ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ:କ୍ଷୋଭ ପ୍ରକାଶ କଲେ ନବୀନ

ଧର୍ମଶାଳା: ରବିବାର ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଧର୍ମଶାଳା ବ୍ଲକ ଗଡ଼ମଧୁପୁର ପଂଚାୟତ ଚାଲିଥିଲା ପଦଯାତ୍ରା ଶେଷ ହେବା ପରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ନିଜ କର୍ମୀଙ୍କ ସହିତ ଫେରୁଥିଲେ l ଏହି […]

ବିହାର MLC ନିର୍ବାଚନ: ମହାଗଠବନ୍ଧନରେ ସମ୍ମୁଖ ଲଢ଼େଇ

ପାଟନା: ବିହାର ବିଧାନ ପରିଷଦ (MLC) ର ୮ଟି ଆସନ ପାଇଁ ହେବାକୁ ଥିବା ନିର୍ବାଚନ ପୂର୍ବରୁ ମହାଗଠବନ୍ଧନ ଶିବିରରେ ବଡ଼ ଫାଟ ନଜର ଆସିଛି। ଆସନ ବୁଝାମଣାକୁ ନେଇ ମେଣ୍ଟର ପ୍ରମୁଖ ସହଯୋଗୀ […]

CEC ଜ୍ଞାନେଶ କୁମାରଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ପ୍ରାୟ ୨୦ ବର୍ଷ ତଳର ଏକ ପୁରୁଣା ମାମଲା ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି। ୨୦୦୬ ମସିହାର ଏହି ଚର୍ଚ୍ଚିତ ଘଟଣାରେ […]

ଡିସେମ୍ବର ୩୧ ଯାଏଁ ବଢ଼ିଲା ଇଭି ସବସିଡି ଓ ଟିକସ ଛାଡ଼

ଭୁବନେଶ୍ୱର: ଓଡ଼ିଶାରେ ବୈଦ୍ୟୁତିକ ଯାନ(ଇଭି) କ୍ରୟ ଉପରେ ମିଳୁଥିବା ସମସ୍ତ ସରକାରୀ ପ୍ରୋତ୍ସାହନ ଓ ଆର୍ଥକ ରିହାତିର ସମୟସୀମାକୁ ରାଜ୍ୟ ସରକାର ଶନିବାର ଆଉ ୩ ମାସ ପାଇଁ ବୃଦ୍ଧି କରିଛନ୍ତି। ସେପ୍ଟେମ୍ବର ୩୦ତାରିଖରେ […]

ଏସିଆନ ଗେମ୍ସରେ ପଞ୍ଚମଥର ସ୍ୱର୍ଣ୍ଣ ପଦକ ଜିତିଲା ଭାରତୀୟ ପୁରୁଷ ହକି ଟିମ୍:ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ନୂଆଦିଲ୍ଲୀ: ଜାପାନର ଗିଫୁ ପ୍ରିଫେକଚରାଲ ଗ୍ରୀନ ଷ୍ଟାଡିୟମରେ ଖେଳା ଯାଇଥିବା ଏସୀୟ କ୍ରୀଡ଼ା ୨୦୨୬ ହକି ଫାଇନାଲ୍ ମ୍ୟାଚରେ ଭାରତ ମାଲେସିଆକୁ ୫-୧ ଗୋଲରେ ହରାଇ ସ୍ଵର୍ଣ୍ଣ ପଦକ ଜିତିଛି। ଏସୀୟ କ୍ରୀଡ଼ାରେ ଏହା […]

ନୟାପଲ୍ଲୀ ଦୁଷ୍କର୍ମ ମାମଲା: ପୋଲିସ ଏନକାଉଣ୍ଟରରେ ଆହତ ଅଭିଯୁକ୍ତ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ନୟାପଲ୍ଲୀ ଥାନା ବେହେରା ସାହିରେ ଜଣେ ଯୁବତୀଙ୍କୁ ବନ୍ଧୁକ ମୁନରେ ଦୁଷ୍କର୍ମ କରିବା ଘଟଣାରେ କମିଶନରେଟ୍ ପୋଲିସ କଠୋର ପଦକ୍ଷେପ ଗ୍ରହଣ କରିଛି। ପୋଲିସ ଶନିବାର ଅଭିଯୁକ୍ତ ଶ୍ରୀଧର ପଣ୍ଡାକୁ ଚନ୍ଦକା ଅଞ୍ଚଳରେ […]

ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ତାଙ୍କ ସହ ଆସିଛନ୍ତି ନବନିଯୁକ୍ତ ସହପ୍ରଭାରୀ ଡ. ସ୍ୱଦେଶ ସିଂ । ଦୁଇ ଦିନ ଧରି ଭୁବନେଶ୍ୱରସ୍ଥିତ […]

ହର୍ମୁଜରେ ମିସାଇଲ ଆକ୍ରମଣ, ୫ ଭାରତୀୟ ନାଗରିକ ସୁରକ୍ଷିତ ଉଦ୍ଧାର

ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀରେ ଏକ କୁୱେତ ପତାକାଯୁକ୍ତ ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜାହାଜରେ ଥିବା ୫ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି […]

ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭୋଟର ତାଲିକାକୁ ଅଧିକ ସଠିକ୍ କରିବା ପାଇଁ ହେବ ଘରକୁ ଘର ସର୍ଭେ

ଭୁବନେଶ୍ୱର: ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭୋଟର ତାଲିକାକୁ ଅଧିକ ସଠିକ୍ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏଥିଲାଗି ପ୍ରଥମେ କର୍ମଚାରୀଙ୍କୁ ଟ୍ରେନିଂ ଦିଆଯାଇଛି। ସରକାରଙ୍କ ବିଭିନ୍ନ […]

ବିଜେଡି ମିଡ଼ିଆ ସେଲ ର ପୁନର୍ଗଠନ:୧୧୫ ଜଣିଆ ଜମ୍ବୋ ମିଡିଆ ଟିମ୍ ଘୋଷଣା

ଭୁବନେଶ୍ୱର: ବିଜେଡି ନିଜର ମିଡିଆ ସେଲର ପୁନର୍ଗଠନ ସହିତ ୧୧୫ ଜଣିଆ ଜମ୍ବୋ ମିଡିଆ ଟିମ୍ ଘୋଷଣା କରିଛି। ଦଳ ପୂର୍ବର ସମସ୍ତ ନିର୍ଦ୍ଦେଶକୁ ବାତିଲ କରି ଇଲେକ୍ଟ୍ରୋନିକ, ପ୍ରିଣ୍ଟ, ସୋସିଆଲ ମିଡିଆ ଓ […]