ଭୁବନେଶ୍ୱର: ଓଡ଼ିଶା ସରକାର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି ପ୍ରସ୍ତୁତ କରିଛନ୍ତି। ବାର୍ଷିକ ବଦଳି ଏପ୍ରିଲ ୧୫ରୁ ଜୁନ ୧୫ ମଧ୍ୟରେ ହେବ। ଶିକ୍ଷକମାନେ ନିଜ ଜିଲ୍ଲାରେ […]
Author: ତେଜସ୍ୱିନୀ
ଶିଶୁଭବନ ସଂପ୍ରସାରଣ ଯୋଜନାରେ ବଢ଼ିବ ୩୫ ପିଜି ସିଟ୍, ୬୪୬ ଶଯ୍ୟା, ୧୧୪ ନୂଆ ପଦବି
କଟକ: ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶିଶୁଭବନରେ ଶଯ୍ୟାସଂଖ୍ୟା ବୃଦ୍ଧି ସଂପର୍କରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ଶିଶୁଭବନର ଶଯ୍ୟାସଂଖ୍ୟା ୨୦୦ରୁ ୮୪୬କୁ ବୃଦ୍ଧି ପାଇଛି। ଏଥିପାଇଁ ଅତିରିକ୍ତ ଭାବେ ୧୧୪ଟି ନୂଆ ପଦବିକୁ ମଧ୍ୟ ମଞ୍ଜୁରି […]
ଯାତ୍ରୀଙ୍କୁ ମାଡମାରିବା ଘଟଣା,‘ଆମ ବସ’ କଣ୍ଡକ୍ଟରକୁ ବହିଷ୍କାର କଲା CRUT
ଭୁବନେଶ୍ବର: ଯାତ୍ରୀଙ୍କୁ ମାଡମାରିବା ଘଟଣା ରେ ‘ଆମ ବସ’ କଣ୍ଡକ୍ଟରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି CRUT । ସମ୍ପୃକ୍ତ କଣ୍ଡକ୍ଟରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଏପରିକି ଏହି ଘଟଣା ପାଇଁ CRUT […]
ହିଣ୍ଡନବର୍ଗ ମାମଲାରେ ଗୌତମ ଆଦାନୀଙ୍କୁ ସେବିର କ୍ଲିନଚିଟ୍
ନୂଆଦିଲ୍ଲୀ: ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଗୁରୁବାର ଆଦାନୀ ଗ୍ରୁପ୍ ଏବଂ ଏହାର ଅଧ୍ୟକ୍ଷ ଗୌତମ ଆଦାନୀଙ୍କୁ ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଅଭିଯୋଗରୁ କ୍ଲିନ ଟିଟ୍ ଦେଇଛି। ଏନେଇ […]
ମୋହନ ସରକାର ବିରୋଧରେ ଅନାସ୍ଥା ଆଣିଲା କଂଗ୍ରେସ
ଭୁବନେଶ୍ୱର: ସରକାର ବିରୋଧରେ ଅନାସ୍ଥା ଆଣିଲା କଂଗ୍ରେସ । ଏନେଇ କଂଗ୍ରେସର ବିଧାୟକମାନେ ଚିଠି ଦେବା ସହିତ ମୋହନ ସରକାର ବିରୋଧରେ ଅନାସ୍ଥା ଆଣିଛନ୍ତି । ତେବେ ଏହି ଅନାସ୍ଥା ପ୍ରସ୍ତାବ ନେଇ ୧୫ […]
ବିଧାନ ସଭାରେ ଶୋକ ପ୍ରସ୍ତାବ ପରେ ଆସନ୍ତାକାଲି ଯାଏଁ ଗୃହ ମୁଲତବି
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ପ୍ରଥମ ଦିନରେ ଶୋକପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧାନସଭାର ସଦସ୍ୟ ଥିବା ରାଜେନ୍ଦ୍ର ଢୋଲକିଆ, ବିଭୂତି ଭୂଷଣ ସିଂହ […]
ସରକାରୀ ବସ୍ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବସ୍ ଭଡା ଛାଡ଼
ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର । ଏଣିକି ମାଗଣାରେ ସ୍କୁଲକୁ ବସ୍ରେ ଯାଇପାରିବେ ଛାତ୍ରଛାତ୍ରୀ । ସ୍କୁଲ ୟୁନିଫର୍ମ ପିନ୍ଧି ଆଇକାର୍ଡ ଦେଖାଇଲେ ଦେବାକୁ ପଡିବନି ବସ୍ ଭଡା । ମୁଖ୍ୟମନ୍ତ୍ରୀ ବସ୍ […]
ଶ୍ରୀମନ୍ଦିର ହୁଣ୍ଡି ସ୍ଥାନାନ୍ତରଣକୁ ମିଳିଲା ଅନୁମତି
ଭୁବନେଶ୍ୱର: ଶ୍ରୀମନ୍ଦିର ପରିଚାଳନା ନେଇ ଦୁଇଟି ବଡ଼ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତିଯେ ଧାଡି […]
୧.୫ କୋଟି ଚାରା ରୋପଣ କରି ଓଡିଶା ଭାଙ୍ଗିଲା ଏକଦିବସୀୟ ଚାରା ରୋପଣର ସମସ୍ତ ରେକର୍ଡ
ଭୁବନେଶ୍ୱର: “ଏକ ପେଡ୍ ମା କେ ନାମ ଦ୍ୱିତୀୟ ସଂସ୍କରଣ” ଅଭିଯାନ ଅନ୍ତର୍ଗତ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିବସ ଅବସରରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ମଧ୍ୟରେ ୭୫ ଲକ୍ଷ ଚାରା ରୋପଣ […]
ଅର୍ଚ୍ଚନା ନାଗ ଓକିଲାତି ପେଶାରୁ ନିଲମ୍ବିତ
ଭୁବନେଶ୍ୱର : ଅର୍ଚ୍ଚନା ନାଗ ଙ୍କୁ ଓକିଲାତି ପେଶାରୁ ନିଲମ୍ବନ କଲେ ରାଜ୍ୟ ଆଇନଜୀବୀ ପରିଷଦ। ତଥ୍ୟ ଗୋପନ ରଖି ଓକିଲାତି ଲାଇସେନ୍ସ ହାତେଇ ଥିଲେ ଅର୍ଚ୍ଚନା । ତାଙ୍କ ନାମରେ କୌଣସି ଫୌଜଦାରୀ […]
