ନବୀନ ନିବାସ ରେ ନବୀନ ଙ୍କୁ ଭେଟିଲେ ଅଖିଳେଶ ଯାଦବ

ଭୁବନେଶ୍ୱର: ଶୁକ୍ରବାର ଦିନ ଅପରାହ୍ନରେ ନବୀନ ନିବାସରେ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଅଖିଳେଶ ଯାଦବ। ଉଭୟ ନେତାଙ୍କ ମଧ୍ୟରେ ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଦୀର୍ଘ ସମୟ ଆଲୋଚନା ହୋଇଛି ।ସମାଜବାଦୀ […]

ଚାକିରି ଆଶାୟୀଙ୍କୁ ଆଶ୍ବସ୍ତି ଆଉ ଦବାକୁ ପଡ଼ିବନି NOC

ଭୁବନେଶ୍ୱର: GA & PG ବିଭାଗ ଅଧୀନରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଅନ୍ୟତ୍ର ଚାକିରି ଆବେଦନ ପାଇଁ ବାରମ୍ବାର NOC ମାଗିବାକୁ ପଡ଼ିବ ନାହିଁ । ସରକାରୀ କର୍ମଚାରୀଙ୍କ ପାଇଁ ସ୍ଥାୟୀ ଅନୁମତି […]

ଆସନ୍ତା କାଲି କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ଇଣ୍ଡିଆ ଲିଗ୍ ର ଶେଷ ପର୍ଯ୍ୟାୟ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୧୭ ତାରିଖରୁ ପୁରୁଷ ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ) ର ଶେଷ ପର୍ଯ୍ୟାୟ ଖେଳାଯିବ। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦଳମାନେ ବି ପହଞ୍ଚି ସାରିଛନ୍ତି । […]

ଦଳୀୟ ବିଧାୟକଙ୍କୁ ଟାସ୍କ ଦେଲେନବୀନ

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ବିଧାୟକଙ୍କୁ ଡାକି ସେମାନଙ୍କ ସୁବିଧା ଅସୁବିଧା ବୁଝିଛନ୍ତି । ଆଉ ସେମାନଙ୍କଠାରୁ ଲୋକଙ୍କ ସମସ୍ୟା ବୁଝି ତା’ର ସମାଧାନ ପାଇଁ ବିଧାୟକଙ୍କୁ ଦେଇଛନ୍ତି ଟାସ୍କ […]

ଇରାନର ସରକାରୀ ଟିଭି ରେ ଟ୍ରମ୍ପଙ୍କୁ ହତ୍ୟା ଧମକ

ତେହେରାନ : ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ତେହେରାନରୁ ଆସିଛି ହତ୍ୟା ଧମକ l ଏହି ଧମକ ଇରାନର ସରକାରୀ ଟିଭିରେ ଆସିଛି। ଇରାନର ସରକାରୀ ଟିଭିରେ ପ୍ରସାରିତ ଧମକପୂର୍ଣ୍ଣ ଭିଡିଓରେ ଜୁଲାଇ ୨୦୨୪ରେ […]

ବିଜେଡିରୁ ନିଲମ୍ବିତ ହେଲେ ଦୁଇ ବିଧାୟକ

ଭୁବନେଶ୍ୱର : ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଦଳରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ […]

ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ

ଭୁବନେଶ୍ୱର: ଖାରବେଳ ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି। ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି, ବଜେଟ ଖର୍ଚ୍ଚ, ଖାଲି ଥିବା ପଦବୀ ପୂରଣ ନେଇ ଆଲୋଚନା ହୋଇଛି। କେଉଁ […]

ମୋକିମଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କର ପ୍ରଶଂସା କଲେ ଅନୁଭବ

କଟକ: ଅନୁଭବଙ୍କ ମୁହଁରେ କଂଗ୍ରେସ ପୂର୍ବତନ ନେତା ମହମ୍ମଦ ମୋକିମଙ୍କ ପ୍ରଶଂସା । ମୋକିମ ଫାଉଣ୍ଡେସନ୍ ପକ୍ଷରୁ ଚାଲିଥିବା ସ୍ପୋର୍ଟ୍ସ କାର୍ଣ୍ଣିନିଭାଲର ଉଦଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ସୁପରଷ୍ଟାର ତଥା ବିଜେପି […]

ଲିଙ୍ଗରାଜ ମନ୍ଦିର ନିକଟସ୍ଥ ସୁକ ଶାରୀ ମନ୍ଦିର ତଳୁ ବାହାରିଲା ମଧ୍ୟଯୁଗୀୟ ମନ୍ଦିରର ଭଗ୍ନାବଶେଷ

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ନିକଟସ୍ଥ ସୁକ ଶାରୀ ମନ୍ଦିର ତଳୁ ବାହାରିଲା ମଧ୍ୟଯୁଗୀୟ ମନ୍ଦିରର ଭଗ୍ନାବଶେଷ l ପ୍ରାୟ ଅଢେଇ ବର୍ଷରୁ ଅଧିକ ସମୟ ବନ୍ଦ ପଡିଥିବା ଏହି ମନ୍ଦିରର ଖନନ କାର୍ଯ୍ୟ […]

ତୁରନ୍ତ ଇରାନ ଛାଡ଼ିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ ଦେଲେ ଭାରତ ସରକାର

ନୂଆଦିଲ୍ଲୀ: ଇରାନରେ ଲାଗି ରହିଥିବା ଉତ୍ତେଜନା ପରିସ୍ଥିତିକୁ ଦେଖି ତେହରାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟ ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ ଜାରି ହୋଇଛି । ସେଠାରେ ରହୁଥିବା ସମସ୍ତ ଛାତ୍ର, […]