ଆନ୍ଧ୍ରପ୍ରଦେଶ: ଗୋଟିଏ ପରିବାରର ୫ ଜଣ ସଦସ୍ୟ ଶ୍ରୀଶୈଲମରେ ମଲ୍ଲିକାର୍ଜୁନ ସ୍ୱାମୀ ମନ୍ଦିରକୁ ଦର୍ଶନ କରିବାକୁ ଆସି ଆତ୍ମହତ୍ୟା କରିଛନ୍ତି । ମନ୍ଦିର ପକ୍ଷରୁ ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ବିଶ୍ରାମ ଗୃହର ବନ୍ଦ କୋଠରୀ […]
Month: August 2026
ଭୁବନେଶ୍ୱର ବିମାନବନ୍ଦର ଘରୋଇକରଣକୁ ନେଇ ବିଜେଡିର ତୀବ୍ର ବିରୋଧ
ଭୁବନେଶ୍ୱର: ଓଡ଼ିଶାର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାଁରେ ନାମିତ ହୋଇଥିବା ବେଳେ ଏଥିରୁ ବର୍ଷକୁ ୨୦୦ ରୁ ୫୦୦ କୋଟି ଲାଭ ଆସୁଛି। କେନ୍ଦ୍ର ସରକାର […]
ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ହଟିଲା ଅନ୍ତରୀଣ ସୁରକ୍ଷା
କଟକ: କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ତାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ହଟାଇ ଦେଇଛନ୍ତି ହାଇକୋର୍ଟ। ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ତାଙ୍କ ଅନ୍ତରୀଣ […]
ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଉଚ୍ଚସ୍ତରୀୟ ବୈଠକ
ଭୁବନେଶ୍ୱର:ସୋମବାର ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି lବୈଠକ ପରେ ମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି […]
ନକଲି ପନିର କିମ୍ବା ଅପମିଶ୍ରିତ ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ହେବ କଠୋର କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ବଜାରରେ ନକଲି ପନିର ବିକ୍ରି ନେଇ ବିଭିନ୍ନ ଘଟଣା ସାମ୍ନାକୁ ଆସିବା ପରେ ଏନେଇ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ। ନକଲି ପନିର ସହ ଅନ୍ୟ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି ଉପରେ […]
ଆର୍ଜେଣ୍ଟିନା ଠାରୁ ହାରିବା ପରେ ହକି ବିଶ୍ୱକପରୁ ବିଦା ହେଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ସୋମବାର ଖେଳାଯାଇଥିବା ହକି ବିଶ୍ୱକପ୍ ୨୦୨୬ ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲାରେ ଆର୍ଜେଣ୍ଟିନା, ଟିମ୍ ଇଣ୍ଡିଆକୁ ୫-୩ ଗୋଲ୍ରେ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତ ପକ୍ଷରୁ ସୁଖଜିତ୍ ସିଂହ ଦୁଇଟି ଗୋଲ୍ କରିଥିବା […]
ନବଜାତ ଶିଶୁ ୱାର୍ଡରେ ଲାଗିଲା ନିଆଁ, ୩ ଶିଶୁଙ୍କ ମୃତ୍ୟୁ
ଅମରାବତୀ: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ଏକ ସରକାରୀ ମହିଳା ଡାକ୍ତରଖାନାର ଶିଶୁ ୱାର୍ଡରେ ଅଚାନକ ଭୟାବହ ଅଗ୍ନିକାଣ୍ଡ ଘଟି ତିନି ଜଣ ନବଜାତକଙ୍କର ମୃତ୍ୟୁ ଘଟିଛି । ମିଳିଥିବା ଖବର ଅନୁଯାୟୀ, ଡାକ୍ତରଖାନାର ନବଜାତ […]
ପୁରୀ ତାନ୍ତ୍ରିକ ହତ୍ୟା ଘଟଣାର ୩ ଅଭିଯୁକ୍ତ ଗିରଫ
ପୁରୀ: ଗତ ଅଗଷ୍ଟ ୧୧ରେ ପୁରୀ ତାନ୍ତ୍ରିକ ହତ୍ୟା ଘଟଣା ଉପରୁ ପରଦା ଉଠାଇଛି ପୋଲିସ । ଟଙ୍କା ନଫେରାଇବାରୁ ୬୧ ବର୍ଷୀୟ ପର୍ଶୁରାମ ପ୍ରଧାନଙ୍କୁ କରାଯାଇଥିଲା ହତ୍ୟା । ଏହି ଘଟଣାରେ ୩ […]
ସରକାରୀ ସେବାରେ ଲାଗୁ ହେଲା ‘ଅଟୋ-ଅପିଲ୍ ସିଷ୍ଟମ୍’
ଭୁବନେଶ୍ୱର: ଓଡ଼ିଶା ଜନସେବା ଅଧିକାର ଆଇନ, ୨୦୧୨ ଅଧୀନରେ ଥିବା ସମସ୍ତ ସରକାରୀ ସେବା ଯୋଗାଣ ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଲାଗୁ ହୋଇଛି ‘ଅଟୋ-ଅପିଲ୍ ସିଷ୍ଟମ୍’ । ଏହି […]
ଆଣ୍ଟିବାୟୋଟିକ ଉପରେ ଲଗାମ ପାଇଁ ଆସିବ ସ୍ୱତନ୍ତ୍ର ଆପ୍,ପ୍ରେସକ୍ରିପସନକୁ କରାଯିବ ଡିଜିଟାଲାଇଜେସନ: ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଣ୍ଟିବାୟୋଟିକ ର ବହୁଳ ବ୍ୟବହାର ଉପରେ ରୋକ ଲଗାଇବାକୁ ଏକ ସ୍ୱତନ୍ତ୍ର ଆପ୍ ଆଣୁଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏଥିପାଇଁ ଡାକ୍ତର ଲେଖୁଥିବା ପ୍ରେସକ୍ରିପସନକୁ କରାଯିବ ସମ୍ପୂର୍ଣ୍ଣ ଡିଜିଟାଲାଇଜେସନ । ଏହାଦ୍ୱାରା […]
