ବିଜେଡି ଛାଡିଲେ ଦେବାଶିଷ ସାମନ୍ତରାୟ ବିଜେଡିକୁ ଝଟକା

ଭୁବନେଶ୍ୱର: ସିନିୟର ସିଟିଜେନ୍ ସେଲର ସଭାପତି ପଦରୁ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ରକୁ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି । ଏହି ଇସ୍ତଫା […]

ରାଜଧାନୀ ର ପ୍ରମୁଖ ରାସ୍ତା ଗୁଡିକରେ ପାର୍କିଂ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ରାଜଧାନୀର ପ୍ରମୁଖ ରାସ୍ତାରେ ଗଡ଼ିଉଠିଥିବା ବ୍ୟବସାୟ କେଦ୍ର , ଶିକ୍ଷାନୁଷ୍ଠାନ, ହସ୍ପିଟାଲ ସମ୍ମୁଖ ରେ ଥିବା ରାସ୍ତାରେ ଲୋକମାନେ ବେଆଇନ ଭାବରେ ଗାଡ଼ି ଗୁଡ଼ିକ ପାର୍କିଂ କରୁଛନ୍ତି । ଏହାଦ୍ଵାରା ସହରରେ ପ୍ରତ୍ୟେକ […]

କେନ୍ଦ୍ର ସରକାର ଏବଂ ଇସିଆଇକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାର ଏବଂ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କୁ ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ବେନାମୀ ଚାନ୍ଦା ବିରୋଧରେ ଦାଏର ପିଟିଶନ ଉପରେ ନୋଟିସ ଜାରି କରି ଜବାବ ମାଗିଛନ୍ତି। ରାଜନୈତିକ […]

ଧର୍ମେନ୍ଦ୍ରଙ୍କ ବିୟୋଗରେ ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ …

ମୁମ୍ବାଇ: ଧର୍ମେନ୍ଦ୍ରଙ୍କ ବିୟୋଗରେ ସାରା ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ଅଭିନେତା ଧର୍ମେନ୍ଦ୍ରଙ୍କର ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ଧର୍ମେନ୍ଦ୍ର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। କିଛି ଦିନ ପୂର୍ବରୁ […]

ରାଜଧାନୀ ରାଜରାସ୍ତାରେ ଅଙ୍ଗନବାଡ଼ି ଦିଦିଙ୍କ ବିକ୍ଷୋଭ

ଭୁବନେଶ୍ୱର: ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାକର୍ସ ଆସୋସିଏସନ୍ ବିଧାନସଭା ଘେରାଉ ଡାକରା ଦେଇଛି । ଦରମା ବୃଦ୍ଧି, ମୋବାଇଲ ଦେବା ଭଳି ବିଭିନ୍ନ ଦାବି ନେଇ ବିଧାନସଭା ଘେରାଉ କରିବାକୁ ଶୋଭାଯାତ୍ରା ଆରମ୍ଭ […]

ପୋଲିସ ହାତରେ ଧରା ପଡିଲା ନକଲି ପୋଲିସ …

ବ୍ରହ୍ମପୁର: ବ୍ରହ୍ମପୁର ନିକଟ ନାରାୟଣପୁର ଗ୍ରାମର କେଦାରନାଥ ସ୍ବାଇଁ ଓରଫ ମନୋଜ(୩୭) ଯିଏ କି ପୋଲିସ ପୋଷାକ ପିନ୍ଧି ରାସ୍ତାରେ ଗାଡ଼ିମୋଟର ଅଟକାଇ ଟଙ୍କା ଆଦାୟ କରୁଥିବା ଜଣେ ନକଲି ପୋଲିସ କନଷ୍ଟେବଳକୁ ସଦର […]

ନୌସେନାରେ ସାମିଲ ହେବ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାରେ ନିର୍ମିତ ‘ମାହେ’

ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା ପ୍ରସ୍ତୁତିରେ ୮୦ ପ୍ରତିଶତ ସ୍ୱଦେଶୀ ସାମଗ୍ରୀରେ ନିର୍ମିତ ଏକ ବୁଡ଼ାଜାହାଜ-ପ୍ରତିରକ୍ଷା ଯୁଦ୍ଧଜାହାଜ ‘ମାହେ’ ଆଜି ନୌସେନାରେ ସାମିଲ ହେବ। ଏହା ନୌସେନାରେ ସାମିଲ ହେବାକୁ ଥିବା ‘ମାହେ’ ଶ୍ରେଣୀର ପ୍ରଥମ […]

ଓଡ଼ିଶାର SEBC ତାଲିକାରେ ଥିବା ୧୪ଟି ଜାତିକୁ OBC କରାଯାଉ:ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ଓଡ଼ିଶାର ୧୪ଟି ସମ୍ପ୍ରଦାୟ ଯେଉଁଥିରେ ପ୍ରମୁଖ ଖଣ୍ଡାୟତ ଜାତି ଅନ୍ତର୍ଭୁକ୍ତ ରହିଅଛି ସେମାନଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଜାତୀୟ ପଛୁଆ ବର୍ଗ କମିଶନ (NCBC) ଅଧ୍ୟକ୍ଷ ହଂସରାଜ […]

୫ମ ନୃତ୍ୟସୁଧା ନୃତ୍ୟ ଉତ୍ସବ

ଭୁବନେଶ୍ୱର: ନୃତ୍ୟସୁଧା ଡାନ୍ସ ଏକାଡେମୀ କେଶୁରା, ଭୂବନେଶ୍ଵର ଦ୍ଵାରା ଆୟୋଜିତ ୫ମ ନୃତ୍ୟସୁଧା ନୃତ୍ୟ ଉତ୍ସବ ଶନିବାର ଭଞକଳା ମଣ୍ଡପରେ ଏକ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଅତିଥି ଭାବେ ଶ୍ରୀରାଧା କଳାକୁଞର […]

ତିନି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର୍…

ରାଉରକେଲା: ଦୀର୍ଘ ଦିନ ହେଲା ବଣାଇ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଏହି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ବଣାଇ ପୋଲିସ । ଡକାୟତି ପାଇଁ ଯୋଜନା କରୁଥିବା ବେଳେ ବଣାଇ ଏସଡିପିଓ ଖବର […]