ଏସିଆନ୍ସ ଗେମ୍ସରେ ସ୍ୱର୍ଣ୍ଣ ବିଜେତା ଭାରତୀୟ ମହିଳା ହକି ଟିମ୍ ପାଇଁ ପୁରସ୍କାର ଘୋଷଣା କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ: ଦୀର୍ଘ ୪୪ ବର୍ଷ ଅପେକ୍ଷାର ପରେ ଭାରତୀୟ ମହିଳା ହକି ଦଳ ଏସିଆନ୍ସ ଗେମ୍ସରେ ଦେଶ ପାଇଁ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛି । ଏହି ସଫଳତା ପାଇଁ ସାରା ଦେଶରୁ ଶୁଭେଚ୍ଛାର […]

ଚାମେଲି ଓଝା ମାମଲାର ତଦନ୍ତ କରିବେ ଜାତୀୟ ମାନବାଧିକାର କମିଶନ

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲ ଅନ୍ତର୍ଗତ ତିଖିରି ପଞ୍ଚାୟତର ବହୁଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କ ମାମଲା ଏବେ ଜାତୀୟ ସ୍ତରକୁ ଯାଇଛି। ଗତ ଜୁନ୍ ୧୧ ତାରିଖରେ ମହାକାଳପଡ଼ା ବିଡିଓଙ୍କ ଚାମ୍ବର ଭିତରେ […]

ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ

ଭୁବନେଶ୍ୱର: ଆଜି ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଭୁବନେଶ୍ୱରସ୍ଥିତ ଓଡ଼ିଶା ବିଧାନସଭା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବାଚସ୍ପତି […]

ସମୁଦ୍ରରେ ବୁଡ଼ି ୮ ଛାତ୍ରଙ୍କ ମୃତ୍ୟୁ

ମହାରାଷ୍ଟ୍ର: ରାୟଗଡ଼ରେ ସମୁଦ୍ରରେ ଗାଧୋଇବା ବେଳେ ଲହଡ଼ିରେ ଭାସିଯାଇ ୮ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ପୁଣେର ଆଲନ୍ଦିସ୍ଥିତ ‘ୱିନର୍ସ ଏକାଡେମୀର ୧୧ଥ୍ ଆଣ୍ଡ ୧୨ଥ୍’ର ୪୮ ଜଣ ଛାତ୍ର ଛାତ୍ରୀ […]

ପାକିସ୍ତାନକୁ ହରାଇ ଏସୀୟ କ୍ରୀଡ଼ା ହକି ଫାଇନାଲରେ ପହଞ୍ଚିଲା ଭାରତ

ନୂଆଦିଲ୍ଲୀ: ୨୦୨୬ ଏସୀୟ କ୍ରୀଡ଼ା ପୁରୁଷ ହକିର ଅତି ରୋମାଞ୍ଚକର ସେମିଫାଇନାଲ ମ୍ୟାଚ୍‌ରେ ପାକିସ୍ତାନକୁ ୪-୩ ଗୋଲ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତ। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କଡ଼ା ଟକ୍କର ଚାଲିଥିବା […]

ପାଇଲଟ ସ୍ମିତଙ୍କୁ ମିଳିବ ବିଶିଷ୍ଟ ଗୁଜରାଟ ଗରିମା ସମ୍ମାନ:ପ୍ରଧାନମନ୍ତ୍ରୀ, ଟ୍ରମ୍ପଙ୍କ ସମେତ ବହୁ ବିଶ୍ଵନେତାଙ୍କ ପ୍ରଶଂସା

ନୂଆଦିଲ୍ଲୀ : ସାରା ବିଶ୍ୱରେ ଭାରତୀୟ ପାଇଲଟଙ୍କୁ ପ୍ରଶଂସା । ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଇଦୁବାଇ ବିମାନରେ ମଝି ଆକାଶରେ ଘଟିଥିବା ସଂଘର୍ଷ ଏବଂ ଭାରତୀୟ ପାଇଲଟଙ୍କ ଅଦମ୍ୟ ସାହସିକତା ଘଟଣା ଏବେ […]

ସମତା ଏକ୍ସପ୍ରେସରେ ଗଞ୍ଜେଇ ଚାଲାଣ ଅଭିଯୋଗ, ୬ ଯୁବତୀ ଅଟକ

ଟିଟିଲାଗଡ଼: ଟିଟିଲାଗଡ଼ ରେଲୱେ ଷ୍ଟେସନରେ ପେଟ୍ରୋଲିଙ୍ଗ କରୁଥିବାବେଳେ ୬ ଜଣ ଯୁବତୀ ସମତା ଏକ୍ସପ୍ରେସ ଟ୍ରେନରେ ତାଙ୍କର ୬ ଟି ଟ୍ରଲି ବ୍ୟାଗକୁ ଦେଖି ଜିଆରପି ପୋଲିସର ସନ୍ଦେହ ବଢ଼ିଥିଲା । ସେମାନଙ୍କୁ ପଚରାଉଚରା […]

ଗଣେଶ ଭସାଣି ବେଳେ ଉତ୍ତେଜନା: ପଥର ମାଡ଼ରେ ମାହାଙ୍ଗା ଆଇଆଇସି ଆହତ

କଟକ: କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ ଗଣେଶ ମୂର୍ତ୍ତି ଭସାଣି ଉତ୍ସବ ସମୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବିଳମ୍ବିତ ରାତିରେ ମୂର୍ତ୍ତି ଭସାଣି ବେଳେ ଏକ ଗୋଷ୍ଠୀର ଯୁବକମାନେ ଆକ୍ରମଣ କରିବାରୁ ମାହାଙ୍ଗା […]

ବିବାଦ ପରେ ଫର୍ମ-୬ରୁ ହଟିଲା ଅତିରିକ୍ତ ଘୋଷଣାନାମା

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଶେଷ ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନୂଆ ଭୋଟର ପଞ୍ଜୀକରଣ ପାଇଁ ବ୍ୟବହୃତ ଅନଲାଇନ୍‌ ଫର୍ମ-୬ରୁ ଅତିରିକ୍ତ SIR […]

ଦିନିକିଆରେ ଶୁଭମନ୍ ଗିଲଙ୍କ ଦ୍ୱିତୀୟ ଦ୍ୱିଶତକ

ନୂଆଦିଲ୍ଲୀ: ବୁଧବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଶୁଭମନ୍ ଗିଲ୍ ଦ୍ୱିଶତକ ହାସଲ କରିଛନ୍ତି । ଗିଲ୍ ଦିନିକିଆ ଫର୍ମାଟରେ ଦ୍ୱିତୀୟ ଥର ପାଇଁ ୨୦୦ ରନ୍ କରିଛନ୍ତି । ଏହି ସଫଳତା ପରେ […]