରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି।୧୫ ମେ ରେ ମହାରାଷ୍ଟ୍ର ସାଇବର ବିଭାଗର […]
ନବମ ଆଉ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ତିନୋଟି ଭାଷା ପଢ଼ିବା ବାଧ୍ୟତାମୂଳକ କଲା “ସିବିଏସ୍ଇ”
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପକ୍ଷରୁ ଜାରି ହୋଇଥିବା ସର୍କୁଲାର ଅନୁଯାୟୀ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ନିମନ୍ତେ ଜୁଲାଇ ୧ରୁ ୩ ଭାଷା ବାଧ୍ୟତାମୂଳକ କରାଯାଇଛି। ସମସ୍ତ […]
ଆତଙ୍କବାଦ ବନ୍ଦ ନକଲେ ବଦଳିବ ପାକିସ୍ତାନର ଭୂଗୋଳ: ଉପେନ୍ଦ୍ର ଦ୍ୱିବେଦୀ
ନୂଆଦିଲ୍ଲୀ: ଭାରତ ‘ଅପରେସନ ସିନ୍ଧୁ’ (Operation Sindhu) ମାଧ୍ୟମରେ ବିଶ୍ୱକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇସାରିଛି ଯେ, ଦେଶ ନିଜର ସୁରକ୍ଷା ପାଇଁ ଯେକୌଣସି ଚରମ ପଦକ୍ଷେପ ନେବାକୁ ପ୍ରସ୍ତୁତ । ଏହି ପରିପ୍ରେକ୍ଷୀରେ […]
ଡିଜେଲ ଅଭାବରୁ ଚିଲିକାରେ ଫସିଲା ୪୦ ଡଙ୍ଗା
ଭୁବନେଶ୍ୱର: ରାଜ୍ୟରେ ଏବେ ତୀବ୍ର ପେଟ୍ରୋଲ ଓ ଡିଜେଲ ଅଭାବ ପରିଲକ୍ଷିତ ହେଉଛି । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଥିବା ପେଟ୍ରୋଲ ପମ୍ପଗୁଡ଼ିକରେ ଗ୍ରାହକଙ୍କ ଅସମ୍ଭାଳ ଭିଡ଼ ସହ ଲମ୍ବା ଲାଇନ୍ […]
ସରକାରୀ ଗାଡ଼ିର ‘ରାଇଡ୍ ସେୟାରିଂ’ ଉପରେ ଗୁରୁତ୍ୱ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସରକାରୀ ଯାନବାହାନର ସଚେତନ ଏବଂ ସଂଯମୀ ବ୍ୟବହାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଆଦେଶ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]
ଓଡ଼ିଶାରେ ଟାଟା ୫ଟି ଗ୍ରୀନ୍ ଏନର୍ଜି ସ୍କିଲ ସେଣ୍ଟର ପ୍ରତିଷ୍ଠା କଲା
ଭୁବନେଶ୍ୱର: ୨୦୨୬ ମଧ୍ୟରେ ଓଡ଼ିଶାର କଟକ, ଢେଙ୍କାନାଳ, ବାଲେଶ୍ୱର, ସମ୍ବଲପୁର ଏବଂ ବ୍ରହ୍ମପୁରଠାରେ ୫ଟି ଗ୍ରୀନ୍ ଏନର୍ଜି ସ୍କିଲ୍ସ ସେଣ୍ଟର ପ୍ରତିଷ୍ଠା କରିଛି ଟାଟା । ଏହି ପଦକ୍ଷେପଟି ଓଡ଼ିଶାର ବଢୁଥିବା ବିଦ୍ୟୁତ ଏବଂ […]
