ଭୁବନେଶ୍ୱର: ଆଥଲେଟ୍ ଗୁଲଭୀର ସିଂହ ଓ ଭାରୋତ୍ତୋଳିକା ହରଜିନ୍ଦର କୌରଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଏକ୍ସ (X)ରେ ପୋଷ୍ଟ କରିଛନ୍ତି ଯେ, କମନୱେଲଥ ଗେମ୍ସ ୨୦୨୬ରେ ଭାରତ […]
Month: July 2026
ଓଡ଼ିଶାରେ ବନ୍ୟା; ୪ ମୃତ, ୬ ଜିଲ୍ଲାର ୨ ଲକ୍ଷରୁ ଅଧିକ ପ୍ରଭାବିତ
ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର । ବନ୍ୟା ଯୋଗୁଁ ଛଅଟି ଜିଲ୍ଲାର ଦୁଇ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସରକାରୀ ସୂଚନା ଅନୁଯାୟୀ, ୨୩୩ଟି ଗ୍ରାମ ପଞ୍ଚାୟତ, […]
ଛାତ୍ରଛାତ୍ରୀମାନେ ପଢ଼ିବେ ସେୟାର ମାର୍କେଟ୍ ପାଠ; ମାଗଣାରେ ଦିଆଯିବ ତାଲିମ
ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ କଲେଜରେ ସେୟାର ମାର୍କେଟ୍ ପାଠ ପଢ଼ିବେ। ଆର୍ଥିକ ସାକ୍ଷରତା ବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। […]
ବନ୍ୟା ପରିଚାଳନା ନିମନ୍ତେ ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ସ୍ଵତନ୍ତ୍ର ଅଧିକାରୀ ନିୟୋଜିତ
ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷାଜନିତ ସୃଷ୍ଟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି […]
ପିଓକେ ରେ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା: ୨୦ଜଣଙ୍କ ମୃତ୍ୟୁ ସୂଚନା
ନୂଆଦିଲ୍ଲୀ: ଗତକାଲି ପିଓକେ ରେ ପ୍ରଦର୍ଶନକାରୀଙ୍କ ଏକ ଦଳ ମୋଟରସାଇକେଲରେ ମୁଜାଫରାବାଦ ଅଭିମୁଖେ ଶୋଭାଯାତ୍ରା କରିବାକୁ ଯାତ୍ରା କରୁଥିଲେ l ପ୍ରତିବାଦକାରୀମାନେ ମିରପୁର ବଜାର ନିକଟରେ ପହଞ୍ଚିବା ମାତ୍ରେ ପାକିସ୍ତାନୀ ରେଞ୍ଜର୍ସମାନେ ଗୁଳିଚାଳନା ଆରମ୍ଭ […]
ମା’ ଓ ଦିବ୍ୟାଙ୍ଗ ନାବାଳିକା ଝିଅର ସନ୍ଦେହଜନକ ମୃତ୍ୟୁ
ଉଦଳା: ମୟୁରଭଞ୍ଜ ଜିଲ୍ଲା ଦିବ୍ୟସିଂପୁର ଗ୍ରାମରେ ମା’ ଏବଂ ଦିବ୍ୟାଙ୍ଗ ଝିଅର ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଛି । ଉଦଳା ଥାନା ଅନ୍ତର୍ଗତ ଦିବ୍ୟସିଂପୁର ଗ୍ରାମ ନିକଟରେ ଥିବା କେନାଲରେ ଆଜି ଏକ […]
ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି
ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି । […]
ଫେସବୁକରୁ ମୋଦିଙ୍କ ପୋଷ୍ଟ ହଟାଇବା ଘଟଣାରେ କ୍ଷମା ମାଗିଲା ମେଟା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓକୁ ଫେସବୁକରେ ଭାରତ ଭିତରେ ବ୍ଲକ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ ଶେଷରେ ମେଟା କମ୍ପାନୀ ନିଜ ଭୁଲ୍ […]
ରତ୍ନବେଦୀକୁ ଫେରିଲେ ମହାପ୍ରଭୁ
ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହୋତ୍ସବର ଅନ୍ତିମ ପର୍ଯ୍ୟାୟ ‘ନୀଳାଦ୍ରି ବିଜେ’ ନୀତି ସମ୍ପନ୍ନ ହୋଇଯାଇଛି । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଛନ୍ତି ଦାରୁଦିଅଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଅନୁସାରେ […]
ନାଇଡୁ କମିଶନଙ୍କ ରିପୋର୍ଟ ଫାଇଲ୍ ଗାଏବ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲା ଏବଂ କନ୍ଧମାଳ ହିଂସାକାଣ୍ଡ ତଦନ୍ତ ସହ ଜଡ଼ିତ ‘ନାଇଡୁ କମିଶନ’ଙ୍କ ରିପୋର୍ଟ ଫାଇଲ ଗାଏବ ହେବା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । […]
